65 ବର୍ଷରେ ଦ୍ବିତୀୟ ବିବାହ କଲେ ପିନାକୀ
65 ବର୍ଷରେ ଦ୍ବିତୀୟ ବିବାହ କରିଛନ୍ତି ବରିଷ୍ଠ ରାଜନେତା ତଥା ପୂର୍ବତନ ସାଂସଦ ପିନାକୀ ମିଶ୍ର । ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୋଇଦ୍ରଙ୍କ ସହ ସେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଜର୍ମାନୀରେ ଖୁବ୍ ଗୋପନୀୟ ଭାବେ...
ବେଙ୍ଗାଲୁରରେ ଆଇପିଏଲ ସେଲିବ୍ରେସନରୁ ଦଳାଚକଟା, 11 ମୃତ
ଆଇପିଏଲ ଟ୍ରଫି ଜିତିବା ପରେ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆରମ୍ଭ ହୋଇଥିଲା ଆରସିବିର ସେଲିବ୍ରେସନ । ଖେଳାଳିଙ୍କୁ ଦେଖିବା ପାଇଁ ଏବଂ ବିଜୟ ଉତ୍ସବରେ ସାମିଲ ହେବା ପାଇଁ ଷ୍ଟାଡିୟମ ଭିତରେ ଓ ବାହାରେ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା ।...
18 ବର୍ଷ ପରେ ପୂରଣ ହେଲା `ବିରାଟଙ୍କ ସ୍ବପ୍ନ
18 ବର୍ଷ ପରେ ପୂରଣ ହେଲା `ବିରାଟଙ୍କ ସ୍ବପ୍ନ । 2025 IPL ଟାଇଟଲ୍ ଜିତିଲା ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ । ଫାଇନାଲରେ ମାତ୍ର 6 ରନରେ ହାରିଲା ପଞ୍ଜାବ କିଙ୍ଗସ୍ । ବିଜୟକୁ ଅବିଶ୍ବସନୀୟ କହିଲେ ବିରାଟ...
ବିଶ୍ବ ତମାଖୁ ବର୍ଜନ ଦିବସରେ ବାଲୁକା ଶିଳ୍ପୀ ସୁଦର୍ଶନଙ୍କ ସଚେତନତା ବାର୍ତ୍ତା
ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରତି ବର୍ଷ ମେ’ ୩୧ ତାରିଖରେ ବିଶ୍ବ ତମ୍ବାଖୁ ବର୍ଜନ ଦିବସ ପାଳନ କରାଯାଏ ।
ତମାଖୁ ସେବନ ଦ୍ବାରା ସ୍ବାସ୍ଥ୍ୟ ପ୍ରତି ହେଉଥିବା ବିପଦ ଓ କ୍ଷତି ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା...
ଆଜି ଯାଏଁ ଭିଜିଲାନ୍ସ କରୁଥିଲା କଣ ?
ଅବସର ଗ୍ରହଣ କରିବାର ଦିନକ ପୂର୍ବରୁ ମାଡି ବସିଲା ଭିଜିଲାନ୍ସ । ଗ୍ରାମ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡଙ୍ଗୀ ଭିଜିଲାନ୍ସ ବାବୁଙ୍କ ଆସିବା ଖବର ପାଇ ବିଡା ବିଡା ଟଙ୍କା ଝରକା ବାଟେ ଯେତେ ପାରିଲେ, ବାହାରକୁ ଫୋପାଡିଦେଲେ...
ରଥଯାତ୍ରା ଅବସରରେ ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା
ଭୁବନେଶ୍ବର : ରଥଯାତ୍ରା ଅବସରରେ ଓଡିଆ ଡିଜିଟାଲ ଚ୍ୟାନେଲ ତକ୍ଷକ ମିଡିଆ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ‘ଜଗନ୍ନାଥ ହୋ’ ଆୟୋଜନ କରାଯାଉଛି । ଚଳିତବର୍ଷ ଏହି ପ୍ରତିଯୋଗିତା ଦୁଇଟି ରାଉଣ୍ଡ ଯଥା- ଅଡିସନ...
ପାର୍ସଲ ବୋମା ବିସ୍ଫୋରଣର ଖଳନାୟକ ପୁଞ୍ଜିଲାଲକୁ ଆଜୀବନ ଜେଲଦଣ୍ଡ
ଦୀର୍ଘ ସାତବର୍ଷ ପରେ ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ପ୍ରକାଶ ପାଇଛି । ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଆଜୀବନ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ଏଥିସହିତ ୫୦ ହଜାର ଟଙ୍କାର ଜୋରିମାନା...
ଶାନ୍ତିର କଥା କହି ଭାବମୂର୍ତ୍ତି ସଜାଡୁଛି ପାକିସ୍ତାନ
ତେହେରାନ: ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ଆସୁଥିବା ପାକିସ୍ତାନ ସମଗ୍ର ବିଶ୍ବରେ ନିଜର ଭାବମୂର୍ତ୍ତି ସଜାଡିବା ପାଇଁ ଏବେ ଶାନ୍ତିର ଭାଷା କହିବା ଆରମ୍ଭ କରିଛି । ଇରାନ ଗସ୍ତରେ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ସରିଫ କହିଛନ୍ତି, ଆମେ ପଡୋଶୀ ଭାରତ...
ମହିଳା ଡ୍ରୋନ ଅପରେଟରଙ୍କୁ ‘ଆକାଶ ଯୋଦ୍ଧା’ କହିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ମନ୍ କି ବାତର 122ତମ ଏପିସୋଡ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜି ଅନେକ ମହିଳା ଅଛନ୍ତି ଯେଉଁମାନେ କ୍ଷେତରେ କାମ କରୁଛନ୍ତି ଏବଂ ଆକାଶର ଉଚ୍ଚତାକୁ ଛୁଇଁଛନ୍ତି । ଏବେ ଗାଁର ମହିଳାମାନେ ଡ୍ରୋନ୍...
ଭୁବନେଶ୍ବର ଫେରିଲା କରୋନା, ପ୍ରଥମ କୋଭିଡ ରୋଗୀ ଚିହ୍ନଟ
ଭୁବନେଶ୍ୱର - କରୋନା ସଂକ୍ରମଣର ଲହର ପୁଣି ବ୍ୟାପିବା ଆରମ୍ଭ କରିଛି । ଭୁବନେଶ୍ବରରେ ପ୍ରଥମ କୋଭିଡ୍ ମାମଲା ଚିହ୍ନଟ ହେବା ପରେ ପୁଣି କୋଭିଡ ସଂକ୍ରମଣର ଭୟାବହତା ସୂଚନା ମିଳୁଛୁ । ସଂକ୍ରମିତ ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନ୍ ରେ ରଖାଯାଇଛି...


















