29.1 C
Bhubaneswar
Tuesday, April 22, 2025
-Advertisement-

ଅନୁପସ୍ଥିତ ସାଂସଦଙ୍କୁ ବି ନିଲମ୍ବିତ କରିଦେଲେ

ଗତକାଲି ସଂସଦରେ ହଳଦିଆ ଗ୍ୟାସ୍ ସ୍ପ୍ରେ କୁ ନେଇ ଆଜି ସଂସଦ ଭବନ କଂପିଥିଲା । ଅଧିବେସନ ଆରମ୍ଭ ହେବାମାତ୍ରେ ଲୋକସଭାରେ ବିରୋଧୀ ସରକାରଙ୍କ ବିରୋଧରେ ନାରା ଦେବା ଆମ୍ଭ କରିଦେଇଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା...

ସଂସଦ ସୁରକ୍ଷାରେ ତ୍ରୁଟି : ଭିତରେ ପଶି ହଳଦିଆ ଗ୍ୟାସ୍ ସ୍ପ୍ରେ କଲେ ଦୁଇ ଯୁବକ

ଫେଲ୍ ମାରିଲା ଚାରିଥାକିଆ ସୁରକ୍ଷା ବ୍ୟବସ୍ଥା । ସଂସଦ ଭବନ ଭିତରେ ପ୍ରବେଶ କରି ଦୁଇ ଯୁବକ ହଙ୍ଗାମା କଲେ । ଲୋକସଭା ସଦନରେ କାର୍ଯ୍ୟ ଚାଲିଥିବା ବେଳେ ଦିନ ଗୋଟାଏ ସମୟରେ ହଠାତ ଦର୍ଶକ ଗ୍ୟାଲେରୀରୁ ଜଣେ ଯୁବକ...

ମୁଖ୍ୟମନ୍ତ୍ରୀ ଆସନରେ ନୂଆ ଚେହେରା, ମୋହନ ଯାଦବ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଆସନରେ ନୂଆ ଚେହେରା । କେବେ କେହି ଚର୍ଚ୍ଚା କରୁ ନ ଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି ବିଜେପି । ଏପରିକି ମୁଖ୍ୟମନ୍ତ୍ରୀ ଦୌଡରେ ନ ଥିବା ନେତା ମୁଖ୍ୟମନ୍ତ୍ରୀ । ସଦ୍ୟ ଶେଷ ହୋଇଥିବା ରାଜ୍ୟଗୁଡିକ...

ଗୋଟିଏ ମଦଭାଟିରୁ 305 କୋଟି

ଶେଷ ହେଲା ପାଞ୍ଚଦିନ ଧରି ଚାଲିଥିବା ଗଣତି । ପଚାଶରୁ ଅଧିକ ବ୍ୟାଙ୍କ କର୍ମଚାରୀ, 25 ଟି ଟଙ୍କା ଗଣା ମେସିନ । ଏତେ ଟଙ୍କା ଯେ, ଟଙ୍କା ଗଣି ଗଣି କର୍ମଚାରୀ ହାଲିଆ, ମେସିନ ବି । ଟଙ୍କା...

ଟଙ୍କାକୁ ନେଇ ଠେଲାପେଲା

ବଲାଙ୍ଗୀର ମଦଭାଟିରୁ ପୁଳା ପୁଳା ଟଙ୍କା ଜବତ ହେବା ପରେ ତେଜିଛି ରାଜନୀତି । ରାଜନୀତିକ ଦଳ ପରସ୍ପର ଉପରକୁ ଅଙ୍ଗୁଳି ଉଠାଇଛନ୍ତି । ଜବତ ଟଙ୍କା ବିଜେଡି, ନା ବିଜେପି, ନା କଂଗ୍ରେସ, କାହାର ଏହାକୁ ନେଇ ଆମ୍ଭ...

ପୁଳା ପୁଳା ଟଙ୍କା, ତିନିଦିନ ପରେ ବି ଗଣା ସରୁନି

ଓଡିଶାର ପଛୁଆ ଜିଲ୍ଲାରେ ପୁଳା ପୁଳା ଟଙ୍କା । ଯେତେ ଖୋଳିଲେ ସେତେ ବାହାରୁଛି । ଶୁକ୍ରବାର ସୁଦ୍ଧା ବଲାଙ୍ଗୀର ଦେଶୀ ମଦଭାଟିରୁ 176 ପେଟି ଟଙ୍କା ଜବତ ହୋଇଥିବା ବେଳେ ଆଜି ଲକରରୁ ବାହାରିଛି ଟଙ୍କା । ମେସିନ...

ଲୋକସଭା ସାଂସଦ ପଦରୁ ବହିଷ୍କୃତ ହେଲେ ଟିଏମସି ସାଂସଦ ମହୁଆ

ଟିଏମସି ସାଂସଦ ମହୁଆ ମୈତ୍ରଙ୍କୁ ଲୋକସଭା ସାଂସଦ ପଦରୁ ବହିଷ୍କୃତ କରାଯାଇଛି । ସାଂସଦ ଭାବେ ତାଙ୍କର କାର୍ଯ୍ୟକୁ ଆପତ୍ତିଜନକ, ଅନୈତିକ ଓ ଅପରାଧିକ ଦର୍ଶାଇ ଏଥିକ୍ସ କମିଟି ତାଙ୍କୁ ଲୋକସଭାରୁ ବହିଷ୍କୃତ କରିବା ପାଇଁ ସୁପାରିଶ କରିଥିଲା ।...

‘ପ୍ରଣବ ମାଇଁ ଫାଦର’ ପୁସ୍ତକରେ ରାହୁଲ ଓ ମୋଦିଙ୍କ ସଂପର୍କରେ ଶର୍ମିଷ୍ଠାଙ୍କ ରୋଚକ ତଥ୍ୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ମଧ୍ୟରେ ଅଦ୍ଭୁତ ସଂପର୍କ । କଂଗ୍ରେସର ପ୍ରବୀଣ ନେତାରୁ ରାଷ୍ଟ୍ରପତି ପଦ ମଣ୍ଡନ କରି ସାରିଥିବା ପ୍ରଣବ ମୁଖାର୍ଜୀଙ୍କୁ ଯେତେବେଳେ ଦେଖନ୍ତି, ପାଦ ଛୁଇଁ ପ୍ରଣାମ କରନ୍ତି ପ୍ରଧାନମନ୍ତ୍ରୀ...

ଏବେ ବିଜେପି ଟାର୍ଗେଟରେ ଓଡିଶା

2024 ଅପ୍ରେଲରେ ଓଡିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକିମରେ ବିଧାନସଭା ନିର୍ବାଚନ ହେବ । ଅର୍ଥାତ ସାଧାରଣ ନିର୍ବାଚନ ସହ ଏହି ଚାରୋଟି ରାଜ୍ୟର ବିଧାନସଭା ନିର୍ବାଚନ ଏକସଙ୍ଗରେ ହେବ । ଏବେ ତିନୋଟି ରାଜ୍ୟରେ ବିଜେପି କ୍ଷମତା...

ହାରିଗଲେ ମୁଖ୍ୟମନ୍ତ୍ରୀ

ନିର୍ବାଚନରେ ହାରିଗଲେ ମୁଖ୍ୟମନ୍ତ୍ରୀ । ବିଆରଏସ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ନିର୍ବାଚନରେ ପରାଜୟ ବରଣ କରିବାକୁ ପଡିଛି । କାମାରେଡ୍ଡୀ ଆସନରୁ ପ୍ରାର୍ଥୀ ହୋଇଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ କେସିଆରଙ୍କୁ ହରାଇଛନ୍ତି ବିଜେପିର ନବାଗତ ପ୍ରାର୍ଥୀ...
- Advertisement -

Latest article

ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ

ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ...

ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର...

ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର

ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର...