ଜଳୁଛି ରାଜଧାନୀ ଭୁବନେଶ୍ୱର । ଆଜି ବି ରାଜଧାନୀରେ ଅସହ୍ୟ ତାତି । ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୦.୨ ଡିଗ୍ରୀ ଅତିକ୍ରମ କରିଛି । ପ୍ରବଳ ଗରମରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ ।

LEAVE A REPLY

Please enter your comment!
Please enter your name here