ପ୍ୟାରୀ-ନବୀନ ବନାମ ପାଣ୍ଡିଆନ-ନବୀନ
2000 ରୁ 2023 । ନବୀନ ପଟ୍ଟନାୟକଙ୍କ ଦୀର୍ଘ ତେଇଶି ବର୍ଷର ରାଜନୈତିକ ଇତିହାସ ଦୁଇଟି ଅଧ୍ୟାୟରେ ବିଭକ୍ତ । ଗୋଟିଏ ପ୍ୟାରୀ-ନବୀନ ଯୁଗ ଏବଂ ଆଉ ଗୋଟିଏ ପାଣ୍ଡିଆନ-ନବୀନ ଯୁଗ । ପ୍ରଥମ ଦଶନ୍ଧି ଅବସରପ୍ରାପ୍ତ ଆଇଏଏସ ସ୍ବର୍ଗତଃ...
ଭୁବନେଶ୍ବରରୁ କଳାହାଣ୍ଡିକୁ ଉଡିଲା ବିମାନ
କଳାହାଣ୍ଡି ଯିବା ପାଇଁ ଆଉ ବାରଘଣ୍ଟାର ଯାତ୍ରା କରିବାକୁ ପଡିବନି । ଏଣିକି ଭୁବନେଶ୍ବରରୁ ବିମାନ ଯୋଗେ କଳାହାଣ୍ଡିକୁ ମାତ୍ର ଘଣ୍ଟାକ ଭିତରେ ଯାଇହେବ । ଆଜିଠୁ ଭୁବନେଶ୍ବରରୁ କଳାହାଣ୍ଡିକୁ ଆରମ୍ଭ ହୋଇଛି ବିମାନ ସେବା । କେନ୍ଦ୍ର ବେସାମରିକ...
21ରେ ବାଚସ୍ପତି ନିର୍ବାଚନ, 22ରୁ ମୌସୁମୀ ଅଧିବେସନ
ଆସନ୍ତା 21 ତାରିଖରେ ବିଧାନସଭା ବାଚସ୍ପତି ନିର୍ବାଚନ ହେବ । ଏଥିପାଇଁ 18 ତାରିଖରେ ନାମାଙ୍କନ ଦାଖଲ କରାଯିବ ଏବଂ 21 ରେ ଭୋଟଗ୍ରହଣ ହେବ । ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇ ମନ୍ତ୍ରୀ ହେବା...
ପ୍ରଥମଥର ପାଇଁ ପ୍ରଜ୍ଞାନ ପଠାଇଲା ବିକ୍ରମର ଫଟୋ
ଚନ୍ଦ୍ରପୃଷ୍ଠରେ ଦୁଇଭାଇ ଠିକଠାକ୍ ଅଛନ୍ତି । ଇସ୍ରୋ ପଠାଇଥିବା ଲ୍ୟାଣ୍ଡର ବିକ୍ରମ ଓ ପ୍ରଜ୍ଞାନ ରୋଭର୍ । ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ପରଠାରୁ ବିକ୍ରମ ଲ୍ୟାଣ୍ଡର ପ୍ରଜ୍ଞାନର ଗତିବିଧି ଉପରେ ଫଟୋ ଉତ୍ତୋଳନ କରି ପଠାଉଥିଲା । ମାତ୍ର ପ୍ରଜ୍ଞାନ ପ୍ରଥମ...
ଚନ୍ଦ୍ରରେ ସଲଫରର ସନ୍ଧାନ ପାଇଲା ପ୍ରଜ୍ଞାନ
ଇସ୍ରୋକୁ ମିଳିଲା ବଡ ତଥ୍ୟ । ଚନ୍ଦ୍ରାୟନ 3 ରୁ ଆସିଲା ସଫଳତାର ସନ୍ଦେଶ । ଇସ୍ରୋ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି, ଚନ୍ଦ୍ରପୃଷ୍ଠରେ ସଲଫରର ସନ୍ଦାନ ପାଇଛି ପ୍ରଜ୍ଞାନ ରୋଭର୍ । ଏହା ବ୍ୟତୀତ ଚନ୍ଦ୍ରପୃଷ୍ଠରେ ଆଇରନ, ଅକ୍ସିଜେନ...
ଚନ୍ଦ୍ରପୃଷ୍ଠରେ ଗାତ ବାରିଦେଲା ପ୍ରଜ୍ଞାନ ରୋଭର୍
ଚନ୍ଦ୍ରପୃଷ୍ଠରେ ଗାତ ବାରିଦେଲା ପ୍ରଜ୍ଞାନ ରୋଭର୍ । ପ୍ରଜ୍ଞାନ ରୋଭର ସାମନାରେ ଏକ ଚାରି ମିଟରର ଗର୍ତ୍ତ ପଡିଥିଲା । ମାତ୍ର ସାମନାରେ ଗର୍ତ୍ତ ଥିବା ଜାଣି ସେ ତାର ଗତିପଥ ବଦଳାଇ ଦେଇଥିଲା । ଫଳରେ ପ୍ରଜ୍ଞାନ ରୋଭର୍...
ଦାମବାଣ : କେନ୍ଦୁଝରରେ ଜନ୍ମ ହୋଇ ସୌମ୍ୟ ଖଣ୍ଡପଡା ବିଧାୟକ ହେଲେ କେମିତି
ସମ୍ବାଦ ସଂପାଦକୀୟରେ ସୌମ୍ୟରଂଜନ ପଟ୍ଟନାୟକଙ୍କ ଆଲେଖ୍ୟକୁ ନେଇ ରାଜନୀତି ସରଗରମ ରହିଥିବା ବେଳେ ଆଜି ଦଳର ବରିଷ୍ଠ ନେତା ଦାମ ରାଉତ ମୁହଁ ଖୋଲିଛନ୍ତି । ସମ୍ବାଦ ସଂପାଦକୀୟରେ ସୌମ୍ୟ ରଂଜନଙ୍କ ଆଳେଖ୍ୟକୁ ଖଣ୍ଡପଡାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ...
ଚନ୍ଦ୍ରର ସଫଳତା ପରେ ଇସ୍ରୋର ମିସନ ସୂର୍ଯ୍ୟ
ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ ପରେ ଏବେ ଇସ୍ରୋର ଲକ୍ଷ୍ୟ ମିଶନ୍ ସୂର୍ଯ୍ୟ । ଆସନ୍ତା ସେପ୍ଟେମ୍ବର 2 ତାରିଖରେ ଇସ୍ରୋ ମହାକାଶକୁ ଆଦିତ୍ୟ ଏଲ 1 ଉତକ୍ଷେପଣ କରିବ । ଦିନ 11ଟା 50ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଉତକ୍ଷେପଣ...
ପାଣ୍ଡିଆନଙ୍କୁ ଅଣ୍ଡା ଓ କାଳି ମାଡ କରିବ କଂଗ୍ରେସ
ଗତକାଲି ଗୋପାଳପୁର ବିଧାୟକଙ୍କ ଗାଡି ଉପରକୁ କାଳି ମାଡ କରାଯିବା, ଅଣ୍ଡା ମାଡ କରିବା ଘଟଣାକୁ ନେଇ ବିରୋଧୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଜ ସୀମା...
ବିଶ୍ବ ଆଥେଲେଟିକ୍ସରେ ଓଡିଆ ପୁଅ କିଶୋର ଜେନାଙ୍କ ଚମକ
ବିଶ୍ବ ଆଥେଲେଟିକ୍ସରେ ଓଡିଆ ପୁଅ କିଶୋର ଜେନାଙ୍କ ଚମକ । ଜାଭଲିନ ଥ୍ରୋ ଇଭେଣ୍ଟରେ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି କିଶୋର । ଏହା ପୂର୍ବରୁ ନୀରଜ ଚୋପ୍ରା ଫାଇନାଲରେ ପ୍ରବେଶ କରିଥିଲେ ।
ହଙ୍ଗେରୀର ବୁଡାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ...