ବିଜେଡି ନେତା ମନ୍ମଥ ରାଉତରାୟଙ୍କ ନାଁରେ ଥାନାରେ ମାମଲା ରୁଜୁ
ବିଜେଡି ନେତା ମନ୍ମଥ ରାଉତରାୟଙ୍କ ନାମରେ ମାମଲା ରୁଜୁ। ମନ୍ମଥଙ୍କ ବିରୋଧରେ ଭୁବନେଶ୍ୱର ସାଇବର ଥାନା ମାମଲା ରୁଜୁ କରିଛି । ବିଜେପି ଲିଗାଲ ସେଲ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତି...
ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ସମ୍ମୁଖରେ ବୋମା ମାଡ଼
ଶୁକ୍ରବାର ସକାଳୁ ସକାଳୁ ଭୁବନେଶ୍ୱର ଗାଡ଼କଣରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ-୩ ଫାଟକ ଉପରକୁ ହୋଇଛି ବୋମା ମାଡ଼ । ମଞ୍ଚେଶ୍ୱର ଥାନା ପୋଲିସ ଏବଂ ରେଳ ବିଭାଗ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି...
ବିଧାନସଭାକୁ ଶ୍ରେୟ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭା ଗୃହକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ବିଧାନସଭାକୁ ପୁଣି ଥରେ ଆସି ଘରକୁ ଫେରିବା ଭଳି ଅନୁଭୂତ ହେଉଛି । ନିଜ ଆଚରଣ ଏବଂ ଉଚ୍ଚାରଣରେ ସଂଯମତା ରଖିବାକୁ...
ହ୍ୱାଇଟ୍ ହାଉସ୍ ନିକଟରେ ଗୁଳିମାଡ଼
ଆମେରିକାରେ ଗୁଳିକାଣ୍ଡ ନିରନ୍ତର ଜାରି ରହିଛି। ବୁଧବାର ୱାଶିଂଟନ୍ରେ ମୁତୟନ ଥିବା ପଶ୍ଚିମ ଭର୍ଜିନିଆ ନ୍ୟାସନାଲ୍ ଗାର୍ଡର ଦୁଇ ସଦସ୍ୟଙ୍କୁ ହ୍ୱାଇଟ୍ ହାଉସ୍ ଠାରୁ ମାତ୍ର କିଛି ବାଟ ଦୂରରେ ଗୁଳି କରାଯାଇଥିଲା। ଗୁଳିକାଣ୍ଡରେ ଦୁଇ ନ୍ୟାସନାଲ୍ ଗାର୍ଡ ସଦସ୍ୟଙ୍କ...
ଓଡିଶା ସରକାର ଙ୍କୁ ଉଚନ୍ୟାଳୟ ରୁ ଝଟକା, ଶିକ୍ଷା କ୍ଷେତ୍ରରୁ ରାଜନୀତି କି ଦୁରେଇ ରଖନ୍ତୁ
ଶିକ୍ଷକ ବଦଳିରେ ରାଜନୈତିକ ହସ୍ତକ୍ଷେପକୁ ନାପସନ୍ଦ କରିଛନ୍ତି ହାଇକୋର୍ଟ । ରାଜ୍ୟ ସରକାର ଜାରି କରିଥିବା ଚିଠିକୁ ଗୁରୁବାର ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ । ରାଜ୍ୟ ସରକାର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ବଦଳି ପାଇଁ ସାଂସଦ ଏବଂ ବିଧାୟକଙ୍କୁ ଯେଉଁ...
ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧କୁ ଉନ୍ମୋଚନ କଲେ ମୋଦି
ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଥମ ସ୍ବଦେଶୀ ଜ୍ଞାନକୌଶଳରେ ତିଆରି ଘରୋଇ ରକେଟ୍ ‘ ବିକ୍ରମ-୧’କୁ ଭିଡ଼ିଓ କ କନଫେରେନ୍ସ ମାଧ୍ଯମରେ ଉନ୍ମୋଚନ କରିଛନ୍ତି ।ଏହି ଅବସରରେ ପ୍ରଧନମନ୍ତ୍ରୀ ମୋଦି କହିଛନ୍ତି " ଆମର ଅଧିକାଂଶ ମହାକାଶ...
ଓଡ଼ିଶାରେ ପହଁଚିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ
ଓଡ଼ିଶାରେ ପହଁଚିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ବର୍ତ୍ତମାନ ରାଷ୍ଟ୍ରପତି ରାଜଭବନରେ ଅଛନ୍ତି । ଆଉ କିଛି ସମୟ ପରେ ବିଧାନସଭାରେ ପହଁଚି ଗୃହକୁ ସମ୍ବୋଧିତ କରିବେ । ରାଷ୍ଟ୍ରପତି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ...
ଦକ୍ଷିଣ ଆଫ୍ରିକାକୁ ଜି୨୦ ଶିଖର ସମ୍ମିଳନୀରେ ନିମନ୍ତ୍ରଣ କରିବିନି:ଟ୍ରମ୍ପ
ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଆସନ୍ତା ବର୍ଷ ଫ୍ଲୋରିଡାରେ ହେବାକୁ ଥିବା ଜି୨୦ ସମ୍ମିଳନୀ ପାଇଁ ଦକ୍ଷିଣ ଆଫ୍ରିକାକୁ ନିମନ୍ତ୍ରଣ କରାଯିବ ନାହିଁ। ଗତ ସପ୍ତାହରେ, ଆମେରିକା ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଦକ୍ଷିଣ ଆଫ୍ରିକା ନେତାଙ୍କ ସମ୍ମିଳନୀକୁ ବର୍ଜନ...
ହ୍ୟୁମାନ ସାଗର ମୃତ୍ୟୁ ଘଟଣାକୁ ନେଇ ମାଳ ମାଳ ଅଭିଯୋଗ
ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ୧୦ ଦିନ ପୁରିଗଲାଣି,ତଥାପି ଲୋକେ ହ୍ୟୁମାନଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ତଥାପି ଲୋକମାନେ ହ୍ୟୁମାନଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଅତ୍ୟଧିକ କାମର ଚାପ ଓ ପରିଚାଳନା ଟିମର ହଂସୃକ୍ଷେପ...
ଓଡ଼ିଶା ଗ୍ରସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗ୍ରସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶା ବିଧାନସଭାରେ ଅଭିଭାଷଣ ରଖିବା ସହ ରାଜଭବନରେ ନୂଆ କଳିଙ୍ଗ ଅତିଥି ନିବାସର ଶୁଭ ଉଦଘାଟନ କରିବେ ରାଷ୍ଟ୍ରପତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସନ୍ଧ୍ୟା ୪.୩୦ରେ...


















