ଏଣିକି ମହଙ୍ଗା ହେବ ବ୍ୟାଙ୍କରୁ ଋଣ ନେବା. ଲୋକଙ୍କୁ ଋଣ ଦେବା ହିସାବରେ ଏସବିଆଇ ଯେଉଁ ସୁଧ ନେଉଥିଲା ଏବେ ସେହି ସୁଧହାରରେ 0.05 ପ୍ରତିଶତ  ବ୍ୟାଙ୍କ ବୃଦ୍ଧି କରି ନିଜ ଗ୍ରାହକଙ୍କୁ ଏକପ୍ରକାର ଝଟକା ଦେଇଛି. ତେବେ ପୂର୍ବରୁ ମଧ୍ୟ ଯେଉଁମାନେ ଋଣ ନେଇଛନ୍ତି, ସେମାନଙ୍କର ଇଏମଆଇ ମୂଲ୍ୟ ମଧ୍ୟ ବୃଦ୍ଧି ହେବ ବୋଲି ବ୍ୟାଙ୍କ ସୂଚନା ଦେଇଛି. ତେବେଏସବିଆଇର 1 ବର୍ଷର ଏମସିଏଲଆର 8.5 ପ୍ରତିଶତରୁ ବଢି 8.55 ପ୍ରତିଶତ ହୋଇଛି ଏବଂ ଅନ୍ୟପଟେ 2 ବର୍ଷର ଏମସିଏଲଆର 8.6 ପ୍ରତିଶତ ବଢି 8.65 ପ୍ରତିଶତ ବଢିଛି. ଏହାସହ 3 ବର୍ଷର ଏମସିଏଲଆର ଏବେ 0.05 ପ୍ରତିଶତ ବଢି 8.75 ପ୍ରତିଶତ ହୋଇଛି.

 

LEAVE A REPLY

Please enter your comment!
Please enter your name here