ଏଣିକି ବ୍ୟାଙ୍କ ଆକାଣଉଣ୍ଟକୁ ଗ୍ୟାସ ସବସିଡି ଆସିବନି ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ସରକାର. ଏଲପିଜି ଗ୍ୟାସ୍ ସବସିଡି ଆସୁଥିବା ବ୍ୟାଙ୍କଗୁଡିକ ସେମାନଙ୍କ ନିୟମରେ ଏକ ବଡ ପରିବର୍ତ୍ତନ କରିବା ସହ ଲକ୍ଷ ଲକ୍ଷ ଆକାଉଣ୍ଟଧାରିଙ୍କୁ ବଡ ଝଟକା ଦଇଛନ୍ତି. ନିୟମ ଅନୁସାରେ, ଏବେ ସେହି ଉପଭୋକ୍ତାମାନେ ସବସିଡି ପାଇପାରିବେ, ଯେଉଁମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ 3 ହଜାର ଟଙ୍କାରୁ ଉର୍ଦ୍ଧ ଟଙ୍କା ଥିବ. ପୂର୍ବରୁ ଏ ନେଇ ସବସିଡି ନ ଆସିବା କାରଣରୁ ବିଭିନ୍ନ ସହରରେ ଲୋକମାନେ ଗ୍ୟାସ ଅଫିସରେ ଅଭିଯୋଗ କରିଥିଲେ. ଆଉ କିଛିଦିନ ପୂର୍ବରୁ କେନ୍ଦ୍ର ସରକାର ଏକ ନୋଟିସ୍ ମଧ୍ୟ ଜାରି କରିଥିଲେ ଯେଉଁଥିରେ, ଯଦି ବ୍ୟାଙ୍କ ଆକାଉଣ୍ଟରେ  3000 ଟଙ୍କାରୁ ଅଧିକ ଟଙ୍କା ଥାଏ ତାହାଲେ ଆପଣଙ୍କୁ ଗ୍ୟାସ ସବସିଡି ମିଳିବନି.

 

LEAVE A REPLY

Please enter your comment!
Please enter your name here