33.4 C
Bhubaneswar
Sunday, March 15, 2026
-Advertisement-

ତଲାସି ଅଭିଯାନ : ଦେଶ ଭିତରେ ହଜାର ହଜାର ବାଂଲାଦେଶୀ ଅନୁପ୍ରବେଶକାରୀ

ଭୁବନେଶ୍ବର : ପାକିସ୍ତାନୀଙ୍କୁ ଖୋଜୁଥିଲେ। କିନ୍ତୁ ଧରାପଡ଼ିଲେ ବାଂଲାଦେଶୀ। ପାକିସ୍ତାନ ଓ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଧରିଛି ସୁରାଟ ପୁଲିସ। ଗୁଜରାଟର ଅହମଦାବାଦ ଓ ସୁରାଟରେ ୫ଶହରୁ ଅଧିକ ସନ୍ଦିଗ୍ଧଙ୍କୁ ଧରିଛି ପୁଲିସ। ପହଲଗାମ ଆତଙ୍କି ଆକ୍ରମଣ ପରେ ସର୍ଚ୍ଚ ଅପରେସନ...

ଭାରତୀୟଙ୍କ ଗଳା କାଟିବାକୁ ଧମକ୍‌

ପାକିସ୍ତାନ ଦୂତାବାସ ଅଧିକାରୀଙ୍କ ଆତଙ୍କୀ ବ୍ୟବହାର । ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କର ଫଟୋ ଦେଖାଇ ଭାରତୀୟଙ୍କର ବେକ କାଟିଦେବାକୁ ମିଳିଛି ଧମକ । ଲଣ୍ଡନ ହାଇକମିଶନଙ୍କ କାର୍ଯ୍ୟାଳୟ ଆଗରେ ପ୍ରବାସୀ ଭାରତୀୟମାନେ ପ୍ରତିବାଦ କରୁଥିବାବେଳେ ପାକିସ୍ତାନ ଦୂତାବାସ ଅଧିକାରୀଙ୍କ ଏଭଳି...

ବିସ୍ଫୋରଣରେ ଉଡିଲା ଆତଙ୍କୀର ଘର

ପହଲଗାମ ରକ୍ତର ଜବାବ ରକ୍ତରେ ଦିଆଯିବ । କଳ୍ପନାଠୁ ଅଧିକ ସେମାନଙ୍କୁ ଦଣ୍ଡ ମିଳିବ । ଆତଙ୍କବାଦୀକୁ ସେମାନଙ୍କ ଭାଷାରେ ଜବାବ୍ ଦିଆଯିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ କଡା ବାର୍ତ୍ତା ପରେ ଆକ୍ସନ ମୋଡରେ ଭାରତୀୟ ସେନା । ବିସ୍ଫୋରଣରେ...

ସିମଲା ସମେତ ସମସ୍ତ ଦ୍ବିପାକ୍ଷିକ ଚୁକ୍ତିକୁ ସସପେଣ୍ଡ କରିବାକୁ ପାକିସ୍ତାନର ଧମକ

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଭାରତ ସରକାରଙ୍କ କୂଟନୈତିକ ପଦକ୍ଷେପର ଜବାବରେ ପାକିସ୍ତାନ ସିମଲା ଚୁକ୍ତି ସମେତ ସମସ୍ତ ଦ୍ବିପାକ୍ଷିକ ଚୁକ୍ତିକୁ ସସପେଣ୍ଡ ଘୋଷଣା କରିବାକୁ ଚେତାବନୀ ଦେଇଛି । 1971 ଯୁଦ୍ଧ ପରେ ଭାରତ ପାକିସ୍ତାନ...

72 ଘଣ୍ଟାରେ ଭାରତ ଛାଡ

72 ଘଣ୍ଟାରେ ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ । ଏଥିସହିତ ଭାରତରେ ଥିବା ସମସ୍ତ ପାକ୍ ନାଗରିକଙ୍କ ଭିସାକୁ ରଦ୍ଦ କରିଛନ୍ତି ସରକାର । ପହଲଗାମ ଆତଙ୍କୀ ହମଲା ପରେ କେନ୍ଦ୍ର ସରକାର ଦେଶରେ ଥିବା ପାକିସ୍ତାନୀ ନାଗରିକଙ୍କୁ...

ପଞ୍ଚଭୂତରେ ପ୍ରଶାନ୍ତ ବିଲୀନ

ଗାଁ ଶ୍ମଶାନରେ ଜଳିଛି ଆତଙ୍କୀ ଗୁଳିରେ ଟଳିଥିବା ଓଡିଆ ପୁଅ ପ୍ରଶାନ୍ତ ଶତପଥିଙ୍କ ଚିତା । ଛଳଛଳ ଆଖିରେ ଅଶ୍ରୁଳ ବିଦାୟ ଜଣାଇଛି ଜନ୍ମମାଟି । ୯ ବର୍ଷର ପୁଅ ମୁଖାଗ୍ନି ଦେଇ ବାପାଙ୍କୁ ଦେଇଛି ...

ଇସାଣୀ ଗାଁରୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ପ୍ରଶାନ୍ତଙ୍କ ପରିବାର ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨୦ ଲକ୍ଷର ସହାୟତା ରାଶି ସହ ପ୍ରଶାନ୍ତଙ୍କ ସ୍ତ୍ରୀକୁ ସରକାରୀ ଚାକିରୀ ଦିଆଯିବ । । ଏଥିସହ ପୁଅର ସମସ୍ତ ପାଠପଢା...

ଯାଇଥିଲେ ଖୁସି ସାଉଁଟିବାକୁ, ଫେରିଲେ ଶବ ହୋଇ

ଯାଇଥିଲେ ଛୁଟି କଟାଇ, ସ୍ମୃତି ସାଉଁଟିଥାନ୍ତେ । ଅନେକ ଆଶାଏବଂ ସ୍ୱପ୍ନକୁ ନେଇ ପରିବାର ସହ ପ୍ରଶାନ୍ତ ଯାଇଥିଲେ ଜାମ୍ମୁ-କାଶ୍ମୀର । କିଏ ଜାଣିଥିଲା ଖୁସି ଯେ ଅଳ୍ପ ସମୟ ପାଇଁ ଥିଲା ଏବଂ ପାହଲଗାମ ଥିଲା ଶେଷ...

ଶ୍ରୀନଗରରେ ଆତଙ୍କବାଦୀଙ୍କ ନରସଂହାର, 26 ମୃତ

ଶ୍ରୀନଗର : ଜମ୍ମୁକାଶ୍ମୀରର ପହଲଗାମରେ ଆଜି ଆତଙ୍କବାଦୀମାନେ ସେନା ପୋଷାକରେ ଆସି ନରସଂହାର ରଚାଇଛନ୍ତି । ଆତଙ୍କବାଦୀଙ୍କ ଗୁଳିମାଡରେ ଜଣେ ଓଡିଆ ଯୁବକଙ୍କ ସମେତ 26 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାକୁ ନେଇ ବିଦେଶଗସ୍ତରେ ଥିବା...

କାଲିଠୁ ସ୍କୁଲ, କଲେଜ ଛୁଟି

କାଲିଠୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ । ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ବନ୍ଦ ଘୋଷଣା କଲେ ସରକାର । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବନ୍ଦ ରହିବ । ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।...
- Advertisement -

Latest article

Discover the Full Potential of Solscan for Traders

Discover the Full Potential of Solscan for Traders Table of Contents Understanding Solscan's Core Features Benefits of Using Solscan for Crypto Tracking How Solscan Assists in Real-Time Analysis Solscan...

Кракен: актуальные ссылки и безопасный доступ 2026

Кракен: актуальные ссылки и безопасный доступ 2026 Содержание Что такое Кракен даркнет? Как получить доступ к Кракен онион? Безопасность при использовании Кракен Является ли Кракен анонимным? Преимущества использования Кракен тор Кракен...

Revamping Crypto Trading with Jupiter Swap Solutions

Revamping Crypto Trading with Jupiter Swap Solutions Table of Contents Understanding Jupiter Swap Advantages of Jupiter Swap How to Use Jupiter Swap Effectively Challenges and Solutions with Jupiter Swap The...