ଜି-20 ଦିଲ୍ଲୀ ଘୋଷଣାନାମା ଏକ ସକାରାତ୍ମକ ସଂକେତ : ଚୀନ
ଜି-20 ନୂଆଦିଲ୍ଲୀ ଘୋଷଣାନାମାକୁ ନେଇ ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛି ଚୀନ୍ । ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-20 ସମ୍ମିଳନୀର ସଦସ୍ୟ ରାଷ୍ଟମାନଙ୍କ ଦ୍ବାରା ସ୍ବାକ୍ଷରିତ ଦିଲ୍ଲୀ ଘୋଷଣାନାମା ଏକ ପଜିଟିଭ୍ ସିଗନାଲ ବୋଲି କହିଛି ଚୀନ୍ । ବିଶ୍ବ...
ଏସିଆ କପ୍ 2023 : ଧୂଳି ଚାଟିଲା ପାକିସ୍ତାନ
ବିଜୟ ହାସଲ ପାକିସ୍ତାନ ଆଗରେ ଟାର୍ଗେଟ 357 । ବିରାଟ କୋହଲି ଓ ରାହୁଲଙ୍କ ଧୁଆଁଧାର ବ୍ୟାଟିଂ ବଳରେ ଭାରତ 50 ଓଭରରେ ଦୁଇ ଉଇକେଟ୍ ହରାଇ 356 ରନ୍ କରିଥିଲା । ବିରାଟ କୋହଲି 94 ବଲରେ 122...
ବିଜେଡିରେ ଗୁରୁ-ଶିଷ୍ୟ ରାଜନୀତି
ଶିଷ୍ୟମାନଙ୍କ କାର୍ଯ୍ୟକଳାପରେ ଗୁରୁ କ୍ଷୁବ୍ଧ । ମନକଷ୍ଟ । ବର୍ଷ ବର୍ଷ ଧରି ମାସିକ ଦରମା ଦେଇ ଗୁରୁ ଯେଉଁ ଶିକ୍ଷା ଦେଇଥିଲେ, ଇଏ କଣ ତାର ପରିଣାମ ? ନିଜକୁ ନିଜେ ପଚାରୁଛନ୍ତି ଗୁରୁ, ମୁଁ କଣ ଶିଷ୍ୟମାନଙ୍କୁ...
ଜି-20 ସମ୍ମିଳନୀରେ ମୋଦିଙ୍କ ଭାରତ ନେମପ୍ଲେଟ୍
ଆଜିଠୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ଜି-20 ସମ୍ମିଳନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେମପ୍ଲେଟରେ ଲେଖାଗଲା ଭାରତ । ମୋଦି ବିଶ୍ବ ସମୁଦାୟକୁ ଜଣାଇଦେଲେ ସେ "ଇଣ୍ଡିଆ" ନୁହେଁ, "ଭାରତ"ର ପ୍ରଧାନମନ୍ତ୍ରୀ । ଜି-20 ସମ୍ମିଳନୀର ଅତିଥିଙ୍କୁ ନୈଶ୍ୟ ଭୋଜି...
କେଉଁ ସ୍ବାର୍ଥରେ ଜଣେ ଅଭ୍ୟାସଗତ ଦଳ ବଦଳଉଥିବା ନେତାଙ୍କୁ ଟିକଟ ଦେଇଥିଲା ବିଜେଡି ?
5T ସଚିବ ଭି.କେ. ପାଣ୍ଡିୟାନଙ୍କୁ ସମ୍ବାଦ ସଂପାଦକୀୟରେ କଟାକ୍ଷ କରିବା ନେଇ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଘେରିଛନ୍ତି ବିଜେଡି ବିଧାୟକ ଓ ମନ୍ତ୍ରୀ । ସମ୍ବାଦ ସଂପାଦକୀୟରେ ସୌମ୍ୟରଂଜନ ହେଲିକପ୍ଟରରେ ପାଣ୍ଡିୟାନଙ୍କ ବ୍ୟୟବହୁଳ ଜିଲ୍ଲାଗସ୍ତକୁ ସମାଲୋଚନା କରିଥିଲେ । ତେବେ ସୌମ୍ୟଙ୍କ...
ସେଲଫି ଉଠାଇଲା ଆଦିତ୍ୟ ଏଲ1
ମହାକାଶରେ ସେଲଫି ନେଇଛି ଆଦିତ୍ୟ ଏଲ 1 । ପ୍ରଥମଥର ପାଇଁ ନିଜ ଫଟୋ ଉଠାଇ ଇସ୍ରୋକୁ ପଠାଇଛି । ସୂର୍ଯ୍ୟଙ୍କ ଉପରେ ଅଧିକ ତଥ୍ୟ ହାସଲ ପାଇଁ ମହାକାଶକୁ ଇସ୍ରୋ ପ୍ରେରଣ କରିଥିବା ଆଦିତ୍ୟ ଏଲ 1 ପଠାଇଥିବା...
5T ସ୍କାନିଂରେ ବହୁ ବିଧାୟକ : କଟିବ ଟିକଟ !
2024 ନିର୍ବାଚନ ପାଇଁ ବିଜେଡିର ମାଷ୍ଟରପ୍ଲାନ । ନିର୍ବାଚନ ଷ୍ଟ୍ରାଟେଜୀ ପାଇଁ କୋର୍ ଟିମ୍ କାମ ଆରମ୍ଭ କରିଦେଇଛି । ସୋମବାର ବୈଠକରେ ଫାଇଭ୍ ଟି କୁ ଭୁରି ଭୁରି ପ୍ରଶଂସା କରାଯିବା ପରେ ସୁପ୍ରିମୋ 24 ନିର୍ବାଚନରେ ଫାଇଭ୍...
ପ୍ରେସିଡେଣ୍ଟ ଅଫ୍ ‘ଇଣ୍ଡିଆ’ ନା ‘ଭାରତ’ ?
ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ନା ପ୍ରେସିଡେଣ୍ଟ ଅଫ୍ ଭାରତ ? ଭାରତର ରାଷ୍ଟ୍ରପତିଙ୍କ ନାଁରେ ସମସ୍ତ ଚିଠିପତ୍ର, ଯୋଗାଯୋଗ "ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ" ବୋଲି ସମ୍ବୋଧନ କରାଯାଉଥିଲା । ମାତ୍ର ଜି-20 ସମ୍ମିଳନୀ ପାଇଁ ରାଷ୍ଟ୍ରପତି ଭବନରୁ ଆସିଥିବା ନିମନ୍ତ୍ରଣପତ୍ରରେ...
ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଶେଷକୃତ୍ୟ ସଂପନ୍ନ
ଶୋକାକୁଳ ପରିବେଶ ଭିତରେ ଗଞ୍ଜାମର ଲୋକପ୍ରିୟ ନେତା ପୂର୍ବତନ ବାଚସ୍ପତି, ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କର ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଶେଷକୃତ୍ୟ ସଂପନ୍ନ ହୋଇଛି । ଆଜି ସକାଳୁ ଭୁବନେଶ୍ବର ବାସଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ଦଳର...
ସନାତନ ଧର୍ମ ଡେଙ୍ଗୁ, ମ୍ୟାଲେରିଆ ଭଳି … ମୁଖ୍ୟମନ୍ତ୍ରୀଙ୍କ ପୁଅ ଦେଲେ ଅପମାନଜନକ ମନ୍ତବ୍ୟ
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କ ପୁଅ ତଥା ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ ହିନ୍ଦୁ ଧର୍ମକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ସନାତନ ଧର୍ମ ହେଉଛି ଡେଙ୍ଗୁ, ମ୍ୟାଲେରିଆ ଭଳି । ଯେପରି ଡେଙ୍ଗୁ, ମ୍ୟାଲେରିଆକୁ ସଂପୂର୍ଣ୍ଣ...