ରାମ ମନ୍ଦିର ଶିଖରରେ ସ୍ଥାପନ ହେବ ଧର୍ମ ଧ୍ବଜା
ଆସନ୍ତାକାଲି (୨୫ ତାରିଖ)ଅଯୋଧ୍ୟା ରାମ ମନ୍ଦିର ଶିଖରରେ ଧର୍ମ ଧ୍ବଜା ସ୍ଥାପନ ହେବ । ଏଥିପାଇଁ ସଜେଇ ହୋଇଛି ଶ୍ରୀରାମ ଜନ୍ମ ଭୂମି । ସାରା ସହରକୁ ଫୁଲ ଏବଂ ଆଲୋକମାଳରେ ସୁସଜ୍ଜିତ କରାଯାଇଛି ।ଆସନ୍ତାକାଲି ଉତ୍ସବ ପାଇଁ...
ପରଲୋକରେ ଭେଟେରାନ ଅଭିନେତା ଧର୍ମେନ୍ଦ୍ର
ପରଲୋକରେ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ର। ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କ ମୁମ୍ବାଇସ୍ଥିତ ବାସଭବନରେ ୮୯ବର୍ଷ ବୟସରେ ଦେହାନ୍ତ ହୋଇଛି ବୋଲି ଖବର ସରବରାହ ସଂସ୍ଥା IANS ସୂତ୍ରରୁ ଜଣାପଡିଛି। ଗତ କିଛି ଦିନ ହେବ ଅସୁସ୍ଥତା କାରଣରୁ ତାଙ୍କୁ ମୁମ୍ବାଇର ବ୍ରିଚ୍...
ଭାରତରେ ପହଞ୍ଚିଲା ଶହୀଦ ନମାଂଶ ସିଆଲଙ୍କ ପାର୍ଥିବ ଶରୀର
ନଭେମ୍ବର ୨୧ ତାରିଖ ଶୁକ୍ରବାର ଅପରାହ୍ନରେ ଦୁବାଇ ଏୟାର ଶୋରେ ଭାରତର ଲଢୁଆ ବିମାନ ତେଜନ କ୍ରାସ ହୋଇଥିଲା । ଏୟାର ଶୋରେ ଶକ୍ତି ଦେଖାଉଥିବା ସମୟରେ ହଠାତ ତଳକୁ ଖସିପଡିଥିଲା ବିମାନ । ପରେ ବିମାନରେ ନିଆଁ ଲାଗିଯାଇଥିଲା,...
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସହିତ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟର ସ୍ବାସ୍ଥ୍ୟ ସେବା ଢାଞ୍ଚା ଏବଂ ଆଗାମୀ ଯୋଜନାକୁ ନେଇ ବିସ୍ତୃତ ଆଲୋଚନା କରିଛନ୍ତି ।...
ବାଂଲାଦେଶ ଭୂମିକମ୍ପରେ ୧୦ଜଣଙ୍କ ମୃତ୍ୟୁ
ବାଂଲାଦେଶରେ ହୋଇଥିବା ଭୟଙ୍କର ଭୂମିକମ୍ପ ଲୋକମାନଙ୍କୁ ଭୟଭୀତ କରିଦେଇଛି। ଭୂମିକମ୍ପର ତୀବ୍ରତାରେ କିଛି ଘର ଭୁଶୁଡ଼ି ପଡ଼ିଥ୍ବା ସହିତ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୩୨ ଘଣ୍ଟା ଧରି ଅନେକଥର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ବିଶେଷଜ୍ଞଙ୍କ କହିବା...
ଭରତୀୟ ଛାତ୍ରଙ୍କ ଉପରେ ଆତଙ୍କବାଦୀଙ୍କ ନଜର
ଆତଙ୍କବାଦୀ ମଡ୍ୟୁଲ୍ ଗିରଫ ପରେ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସ୍ଆଇ ଅନୁମାନ କରିଛି କି ଭାରତୀୟ ଗୁଇନ୍ଦା ଏଜେନ୍ସିମାନେ ଏବେ ସେମାନଙ୍କ କାର୍ଯ୍ୟକଳାପ ଉପରେ ଅଧିକ କଡ଼ା ନଜର ରଖିବେ। ସେଥିପାଇଁ ବିଦେଶରେ ପଢ଼ୁଥିବା ଭାରତୀୟ ଛାତ୍ରମାନଙ୍କୁ ଟାର୍ଗେଟ କରିବାର...
ଇସ୍ରାଏଲ ଆକ୍ରମଣରେ ହମାସରେ ୨୦ ଜଣଙ୍କ ମୃତ୍ୟୁ
ଗାଜାରେ ଇସ୍ରାଏଲୀ ବିମାନ ଆକ୍ରମଣରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି ଓ ୮୦ରୁ ଅଧିକ ଆହତ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ପ୍ରଥମ ଆକ୍ରମଣ ରିମାଲ ଅଞ୍ଚଳରେ ଏକ କାରକୁ ଟାର୍ଗେଟ କରି ସେଥିରେ ନିଆଁ ଲଗାଇ ଦିଆଯାଇଥିଲା...
ଭଦ୍ରକରେ ୨୨ଟି ପ୍ରକଳ୍ପର ଶିଳନ୍ୟାସ କଲେ ଧର୍ମେନ୍ଦ୍ର ପ୍ରଧାନ
ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଏକତା ପଦଯାତ୍ରାରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦୋବଲରେ ଜନସଭାକୁ ସମ୍ବୋଧିତ କରିଛନ୍ତି ଧର୍ମେନ୍ଦ୍ର। କେନ୍ଦ୍ରମନ୍ତ୍ରୀଙ୍କ ସହ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ସାଂସଦ...
ଏକାଠି ହେଲେ ଅଲ୍ ଓଡିଶା ଲୟର୍ସ ଆସୋସିଏସନ
ଦୀର୍ଘ ଦିନର ବିବାଦ ପରେ ଏକାଠି ହେଲେ ଅଲ୍ ଓଡ଼ିଶା ଲୟର୍ସ ଆସୋସିଏସନର ଦୁଇ ଗୋଷ୍ଠୀ । ଏବେ ଆଉ ଅଲଗା ଅଲଗା ହେବନି 'ଅଲ୍ ଓଡିଶା ଲୟର୍ସ ଆସୋସିଏସନର କନଫରେନ୍ସ' । ଗତ ୨୦୧୬ ମସିହାରୁ ସମାନ୍ତରାଳ ଭାବେ...
ଡିଜିପିଙ୍କ ସୂଚନା:ଓଡ଼ିଶାରୁ ସମୂଳେ ଶେଷ ହେବେ ନକ୍ସଲ
କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ୨୦୨୬ ମାର୍ଚ୍ଚ ୩୧ ମଧ୍ୟରେ ଓଡ଼ିଶାରୁ ମାଓବାଦୀ ଦମନ ଶେଷ କରାଯିବ। ରାଜ୍ୟରୁ ମାଓବାଦକୁ ସମୂଳେ ଶେଷ କରିବା ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି DGP ଯୋଗେଶ ବାହାଦୂର ଖୁରାନିଆ। ରାଜ୍ୟରେ ମାଓ ଦମନ...

















