ରାଜସ୍ଥାନରୁ ବିସ୍ଫୋରକ ସହ ପିକଅପ୍ ଗାଡ଼ି ଜବତ,ଆତଙ୍କୀ ଷଡଯନ୍ତ୍ର ବିଫଳ
ପୁଣି ଏକ ବଡ଼ ଧରଣର ଆତଙ୍କବାଦ ଆକ୍ରମଣରୁ ଟଳି ଯାଇଛି ଭାରତ। ଫରିଦାବାଦ ମଡ୍ୟୁଲ୍ ଏବଂ ଦିଲ୍ଲୀ ବିସ୍ଫୋରଣ ପରେ ରାଜସ୍ଥାନରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି । ରାଜସ୍ଥାନ ପୋଲିସ ରାଜସମନ୍ଦରୁ ବିସ୍ଫୋରକ ଭର୍ତ୍ତି...
ପ୍ରଦୀପ ଅମାତଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଦାବି କଲା ବିଜେପି
ମେଗା ପାନୀୟ ଜଳ ପ୍ରକଳ୍ପ ଦୁର୍ନୀତିର ହେବ ତଦନ୍ତ । ୩୫ ହଜାର କୋଟର ପ୍ରକଳ୍ପ କାହିଁକି ନିର୍ଦ୍ଦିଷ୍ଟ ୧୭ ତାମିଲ ଠିକାଦାରଙ୍କୁ ଦିଆଗଲା, ଏନେଇ ହୋଇପାରେ ତଦନ୍ତ । ପୂର୍ବ ସରକାର ୩୫ ହଜାର କୋଟି...
ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା,କିଟ୍କୁ ହାଇକୋର୍ଟଙ୍କ ନୋଟିସ୍
ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ପକ୍ଷଭୁକ୍ତ ହେଲା କିଟ୍ । କିଟ୍ ବିଶ୍ୱବିଦ୍ୟାଳୟର ବଢିଲା ଅଡୁଆ । ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ କିଟ୍କୁ ହାଇକୋର୍ଟଙ୍କ ନୋଟିସ୍ । ସୂଚନାଯୋଗ୍ୟ, ଗତକାଲି...
ବଦଳିଲା ‘ରାଜ ଭବନ’ର ନାଁ
ଓଡ଼ିଶାର 'ରାଜ ଭବନ'କୁ ଆନୁଷ୍ଠାନିକ ଭାବରେ 'ଲୋକ ଭବନ' ନାମରେ ନାମିତ କରାଯାଇଛି। ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଆଧାରରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ଏହି ନାମକରଣକୁ ଅନୁମୋଦନ କରିଛନ୍ତି। ୨୦୨୪...
ଦୃଷ୍ଟିହୀନ ମହିଳା T-20 ବିଶ୍ୱକପରେ ଓଡ଼ିଶା ଝିଅ
ଭାରତ ଏବଂ ଶ୍ରୀଲଙ୍କାରେ ଖେଳାଯାଇଥିବା ପ୍ରଥମ ଦୃଷ୍ଟି ବାଧିତ ମହିଳା ଟି-20 ବିଶ୍ୱକପରେ ଚମ୍ପିଆନ ହୋଇଛି ଭାରତ । ଫାଇନାଲରେ ନେପାଳକୁ ହରାଇ ଟାଇଟଲ୍ ଜିତିଛି ଭାରତ । ଦଳରେ ଥିବା ଚାରି ଓଡ଼ିଆ ଝିଅ ଓଡିଶାରେ...
ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କଡା ଜବାବ
ଆଜି ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଓ ଆଉ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ।ନିଜର ନିର୍ବାଚନମଣ୍ଡଳୀରେ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ଦୁଇ ବରିଷ୍ଠ ନେତା। ସୋମବାର ବିଧାନସଭା...
ଜନ ଅଭିଯୋଗ ଶୁଣାଣି ମଝିରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ
କଟକ ଜିଲାପାଳଙ୍କ ଉପସ୍ଥିତିରେ ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି। କଟକ ଜିଲା ବାଙ୍କୀରେ ସୋମବାର ଜନ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଛି। ମହିଳା ଜଣକ ଦେହରେ ପେଟ୍ରୋଲ ଢାଳିବା...
କିଟ୍ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର
କିଟ୍ ଛାତ୍ରାବାସରୁ ଜଣେ ଛାତ୍ରଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଛାତ୍ର ଜଣକ ହେଲେ ଛତିଶଗଡ଼ର ରାହୁଲ ଯାଦବ । ସେ କମ୍ପ୍ୟୁଟର ସାଇନ୍ସ ବିଭାଗର ପ୍ରଥମ ବର୍ଷର ଛାତ୍ର ଅଟନ୍ତି ।ଗତକାଲି...
କେଭି-୩ ବିସ୍ଫୋରଣ ଘଟଣା, ପାଞ୍ଚ ଜଣ ଅଟକ
ଭୁବନେଶ୍ବର ଗାଡ଼କଣସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ–୩ ସମ୍ମୁଖରେ ହୋଇଥିବା ବୋମାମାଡ଼ ଘଟଣାରେ ପୋଲିସ ୫ ଜଣଙ୍କୁ ଅଟକ ରଖିଛି। ସ୍ଥାନୀୟ ଲୋକଙ୍କ ସୂଚନା ସହ ସିସିଟିଭି ଫୁଟେଜ୍ ଆଧାରରେ ମଞ୍ଚେଶ୍ବର ଥାନା ପୋଲିସ ସନ୍ଦିଗ୍ଧମାନଙ୍କୁ ଧରିଛି। ଅଟକ ମାନଙ୍କ...
ଶ୍ରୀମନ୍ଦିର ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଅଡ଼ୁଆରେ ଫସିଲେ ଶୁଭଙ୍କର
ସୋସିଆଲ୍ ମିଡ଼ିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ରଙ୍କ ପାଇଁ ଅଡ଼ୁଆ ବଢ଼ିଛି ।ଶୁଭଙ୍କର ତାଙ୍କର ସୋସିଆଲ୍ ମିଡ଼ିଆ ପୋଷ୍ଟରେ ଏକ ଭିଡ଼ିଓ ଜାରି କରି କହିଥିଲେ ଯେ ଶ୍ରୀମନ୍ଦିରକୁ ଯେଉଁ ପ୍ରେମୀ ଯୁଗଳ ଆସନ୍ତି ସେମାନଙ୍କର ପ୍ରେମ ସଫଳ ହୁଏ ନାହିଁ...


















