36.1 C
Bhubaneswar
Wednesday, April 23, 2025
-Advertisement-

ପାକିସ୍ତାନକୁ ହରାଇ ଭାରତ ଜିତିଲା ସ୍ବର୍ଣ୍ଣ

ଏସୀୟ କ୍ରୀଡାରେ ସ୍କ୍ବାସ ପୁରୁଷ ଇଭେଣ୍ଟରେ ଭାରତ ପାକିସ୍ତାନକୁ ହରାଇ ସ୍ବର୍ଣ୍ଣ ପଦକ ଜିତିଲା । ପାକିସ୍ତାନକୁ 2-1ରେ ହରାଇ ଭାରତ ଏହି ଗୌରବ ହାସଲ କରିଛି । ଏହାକୁ ମିଶାଇ ଭାରତ ଏଶୀୟ କ୍ରୀଡାରେ ମୋଟ ଦଶଟି ସ୍ବର୍ଣ୍ଣପଦକ...

ମୋ ପୁଅକୁ ଫାଶୀ ଦିଅ

ଉଜ୍ଜୟିନୀ ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ଅଭିଯୁକ୍ତର ବାପା କହିଛନ୍ତି, ମୋ ପୁଅ ଅକ୍ଷମଣୀୟ ଅପରାଧ କରିଛି । ତାକୁ ଫାଶୀ ଦିଆଯାଉ । ସେ ତାକୁ ଦେଖିବାକୁ ଯାଉନାହାଁନ୍ତି କି ତାକୁ କୌଣସି ଆଇନଗତ ସହାୟତା ଦେବେ ନାହିଁ...

ୟୁକେରେ ଭାରତୀୟ ହାଇକମିଶନରଙ୍କୁ ଗୁରୁଦ୍ବାର ଭିତରକୁ ଛାଡିଲେନି ଖଲିସ୍ତାନୀ ଆତଙ୍କବାଦୀ

ଖଲିସ୍ତାନୀ ଉଗ୍ରପନ୍ଥୀ ହରଦୀପ ସିଂ ନିଜ୍ଜାରଙ୍କ ହତ୍ୟା ମାମଲାରେ ଭାରତର ସଂପୃକ୍ତି ନେଇ କାନାଡା ସରକାରଙ୍କ ଅଭିଯୋଗ ପରେ ଦୁଇ ଦେଶ ମଧ୍ୟରେ ସଂପର୍କ ତିକ୍ତ ହୋଇଛି । ଖଲିସ୍ତାନୀ ଉଗ୍ରପନ୍ଥୀଙ୍କୁ ଭାରତ ସରକାର ବେଆଇନ ଘୋଷଣା କରିଥିବା ବେଳେ...

ପାକିସ୍ତାନରେ ବିସ୍ଫୋରଣ : 55 ମୃତ

ମହମ୍ମଦଙ୍କ ଜନ୍ମଦିନ ଇଦ୍ ପାଳନ ପାଇଁ ଏକ ମସଜିଦ ନିକଟରେ ଏକାଠି ହୋଇଥିଲେ ଶତାଧିକ ଲୋକ । ହଠାତ୍ ଭୟଙ୍କର ବିସ୍ଫୋରଣ ଘଟିଲା । କିଛି ସମୟ ପାଇଁ ଚତୁର୍ଦ୍ଦିଗ ଧୂଆଁମୟ ହୋଇଗଲା । କିଏ କୁଆଡେ ଛିନଛତ୍ର ହୋଇଗଲେ...

ବାଚସ୍ପତିଙ୍କ ପୋଡିୟମକୁ ଡାଲି ଫିଙ୍ଗି ଦୁଇ ବିଜେପି ବିଧାୟକ ସସପେଣ୍ଡ୍

ବାଚସ୍ପତି ପ୍ରମିଳା ମଲ୍ଲିକ ନିରପେକ୍ଷ ନୁହଁନ୍ତି । ବିରୋଧୀ ଦଳ ନେତାଙ୍କୁ କହିବାକୁ ଦିଆଯାଉନି । କହିବା ବେଳେ ତାଙ୍କ ମାଇକ୍ କାଟି ଦିଆଯାଉଛି । ଶାସକ ଦଳ ବିଧାୟକମାନେ ବିରୋଧୀ ଦଳ ନେତାଙ୍କୁ ମେଣ୍ଟାଲ ଡିସ୍ଅର୍ଡର ବୋଲି ଆକ୍ଷେପ...

ବିଶିଷ୍ଟ କୃଷି ବୈଜ୍ଞାନିକ ପଦ୍ମ ବିଭୁଷଣ ଏମ୍. ଏସ. ସ୍ବାମୀନାଥନଙ୍କ ପରଲୋକ

ବିଶିଷ୍ଟ କୃଷି ବୈଜ୍ଞାନିକ ଏମ.ଏସ. ସ୍ବାମୀନାଥନଙ୍କ ପରଲୋକ । 98 ବର୍ଷ ବୟସରେ ତାଙ୍କ ପରଲୋକ ହୋଇଛି । ଦେଶରୁ ଖାଦ୍ୟ ସଂକଟ ଦୂର କରିବା ଦିଗରେ ସ୍ବାମୀନାଥନଙ୍କ ଅବଦାନ ଉଲ୍ଲେଖନୀୟ । ବିନା ରାସାୟନିକ ପ୍ରକ୍ରିୟାରେ ଅଧିକ ଉତ୍ପାଦନ...

ଲଜ୍ଜା : ଦୁଷ୍କର୍ମ ପରେ 12 ବର୍ଷର ପୀଡିତାକୁ ସାହାଯ୍ୟ କଲେନି ଲୋକେ

ବାରବର୍ଷର ନାବାଳିକା ଦୁଷ୍କର୍ମର ଶୀକାର ହେଲା ପରେ ଉଲଗ୍ନ ଓ ରକ୍ତାକ୍ତ ଅବସ୍ଥାରେ ଲୋକଙ୍କୁ ସାହାଯ୍ୟ ପାଇଁ ହାତ ପତଉଛି । ମାତ୍ର ଲଜ୍ଜାର ବିଷୟ, ଦୁଷ୍କର୍ମ ପୀଡିତା ନାବାଳିକାକୁ କେହି ସାହାଯ୍ୟ କରୁନାହାଁନ୍ତି । ତାର ଉଲଗ୍ନ ଶରୀରକୁ...

ଆସୁଛି ମହାମାରୀ ଏକ୍ସ ଡିଜିଜ୍ – କୋଭିଡଠୁ ଭୟଙ୍କର

ଭବିଷ୍ୟତରେ ସମଗ୍ର ବିଶ୍ବ କୋଭିଡଠୁ ଭୟଙ୍କର ମହାମାରୀର ଶୀକାର ହେବ । ପାଞ୍ଚକୋଟି ଲୋକ ପ୍ରାଣ ହରାଇବେ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି ମହାମାରୀର ନାଁ ଦେଇଛି ଏକ୍ସ ଡିଜିଜ୍ । ବ୍ରିଟେନର ସ୍ବାସ୍ଥ୍ୟ ବିଶେଷଜ୍ଞ କେଟ୍ ବିଙ୍ଗହାମ୍...

41 ବର୍ଷ ପରେ ଅଶ୍ବଚାଳନାରେ ଭାରତ ଜିତିଲା ସ୍ବର୍ଣ୍ଣ

1982 ଏସୀୟ କ୍ରୀଡା ପ୍ରତିଯୋଗିତାରେ ଭାରତ ଅଶ୍ବ ଚାଳନାରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲା । ଏହା ପରଠୁ ଭାରତ ରୌପ୍ୟ ଓ ବ୍ରୋଞ୍ଚ ପଦକ ଜିତୁଥିଲେ ହେଁ ସ୍ବର୍ଣ୍ଣ ପଦକ ହାସଲ କରିବାରେ ବିଫଳ ହେଉଥିଲା । ମାତ୍ର...

ପ୍ରତାପ ଜେନାଙ୍କ ବିରୋଧରେ 302 ଦଫା : ହାତ ଛାଡିବ ବିଜେଡି ?

ନିର୍ବାଚନ ପାଖେଇ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ଫସି ଫସି ଯାଉଛନ୍ତି ମାହାଙ୍ଗା ନେତା ପ୍ରତାପ ଜେନା । ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସଂପର୍କୀୟ ଦିବ୍ୟସିଂହ ବରାଳଙ୍କ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଷଡଯନ୍ତ୍ରକାରୀ ଭାବେ...
- Advertisement -

Latest article

ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ

ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ...

ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର...

ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର

ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର...