31.1 C
Bhubaneswar
Thursday, May 9, 2024
-Advertisement-

ପାକିସ୍ତାନକୁ ୪ ୱିକେଟରେ ହରାଇଲା ଭାରତ

ଟି-ଟ୍ୱେଣ୍ଟି ବିଶ୍ୱକପରେ ପାକିସ୍ତାନ ବିରୋଧରେ ଭାରତର ଅବିଶ୍ଵସନୀୟ ବିଜୟ I ପାକିସ୍ତାନକୁ 4 ୱିକେଟରେ ହରାଇ ଭାରତ ବିଜୟୀ ହୋଇଛି । ଟସ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା I ପାକିସ୍ତାନ 20 ଓଭରରେ 8 ୱିକେଟ...

ରାହୁଲଙ୍କ ଗସ୍ତ ପୂର୍ବରୁ ବିସ୍ଫୋରଣ

ଝାରସୁଗୁଡା ବିଧାୟକ ନବ ଦାସଙ୍କ ରାସ୍ତାରେ ଯିବା ପୂର୍ବରୁ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂଙ୍କୁ ପିସିସି ଶୃଙ୍ଖଳା କମିଟି ଦଳରୁ ସସପେଣ୍ଡ୍ କରିଛି. ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମରେ ରହିବେ ନାହିଁ ବୋଲି ପୂର୍ବରୁ ଯୋଗେଶ ରୋକଠୋକ୍ କହିଦେଇଥିଲେ. ସେ ତାଙ୍କ...
video

ଯାହାକୁ ରଖିବେ ଅନନ୍ତ !

ବସ୍ ସହ ଧକ୍କା ହେଲା ବାଇକ । ବାଇକରେ ବସିଥିବା ତିନି ଜଣ ଯୁବକ ଯାଇ ବସର ଚକା ତଳେ । ମାତ୍ର ବଞ୍ଚିଗଲା ତିନି ଜଣଙ୍କ ଜୀବନ । ଦେଖନ୍ତୁ ଏ ଭିଡ଼ିଓ ...... ଦୃଶ୍ୟଟି ହେଉଛି ତାମିଲନାଡ଼ୁର ।...

୨୨ରୁ କ୍ଲାସ ଆରମ୍ଭ

କରୋନାରେ ବେଶି ପ୍ରଭାବିତ ହୋଇଥିଲା ଶିକ୍ଷାକ୍ଷେତ୍ର । ଦୁଇ ବର୍ଷ ପରେ ସ୍ଥିତି ସ୍ୱାଭାବିକ ହୋଇଛି । ୨୨ରୁ ଯୁକ୍ତ ଦୁଇ ପ୍ରଥମ ବର୍ଷର ପାଠପଢା ଆରମ୍ଭ ହେବ । ଆସନ୍ତା ୨୨ ତାରିଖରୁ ଯୁକ୍ତ ଦୁଇ ପ୍ରଥମ...

ଅଭିଯୁକ୍ତଙ୍କ ସହ ହାତ ମିଶାଇଛି କି ପୋଲିସ?

ଗିରଫର କେଇ ଘଣ୍ଟା ପରେ ଜାମିନରେ ବାହାରିଲେ ପରବିନ୍ଦରଙ୍କୁ ମାଡ ମାରିଥିବା ଅଭିଯୁକ୍ତ । ଖୋଲାଖୋଲି ଦିନ ଦ୍ୱିପହରରେ ପୋଲିସ ଉପସ୍ଥିତିରେ ୩ ଅଭିଯୁକ୍ତ ପରବିନ୍ଦରଙ୍କୁ ମରଣାନ୍ତକ ଭାବେ ପିଟିଥିଲେ । ହେଲେ ଏବେ ଜାମିନ ମିଳିବା ପରେ ପରବିନ୍ଦର...
video

ଫନି ଶିହରଣ

ମେ ୩-୨୦୧୯ । ସାମୁଦ୍ରିକ ଝଡ ଫନି ଓଡିଶା ଉପକୂଳରେ ତାଣ୍ଡବ ରଚିଲା । ପୁରୀ, ଭୁବନେଶ୍ୱର ସମେତ ଉପକୁଳବର୍ତ୍ତୀ ଜିଲ୍ଲା ଗୁଡିକୁ ଛାରଖାର କରିଦେଲା । ଲକ୍ଷ ଲକ୍ଷ ଗଛ ଉପୁଡି ପଡିଲା, ଘର ଭାଙ୍ଗିଗଲା । ହଜାର...

ରଥାରୁଢ କାଳିଆ ସାଆନ୍ତ

ଶ୍ରୀମନ୍ଦିରର ରତ୍ନ ସିଂହାସନ ଛାଡି ତିନି ଠାକୁର ରଥାରୁଢ । ଲକ୍ଷ ଲକ୍ଷ ଭକ୍ତଙ୍କ ହରିବୋଲ ହୁଳହୁଳି ଧ୍ବନୀରେ ବଡଦାଣ୍ଡ ପ୍ରକମ୍ପିତ । କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ଦେଶ ବିଦେଶରୁ ଶ୍ରୀକ୍ଷେତ୍ରକୁ ଛୁଟି ଆସିଛନ୍ତି ଶ୍ରଦ୍ଧାଳୁ । ରଥ...

କରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ମୌସୁମୀ ଅଧିବେଶନ

ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ । କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଛି ଅଧିବେଶନ । ନବୀନ ନିବାସରୁ ଭିଡିଓ କନଫରେନ୍ସିଂରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି କୋଭିଡ ଆକ୍ରାନ୍ତ ୬ ବିଧାୟକ ଲୋକସେବା ଭବନରୁ...

ବିଜେଡି ନେତାଙ୍କୁ ସତର୍କ କଲେ ଚେଲ୍ଲା କୁମାର

ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ଭୟଙ୍କର ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଚେଲା କୁମାର । ପିସିସି ପ୍ରଭାରୀ ଚେଲା କୁମାର କହିଛନ୍ତି, ଆଜି ନବ ଦାସଙ୍କୁ ହତ୍ୟା କରାଗଲା, ଆଗକୁ ଆଉ...
video

ପୋଲିସକୁ ଅଣ୍ଡା,ଟମାଟୋ ମାଡ କଲା ଛାତ୍ର କଂଗ୍ରେସ

ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପଦ ଗଲା ପରେ ଏବେ ବିରୋଧିଙ୍କ ଟାର୍ଗେଟରେ ମେୟର . ମେୟର ଅନନ୍ତ ନାରାୟଣ ଜେନା ଏବଂ ଗୋଲେଡନ ବାବାର ଫଟୋକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି . ଗୋଲଡେନ୍‌ ବାବା ଓରଫ୍‌ ଜ୍ୟୋତି...
- Advertisement -

Latest article

ସୁରଙ୍କ ମିଶନ୍ ସକ୍ସେସ୍ : ବଡପୁଅକୁ କଂଗ୍ରେସ ଦେଲା ଟିକଟ

ଆଜି କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳରୁ ବହିଷ୍କୃତ ସୁର ରାଉତରାୟଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ନିର୍ବାଚନର ବହୁ ଆଗରୁ ବରିଷ୍ଠ କଂଗ୍ରେସ...

କୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିବ ସିଂହ ସିଂହୀଙ୍କ ନାଁ

ସିଲିଗୁଡି ବେଙ୍ଗଲ ସଫାରୀର ଏକ ଖୁଆଡରେ ଅଛନ୍ତି ସିଂହ ଆକବର ଓ ସିଂହୀ ସୀତା । ମାତ୍ର ସିଂହ ଓ ସିଂହୀଙ୍କ ନାଁ କୁ ନେଇ ଉଠିଛି ବିବାଦ । ମୋଗଲ ସମ୍ରାଟ...

ଓଡିଶା ୱମେନ୍ ଇନ୍ ମିଡିଆ ଓ କମିଶନରେଟ୍ ପୋଲିସ ପକ୍ଷରୁ ସବୁଜ ଅଭିଯାନ

ଭୁବନେଶ୍ୱର: ପରିବେଶ ସହ ଜଡିତ ସମସ୍ୟାଗୁଡିକର ସମାଧାନ ପାଇଁ ଏକ ଉଲ୍ଲେଖନୀୟ ପ୍ରୟାସ ଅନ୍ତର୍ଗତ ପ୍ରାୟ ୧୮୦ ଜଣ ମହିଳା ସାମ୍ବାଦିକାଙ୍କୁ ନେଇ ଗଠିତ ଓଡିଶା ୱମେନ୍ ଇନ୍ ମିଡିଆ (ଓଡବ୍ଲ୍ୟୁଏମ୍) ଏବଂ...