ଛତିଶଗଡ ଏନକାଉଣ୍ଟରରେ ୬ ମାଓବାଦୀ ନିପାତ
ଛତିଶଗଡର ଵିଜାପୁରରେ ଏକ ବଡ଼ ଧରଣର ଏନକାଉଣ୍ଟରରେ ୬ ମାଓବାଦୀ ନିପାତ ହୋଇଛନ୍ତି। ଵିଜାପୁର ଜିଲ୍ଲା ନେସନାଲ ପାର୍କ ଜଙ୍ଗଲରେ ସୋମବାର ଦିନ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପୋଲିସର...
ଗୋ-ମାଫିଆଙ୍କ ଉପରେ ଏବେ ହେବ କଠୋର କାର୍ଯ୍ୟାନୁଷ୍ଠାନ
ଏବେ ଗୋ-ଚାଲାଣ ଏବଂ ଗୋ-ତସ୍କରୀ ଜଗିବେ ସବୁ ଜିଲ୍ଲାର ଏସ୍ପି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୋ-ଚାଲାଣକାରୀ ଓ ଗୋ-ତସ୍କରଙ୍କ ଉପରେ ରାଜ୍ୟବ୍ୟାପୀ ଚଢ଼ାଉ କରାଯାଉଛି ଏବଂ ପ୍ରତ୍ୟେକ ଜିଲ୍ଲାର ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି। ଗୋ-ଚାଲାଣକାରୀ...
ନୂଆପଡ଼ା ବିଡିଓଙ୍କୁ ମାଡ଼ ମାରି ଗିରଫ ହେଲେ ୪ ଯୁବକ
ନୂଆପଡ଼ା ବିଡିଓ ରୋହିତ ଭୋଇଙ୍କୁ ମାଡ଼ ଘଟଣାରେ ପୁଲିସ ନେଇଛି କାର୍ଯ୍ୟାନୁଷ୍ଠାନ । ଏହି ଘଟଣାରେ ଭଇସାଟାଲ ଗାଁର ୪ ଜଣଙ୍କୁ ଗିରଫ କରିଛି ପୁଲିସ। ସୂଚନା ଅନୁଯାୟୀ , ଭଇସାଟାଲ ପଞ୍ଚାୟତ ଗୃହ ନିର୍ମାଣକୁ ନେଇ...
ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍
ଜାନୁଆରୀ ୨୩ରେ ଓଡିଶା ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍। ନେତାଜୀଙ୍କ ଜନ୍ମ ଦିବସକୁ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି, ଏହି ଅବସରରେ ନେତାଜୀ ସଂଗ୍ରହାଳୟରେ କଟକ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସଂସ୍କୃତି ବିଭାଗ...
ଷଡ଼ଯନ୍ତ୍ର ପାଇଁ ଦଳରୁ ନିଲମ୍ୱିତ ହୋଇଥିଲେ ଦୁଇ ବିଧାୟକ
ଯାଜପୁରର ଦୁଇ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କ ନିଲମ୍ବନ କାର୍ଯ୍ୟାନୁଷ୍ଠାନର ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ମୁଖପାତ୍ର ଲେନିନ୍ ମହାନ୍ତି । ଦୁଇ ବିଧାୟକଙ୍କୁ ଦଳରୁ କାହିଁକି ନିଲମ୍ବନ କରାଯାଇଥିଲା ତାର ଆଜି ଜବାବ...
ବିଜେଡି ନେତାଙ୍କ ଘରେ ରେଡ୍: ମିଳିଲା ଆଲମାରୀ ଭର୍ତି ଟଙ୍କା
ଆଜି ଗଞ୍ଜାମ ଜିଲ୍ଲା ବିଜେଡି ନେତା ତଥା ଠିକାଦାର ହୃଷିକେଶ ପାଢ଼ୀଙ୍କ ଘରେ ବଡ଼ ଧରଣର ରେଡ୍ କରିଛି ଇଡି। ଇଡି ରେଡ୍ ବେଳେ ମିଳିଲା ଆଲମାରୀ ଭର୍ତ୍ତି ଟଙ୍କା। ତାଙ୍କ ଲିଙ୍କରେ ଗଞ୍ଜାମ ଜିଲ୍ଲାର ୨୦ଟି...
ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ
ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଶୁକ୍ରବାର ନବୀନ ନିବାସରେ ଦୁଇ ନେତାଙ୍କ ସାକ୍ଷାତ ହେବାପରେ ଉଭୟଙ୍କ...
ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ୱିତ ହେଲେ ଯାଜପୁରର ଦୁଇ ନେତା
ଆଜି ବିଜେଡ଼ିର ଦୁଇ ନେତାଙ୍କୁ ଦଳ ବିରୋଧୀ କାର୍ଯ୍ୟପାଇଁ ନିଲମ୍ବନ କରାଯାଇଛି । ଯାଜପୁର ବିଜେଡ଼ି ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳୀନିପ୍ରଭା ଜେନାଙ୍କୁ ଆଜି ନିଲମ୍ବନ କରାଯାଇଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ...
ବିଜେଡି ଦଳରୁ ନିଲମ୍ବିତ କାହିଁକି ହେଲି ଜାଣିନି କାରଣ : ଅରବିନ୍ଦ ମହାପାତ୍ର
ବିଜେଡି ଦଳରୁ ନିଲମ୍ବିତ ହୋଇଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳ ବିରୋଧୀ କାର୍ଯ୍ୟ କରୁଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ...
ଦୁଇ ବିଧାୟକଙ୍କୁ ସସପେଣ୍ଡ୍ କଲା ବିଜେଡି
ଭୁବନେଶ୍ବର - ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଦୁଇଜଣ ବିଧାୟକଙ୍କୁ ଦଳରୁ ସସପେଣ୍ଡ୍ କରିଛି ବିଜେଡି । ଦଳର ସଭାପତି ନବୀନ ପଟ୍ଟନାୟକ ଚମ୍ପୁଆ ବିଧାୟକ ସନାତନ ମହାକୁଡ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ସସପେଣ୍ଡ୍ କରିଛନ୍ତି...


















