ରାଜ୍ୟର ୩ଟି ଜିଲ୍ଲା କୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ
ରାଜ୍ୟର ୩ଟି ଜିଲ୍ଲା କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଇ-ମେଲ୍ ମାଧ୍ୟମରେ ଆସିଛି ଧମକ । କଟକ, ସମ୍ବଲପୁର ଏବଂ ଦେବଗଡ଼ ଜିଲ୍ଲା କୋର୍ଟକୁ ଏହି ଧମକପୂର୍ଣ୍ଣ ମେଲ୍ ଆସିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କୋର୍ଟ...
୨୬ ଜଣ ମାଓବାଦୀ କଲେ ଆତ୍ମସମର୍ପଣ
ଛତିଶଗଡ଼ ସୁକମା ଜିଲ୍ଲାରେ ୨୬ ଜଣ ମାଓବାଦୀ ଆଜି ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏହି ୨୬ ଜଣ ନକ୍ସଲଙ୍କ ମଧ୍ୟରୁ ୧୩ ଜଣଙ୍କ ଉପରେ...
OHRCରେ ପହଞ୍ଚିଲା ସାମ୍ବାଦିକା ଶିଲା ପଟ୍ଟନାୟକ ମୃତ୍ୟୁ ଘଟଣା
ଓଡିଶା ମାନବାଧିକାର ଆୟୋଗରେ ପହଞ୍ଚିଲା ପୁରୀ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ମୃତ୍ୟୁ ଘଟଣା । ଓଡ଼ିଶା ମାନବାଧିକାର ଆୟୋଗରେ ଏହି ମାମଲା ରୁଜୁ ହୋଇଛି। ସମାଜସେବୀ ଏନ ଏ...
ରାୟଗଡାରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ
ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ । ଓଡ଼ିଶାର ରାୟଗଡ଼ା ଜିଲାର ନାଇରା ଗାଁରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ସୋମବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଜଣେ ୨୫ ବର୍ଷୀୟା ଦିବ୍ୟାଙ୍ଗ ଯୁବତୀଙ୍କୁ ୩ ଜଣ ଦୃବୁର୍ତ୍ତ ମିଶି ଗଣଦୁଷ୍କର୍ମ...
ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ମିଳିଲା ମୃତ୍ୟଦଣ୍ଡ
ବରଗଡ଼ର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ଦୁଷ୍କର୍ମକାରୀକୁ ମୃତ୍ୟ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅଞ୍ଚଳରେ ଗତ ୨୦୨୪ ନଭେମ୍ବରରେ ହୋଇଥିବା ନାବାଳିକା ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ୩୭ ଜଣ...
ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ଫରେଷ୍ଟର
୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଫରେଷ୍ଟର ଅଶୋକ କୁମାର ନାୟକ । ସୂଚନା ଅନୁଯାୟୀ କୌଶିକ କୁମାର ଭୋଇ ନାମକ ଜଣେ ବ୍ୟକ୍ତିଠାରୁ ରେଙ୍ଗାଲ ଗଛ କାଟିବା ପାଇଁ ଅନୁମତି ଦେବାକୁ ଲାଞ୍ଚ ଦାବି କରିଥିଲେ ବଲାଙ୍ଗୀର...
୨୦୪୭ ସୁଦ୍ଧା ବିକଶିତ ଭାରତ ଭିବି ଜି ରାମ୍ ଜି ବିଲ୍ର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ବିଜେପି ପାର୍ଟି ଅଫିସ୍ରେ ଆଜି ଅନୁଷ୍ଠିତ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ । ଏହି ବୈଠକରେ ସେ ଭିବି ଜି ରାମ ଜି ବିଲ୍ର ଉପକାରିତା ନେଇ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଏକ ମାତ୍ର...
ବାଂଲାଦେଶରେ ପୁଣି ହିନ୍ଦୁଙ୍କୁ ହତ୍ୟା
ବାଂଲାଦେଶରେ ପୁଣି ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ରିପୋର୍ଟ ଅନୁସାରେ ସୋମବାର ରାତି ପ୍ରାୟ ୧୦ଟାରେ ନରସିଙ୍ଗଡି ଜିଲ୍ଲାରେ ମୋନି ଚକ୍ରବର୍ତ୍ତୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା ଓ ପରେ ତାଙ୍କର ମୃତ୍ୟୁ...
ବାଂଲାଦେଶରେ ହିନ୍ଦୁଙ୍କୁ ଗୁଳି କରି ହତ୍ୟା
ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ସୋମବାର ଅପରାହ୍ନରେ ଜେସୋର ଜିଲ୍ଲାର ମୋନିରାମପୁରରେ ଗୁଳି କରି ହତ୍ୟା କରାଯାଇଛି। ଉଗ୍ରବାଦୀମାନେ ରାଣା ପ୍ରତାପ ବୈରାଗୀ ନାମକ ଜଣେ ୪୫ ବର୍ଷୀୟ ହିନ୍ଦୁ ବ୍ୟକ୍ତିଙ୍କୁ ଲୋକଙ୍କ ଆଗାରେ ହତ୍ୟା କରିଛନ୍ତି।...
POK ପାର ହୋଇଥିବା ଲୋକଙ୍କ ଉପରେ ସୁରକ୍ଷା ଏଜେନ୍ସିର କଡ଼ା ନଜର
ପାକିସ୍ତାନ ଅଧିକୃତ କାଶ୍ମୀରକୁ ପଳାୟନ କରିଥିବା ୩୦୦ ରୁ ଅଧିକ ବ୍ୟକ୍ତି ବର୍ତ୍ତମାନ ସୁରକ୍ଷା ଏଜେନ୍ସିର ନଜରରେ ଅଛନ୍ତି। ସୀମାବର୍ତ୍ତୀ ପୁଞ୍ଚ ଏବଂ ରାଜୌରୀ ଜିଲ୍ଲାରେ ସେମାନେ ନାର୍କୋ-ଟେରର କାର୍ଯ୍ୟକଳାପରେ ଜଡ଼ିତ ଥିବା ଅଭିଯୋଗ ହୋଇଛି ।...

















