କେନ୍ଦ୍ର ସରକାରଙ୍କ ନୂଆ ପେନସନ ସ୍କିମ ୟୁପିଏସ୍
କେନ୍ଦ୍ର କ୍ୟାବିନେଟ ଆଜି ନୂଆ ପେନସନ ସ୍କିମ୍ ୟୁନିଅନ ପେନସନ ସ୍କିମକୁ ମଂଜୁରୀ ଦେଇଛି । ନୂଆ ପେନସନ ସ୍କିମ ଦ୍ବାରା ପ୍ରାୟ 23 ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଉପକୃତ ହେବେ ବୋଲି କୁହାଯାଇଛି । ପୂର୍ବରୁ ପ୍ରଚଳିତ ନ୍ୟାସନାଲ...
ଆସିଲା ସୁଭଦ୍ରା ଯୋଜନା ଗାଇଡଲାଇନ୍, କେମିତି ଆବେଦନ କରିବେ ?
ସୁଭଦ୍ରା ଯୋଜନାର ଗାଇଡଲାଇନକୁ ରାଜ୍ୟ କ୍ୟାବିନେଟ ମଂଜୁରୀ ଦେବା ପରେ ଏହି ଯୋଜନାରେ କେଉଁବର୍ଗର ମହିଳାଙ୍କୁ ଆର୍ଥିକ ସହାୟତା ମିଳିବ ତାହା ସ୍ପଷ୍ଟ ହୋଇଛି । ନିର୍ବାଚନ ବେଳେ ରାଜ୍ୟ ବିଜେପି ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଆର୍ଥିକ ସହାୟତା ଦେବାକୁ...
ଭୁଷୁଡୁଛି ବିଜେଡି ଦୁର୍ଗ, ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ପଦ ହାତେଇଲା ବିଜେପି
ଆଜି ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ କୁମାରୀ ଦାସ ନିର୍ବାଚନ ଜିତିଛନ୍ତି । ପୂର୍ବତନ ବିଜେଡି ବିଧାୟକ ସୂର୍ଯ୍ୟମଣୀ ବୈଦ୍ୟଙ୍କ ସ୍ବାମୀ ଦୈତାରୀ ବେହେରାଙ୍କୁ ସେ ପରାସ୍ତ କରିଛନ୍ତି । ମୋଟ...
ପାଞ୍ଚବର୍ଷରେ 500 ଆଦିବାସୀ ଗାଁର ବିକାଶ କରିବୁ
ଆସନ୍ତା ପାଞ୍ଚବର୍ଷରେ 500 ଆଦିବାସୀ ଗାଁକୁ ବିକଶିତ କରିବୁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମହାତ୍ମାଗାନ୍ଧି ମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବରେ ଯୋଗ ଦେଇ ଏହା ଘୋଷଣା କରିଛନ୍ତି ।
ପାଣ୍ଡୁଙ୍କ ନୂଆ ଫଣ୍ଡା : ବବି ବାଦ୍, ଦେବୀ ମିଶ୍ରଙ୍କୁ ଦାୟିତ୍ବ
ଭୁବନେଶ୍ବର : ବିଜେଡି ଗଢିଲା ନୂଆ କମିଟି । ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ 15 ଜଣ ସଦସ୍ୟ ରହିଛନ୍ତି । ଏହି କମିଟି ବିଜୁ ଜନତା ଦଳର ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ସଞ୍ଚାଳନ କ୍ଷେତ୍ରରେ ସମନ୍ବୟ...
ଅଷ୍ଟ୍ରେଲିଆକୁ ହରାଇବା ପାଇଁ ଭାରତକୁ 52 ବର୍ଷ ଲାଗିଲା
ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇବା ପାଇଁ ଭାରତୀୟ ହକି ଟିମକୁ 52 ବର୍ଷ ଲାଗିଗଲା । ଆଜି ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ଭାରତୀୟ ହକି ଟିମ୍ ଅଷ୍ଟ୍ରେଲିଆକୁ ହରାଇ ଇତିହାସ ରଚିଛି । 1972 ଅଲିମ୍ପିକ୍ସରେ ଭାରତ ଅଷ୍ଟ୍ରେଲିଆକୁ ହରାଇଥିଲା...
ନେତା ବିଜେଡି ଛାଡିବା ପାଇଁ ତୟାର୍
ସମୟ ଥିଲା, ବିଜେଡିରେ ମିଶିବା ପାଇଁ ନେତାମାନେ ବାଟ ଖୋଜୁଥିଲେ । ବିଜେଡି ଟିକଟ ପାଇବାକୁ ବ୍ୟାକୁଳ ହେଉଥିଲେ । ବିଜେଡିରେ ଯୋଗଦେଇ ରାଜନୈତିକ ଭବିଷ୍ୟତ ତିଆରି କରିବାକୁ, କ୍ଷମତା ଓ ପଦପଦବୀ ହାତେଇବାକୁ ଲବି କରୁଥିଲେ । କ୍ଷମତାରୁ...
କାହିଁକି ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହାନ୍ତ
ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ବିଜେଡି ସାଂସଦ ମମତା ମହାନ୍ତ । କୁଡୁମି ସଂପ୍ରଦାୟର ମମତାଙ୍କୁ ବିଜେଡି 2020ରେ ରାଜ୍ୟସଭାକୁ ପଠାଇଥିଲା । 2026 ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ଥିବା ବେଳେ ଆଜି ସେ ସାଂସଦ ପଦରୁ ଇସ୍ତଫା...
ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଜିତିଲେ ମନୁ ଭାକର
2024 ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପ୍ରଥମ ପଦକ । 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତର ମନୁ ଭାକର ବ୍ରୋଞ୍ଚ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣଇଛନ୍ତି । ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପ୍ରଥମ ପଦକ...
ଆଳୁ ପଲିଟିକ୍ସ : ଦିଦିଙ୍କୁ ଦେଖା କଲେ ମୋହନ
ଆଳୁ ଦର ଏଥର ରେକର୍ଡ ଭାଙ୍ଗିଦେଲା । ଖୁଚୁରାରେ ଲୋକେ ଆଳୁ କିଲୋ ଷାଠିଏ ଟଙ୍କାରେ କିଣିଲେ । ଗୋଦାମରେ ଆଳୁ ମହଜୁଦ ଥିଲେ ବି ପଶ୍ଚିମବଙ୍ଗ ସରକାର ଓଡିଶାକୁ ଆସୁଥିବା ଆଳୁ ଟ୍ରକ ଅଟକାଉତିବା ଜଣାପଡିବା ପରେ ଆଳୁ...


















