ଫେଷ୍ଟିଭ୍ ସିଜିନ୍ କୁ ଆଖିଆଗରେ ରଖି BMW କମ୍ପାନୀ ଗ୍ରାହକଙ୍କ ପାଇଁ ଡିସକାଉଣ୍ଟ ଅଫର ଆରମ୍ଭ କରିଛି. ଯାହା ଦ୍ୱାରା ଗ୍ରାହକମାନେ ଏହି ଅଫର୍ ର ଲାଭ ଉଠାଇପାରିବେ. ପୂଜା ଉତ୍ସବ ପାଇଁ କମ୍ପାନୀ ନିଜର ପ୍ରେଷ୍ଟିଜ୍ ଭାରିଆଣ୍ଟ ସ୍ପୋର୍ଟି ସେଡାନ ଉପରେ 7.30 ଲକ୍ଷ ଟଙ୍କାର ଡିସକାଉଣ୍ଟ ଦେଉଛି ଏବଂ ଅନ୍ୟପଟେ ଲକ୍ଜୁରୀ ଭାରିଆଣ୍ଟ ଉପରେ ଗ୍ରାହକଙ୍କୁ 8.30 ଲକ୍ଷ ଟଙ୍କାର ଡିସକାଉଣ୍ଟ ଦେଉଛି. BMW ପ୍ରେଷ୍ଟିଜ୍ ଭାରିଆଣ୍ଟ ର ମୂଲ୍ୟ 39.80 ଲକ୍ଷ ହୋଇଥିବା ବେଳେ ଡିସକାଉଣ୍ଟ ପରେ ଏହା ଗ୍ରାହକମାନେ ଏହାକୁ 32 ଲକ୍ଷ ଟଙ୍କାରେ କିଣିପାରିବେ. ସେହିଭଳି ଲକ୍ଜୁରୀ ଲାଇନ ର ମୂଲ୍ୟ 45.30 ଲକ୍ଷ ହୋଇଥିବା ବେଳେ ଗ୍ରାହକମମାନେ ଏହାକୁ 37 ଲକ୍ଷ ଟଙ୍କାରେ କିଣିପାରିବେ.

LEAVE A REPLY

Please enter your comment!
Please enter your name here