5 T ସଚିବଙ୍କୁ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଲେ ଅପରାଜିତା
ଫାଇବ୍ ଟି ସଚିବ ଭି.କେ. ପାଣ୍ଡିୟାନ ଏବେ ବିଭିନ୍ନ ଜିଲ୍ଲାକୁ ଗସ୍ତ କରି ଉଦଘାଟନ, ଉଦବୋଧନ କାର୍ଯ୍ୟକ୍ରମରେ ବ୍ୟସ୍ତ ଅଛନ୍ତି । ସଚିବ ଯୁଆଡେ ଯାଉଛନ୍ତି, ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଛି । ତେବେ ସରକାରଙ୍କ ଅନ୍ୟ କୌଣସି ସଚିବଙ୍କ...
ଦୁଇଦିନ ପ୍ରବଳ ବର୍ଷିବ
ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ବଙ୍ଗୋପସାଗରର ଉତ୍ତର ଓଡିଶା ପଶ୍ଚିମବଙ୍ଗ ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ଦୁଇଦିନ ଧରି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।...
ଗିରଫ ହେଲେ ପ୍ରଶାନ୍ତ ରାଉତ
କୋଟି କୋଟି ଟଙ୍କାର ଅମାପ ସଂପତ୍ତି ଠୁଳ କରିଥିବା ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ଭିଜିଲାନ୍ସ ଗିରଫ କରିଛି । ଗତକାଲି ତାଙ୍କର 9ଟି ଘରେ ଚଢାଉ କରିଥିଲା ଭିଜିଲାନ୍ସ । ଭିଜିଲାନ୍ସ ରେଡ୍ ହେବା ଦେଖି ସେ...
ଚାକିରୀ ଅତିରିକ୍ତ ଉପଜିଲ୍ଲାପାଳ, ଆୟର ହିସାବ ନାହିଁ
ଚାକିରୀ ଅତିରିକ୍ତ ଉପଜିଲ୍ଲାପାଳ । ପୋଷ୍ଟିଂ - ନବରଙ୍ଗପୁର । ମାତ୍ର ଆୟର ହିସାବ ନାହିଁ । ସରକାରୀ ଚାକିରୀଆ ଏହି ବାବୁ ହେଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲପାଳ ପ୍ରଶାନ୍ତ ରାଉତ । ଏତେ ଟଙ୍କା ରୋଜଗାର କରିଛନ୍ତି ଯେ...
ମିଳିଲା ଆଶ୍ବସ୍ତି, ଓଡିଶା ଛୁଇଁଲା ମୌସୁମୀ
ଶେଷରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ମିଳିଲା ଆଶ୍ବସ୍ତି । ଓଡିଶା ଛୁଇଁଛି ମୌସୁମୀ । ଆଜି ଦକ୍ଷିଣ ଓଡିଶାରେ ପ୍ରବେଶ କରିଛି ମୌସୁମୀ ବାୟୁ । ଏହାର ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଡଘଡି ସହ ବର୍ଷା ହୋଇଛି ।...
ରଥାରୁଢ କାଳିଆ ସାଆନ୍ତ
ଶ୍ରୀମନ୍ଦିରର ରତ୍ନ ସିଂହାସନ ଛାଡି ତିନି ଠାକୁର ରଥାରୁଢ । ଲକ୍ଷ ଲକ୍ଷ ଭକ୍ତଙ୍କ ହରିବୋଲ ହୁଳହୁଳି ଧ୍ବନୀରେ ବଡଦାଣ୍ଡ ପ୍ରକମ୍ପିତ । କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ଦେଶ ବିଦେଶରୁ ଶ୍ରୀକ୍ଷେତ୍ରକୁ ଛୁଟି ଆସିଛନ୍ତି ଶ୍ରଦ୍ଧାଳୁ । ରଥ...
କାଳିଆ ଅପେକ୍ଷାରେ ରଥ-ପଥ-ଭକ୍ତ
ଘୋଷଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମହାପ୍ରଭୁଙ୍କ ପାଇଁ ତିନି ରଥ ପ୍ରସ୍ତୁତ ରହିଛନ୍ତି । ସୁସଜ୍ଜିତ ଭାବେ ନାନାଦି ଝୋଟି ଚିତାରେ ପଥ ବି ସଜେଇ ହୋଇଛି । ମହାପ୍ରଭୁଙ୍କୁ ରଥ ଉପରେ ଦର୍ଶନ କରିବାକୁ...
ରଥଯାତ୍ରାରେ କୋଉଠି ଗାଡି ପାର୍କିଂ କରିବେ
ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି । ରଥଯାତ୍ରା ପାଇଁ ପୁରୀକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ ଛୁଟିବ । ଲକ୍ଷାଧିକ କାର୍, ବାଇକ୍ ପୁରୀ ସହରକୁ ପ୍ରବେଶ କରିବ । ସେଥିପାଇଁ ପୁରୀ ପୋଲିସ କେଉଁ ଗାଡି...
ରାତି ପାହିଲେ ନବଯୌବନ ଦର୍ଶନ
ରାତି ପାହିଲେ ମହାପ୍ରଭୁ୍ଙ୍କ ନବ ଯୌବନ ଦର୍ଶନ । ଜ୍ବରରେ ପୀଡିତ ଚତୁର୍ଦ୍ଧାମୂର୍ତ୍ତି ସୁସ୍ଥ ହୋଇସାରିଥିବାରୁ ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ ରାତି ପାହିଲେ ମହାପ୍ରଭୁଙ୍କ ଦର୍ଶନ କରିବ । ହଜାର ହଜାର ଭକ୍ତଙ୍କ ସମାଗମ ହେବ । ଏହାକୁ...
ସମ୍ବଲପୁର 46, ସାତଟି ସହରର ତାପମାତ୍ରା 45 ଉପରେ
ଆଜି ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ଦିନ ସାଢେ ଦୁଇଟା ସୁଦ୍ଧା ସମ୍ବଲପୁରର ତାପମାତ୍ରା 45.4 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ସର୍ବୋଚ୍ଚ ତାପମାତ୍ରା 46 ଡିଗ୍ରୀରେ ପହଞ୍ଚିଛି । କେବଳ ସମ୍ବଲପୁର ନୁହେଁ, ପଶ୍ଚିମ...