ଯେସାକୁ ତେସା : ବାଂଲାଦେଶ ବିରୋଧରେ ଲାଗିଲା ବ୍ୟାବସାୟିକ କଟକଣା
ନୂଆଦିଲ୍ଲୀ - ଆତଙ୍କବାଦକୁ ନେଇ ପାକିସ୍ତାନ ଉପରେ ଭାରତ ପ୍ରହାର କରିବା ପୂର୍ବରୁ ରଙ୍ଗ ଦେଖାଇବା ଆରମ୍ଭ କରିଦେଇଥିଲା ବାଂଲାଦେଶ । ଭାରତର ସାହାଯ୍ୟ, ସହଯୋଗକୁ ଭୁଲି ଧର୍ମ ଆଧାରରେ ପାକିସ୍ତାନକୁ ସମର୍ଥନ ଘୋଷଣା କରିଥିଲା । ଖାଲି ଘୋଷଣା...
ଆତଙ୍କବାଦ ବିରୋଧରେ ସଂସଦୀୟ ଦଳର ନେତୃତ୍ବ ନେବେ କଂଗ୍ରେସ ସାଂସଦ ଶଶୀ ଥରୁର୍
ନୂଆଦିଲ୍ଲୀ - ଆତଙ୍କବାଦ ବିରୋଧରେ ଭାରତର ସ୍ପଷ୍ଟ ଆଭିମୁଖ୍ୟ ସମଗ୍ର ବିଶ୍ବକୁ ଜଣାଇବା ପାଇଁ ସାତଟି ସଂସଦୀୟ ଦଳ ବିଭିନ୍ନ ରାଷ୍ଟ୍ର ଗସ୍ତ କରିବ । ଗୋଟିଏ ସଂସଦୀୟ ପ୍ରତିନିଧି ଦଳର ନେତୃତ୍ବ ନେବା ପାଇଁ ମୋଦୀ ସରକାର କଂଗ୍ରେସ...
ଆତଙ୍କୀ ମାସୁଦ୍ ଆଝାର ପାଇଁ ପାଣ୍ଠି ସଂଗ୍ରହ କରୁଛି ପାକିସ୍ତାନ, ଆଇଏମଏଫକୁ ରାଜନାଥଙ୍କ ଚେତାବନୀ
ଅପରେସନ ସିନ୍ଦୁରରେ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଥିବା ଆତଙ୍କୀ ଭିତ୍ତିଭୂମି ପୁନଃରୁଦ୍ଧାର ପାଇଁ ପାକିସ୍ତାନ ଯୋଜନା କରୁଛି । କୁଖ୍ୟାତ ଆତଙ୍କବାଦୀ ମାସୁଦ୍ ଆଝାରକୁ ଦେବା ପାଇଁ ପାକିସ୍ତାନ ତା ଦେଶର ନାଗରିକଙ୍କ ଠାରୁ 14 କୋଟି ଟଙ୍କା ଟିକସ ଆଦାୟ...
ରାଜ୍ୟ ସରକାର ଓ ଜେଏସପିଏଲ ମଧ୍ୟରେ ମଧୁଚନ୍ଦ୍ରିକା… ଓଡ଼ିଶାବାସୀଙ୍କ ସ୍ବାର୍ଥକୁ ବିକି ଦେବାର ଭିତିରି ଯୋଜନା
ଭୁବନେଶ୍ୱର - ରାଜ୍ୟ ସରକାର ଓ ଜେଏସପିଏଲ ମଧ୍ୟରେ ମଧୁଚନ୍ଦ୍ରିକା ପାଇଁ ରାଜ୍ୟବାସୀଙ୍କ ସ୍ବାର୍ଥକୁ ବିକି ଦେବାକୁ ଭିତିରି ଯୋଜନା ଚାଲିଛି । ଯଦି ସରକାର ଏବେଠୁ ଏହାକୁ ସଂଶୋଧନ ନ କରନ୍ତି, ତେବେ ଆସନ୍ତା ୨୫ ବର୍ଷ...
ଆଦମପୁର ଏୟାରବେସରୁ ସ୍ଥିତି ପରଖିଲେ ମୋଦୀ
ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଦମପୁର ଏୟାରବେସ ଗସ୍ତ ପାକିସ୍ତାନର ଅନେକ ମିଛକୁ ଏକ ଝଟକା ପ୍ରମାଣିତ କଲା । ମେ ୧୦ ତାରିଖରେ ପାକିସ୍ତାନ ପ୍ରଚାର କରିଥିଲା ଯେ ସେ ଭାରତର S-400 ସିଷ୍ଟମକୁ କ୍ଷେପଣାସ୍ତ୍ର ଆକ୍ରମଣ କରି ଧ୍ୱଂସ କରିଦେଇଛି...
କି ଲାଭ ମିଳିଲା ଯୁଦ୍ଧରୁ ?
ଚାରିଦିନ ଯୁଦ୍ଧ ପୁରା ହେଲାନି । ଅଧାରୁ ଅସ୍ତ୍ର ବିରତି ହୋଇଗଲା । ଡିଜିଏମଓ ସ୍ତରୀୟ କଥାବାର୍ତ୍ତା ପରେ ଦୁଇଦେଶ ଅସ୍ତ୍ରବିରତି ପାଇଁ ରାଜି ହେଲେ । ଆମେରିକା ମଧ୍ୟସ୍ଥତାରେ ଭାରତ ଓ ପାକିସ୍ତାନ ଯୁଦ୍ଧ ବିରତି ପାଇଁ ରାଜି...
ଭାରତୀୟ ସେନାକୁ ସଲାମ୍
ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ନୀରିହ ପର୍ଯ୍ୟଟକଙ୍କୁ ହତ୍ୟା କରିବାର ଭୟଙ୍କର ପରିଣାମ ଭୋଗ କରିବାକୁ ପଡିଲା ପାକିସ୍ଥାନକୁ । ଧର୍ମ ପଚାରି ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଥିଲେ । ଉଦ୍ଦେଶ୍ୟ ଥିଲା, ଭାରତରେ ଦୁଇ ଧର୍ମାବଲମ୍ବୀ ହିନ୍ଦୁ...
ଅପରାହ୍ନ ପାଞ୍ଚଟାରୁ ଯୁଦ୍ଧ ବିରତି
ଭାରତର ପ୍ରଚଣ୍ଡ ଆକ୍ରମଣ ପରେ ମୁଣ୍ଡ ନୁଆଁଇଛି ପାକିସ୍ଥାନ । ପାକିସ୍ଥାନ ଡିଜିଏମଓ ଭାରତ ପ୍ରତିପକ୍ଷଙ୍କ ସହ ଅପରାହ୍ନ ସାଢେ ତିନିଟାରେ ଆଲୋଚନା କରିବା ପରେ ଦୁଇଦେଶ ଯୁଦ୍ଧ ବିରତି ପାଇଁ ରାଜି ହୋଇଛନ୍ତି । ଅପରାହ୍ନ ପାଞ୍ଚଟାରୁ ଦୁଇଦେଶ...
ଜଳୁଛି ଲାହୋର, ରାଓ୍ୱଲପିଣ୍ଡି, କରାଚି ..
ଘମାଘୋଟ ଯୁଦ୍ଧ । ସଂଧ୍ୟା ନଇଁବା କ୍ଷଣି ଦୁଇଦେଶ ମଧ୍ୟରେ ତୀବ୍ର ହେଉଛି ଲଢେଇ । ଉଭୟ ଦେଶ ପରସ୍ପର ଉପରକୁ କ୍ଷେପଣାସ୍ତ୍ର ମାଡ କରୁଛନ୍ତି । ଦୁଇଦେଶର ଆକ୍ରମଣକୁ ନେଇ ଫରକ ଏତିକି ଯେ, ପାକିସ୍ଥାନ ସେନାର ଡ୍ରୋନ...
ତୁର୍କୀ ଡ୍ରୋନରେ ଆକ୍ରମଣ କରୁଛି ପାକିସ୍ଥାନ
ଭାରତୀୟ ସେନାର ଆକ୍ରମଣକୁ ପ୍ରତିହତ କରିବାରେ ବିଫଳ ପାକିସ୍ଥାନ ଏବେ ତୁର୍କୀ ପଠାଇଥିବା ଡ୍ରୋନର ସାହାଯ୍ୟ ନେଇଛି । ତୁର୍କୀ ପଠାଇଥିବା ଡ୍ରୋନ ସହାୟତାରେ ପାକିସ୍ଥାନ ପଞ୍ଝାବ, ରାଜସ୍ଥାନ, ଜମ୍ମୁ ଉପରେ ଆକ୍ରମଣ ଜାରି ରଖିଛି । ତେବେ ଭାରତର...


















