ମାଟିରେ ମିଶିଲା ନୋଏଡାର ସୁଉଚ୍ଚ ସୁପରଟେକ ଟ୍ୱିନ୍ ଟାୱାର । ମାତ୍ର ୯ ସେକେଣ୍ଡରେ ଧରାଶାୟୀ ହୋଇଛି ଦୁଇ ସୁଉଚ୍ଚ ଟାୱାର । ଗୋଟିଏ ୩୨ ମହଲା ଏବଂ ଅନ୍ୟଟି ୩୦ ମହଲା ବିଶିଷ୍ଟ ସୁଉଚ୍ଚ ସୁପରଟେକ୍ ଟ୍ୱିନ୍ ଟାୱାର ମାଟିରେ ମିଶିଛି । ୧୦୦ ମିଟର ଉଚ୍ଚତା ରହିଥିଲା ଏହି ଟାୱାରର । ଟାୱାର ଧ୍ୱସଂ ପାଇଁ ୩,୭୦୦୦ କେଜି ବିସ୍ଫୋରକ ବ୍ୟବହୃତ ହୋଇଥିଲା । ବେଆଇନ୍ ନିର୍ମାଣ ହୋଇଥିବାରୁ ଧ୍ୱସଂ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଟାୱାର ଠାରୁ ୫ ଶହ ମିଟର ପରିଧି ନିଷିଦ୍ଧାଞ୍ଚଳ ଘୋଷିତ

LEAVE A REPLY

Please enter your comment!
Please enter your name here