ନୂଆ ସଂସଦ ଭବନ ଉଦଘାଟନରେ ସାମିଲ ହେବ ବିଜେଡି
ନୂଆ ସଂସଦ ଭବନ ଉଦଘାଟନ ଉତ୍ସବରେ ସାମିଲ ହେବ ବିଜେଡି । ଆଜି ଦଳର ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ଏହା ସ୍ପଷ୍ଟ କରିଛନ୍ତି । ସସ୍ମିତ ପାତ୍ର କହିଛନ୍ତି, ସଂସଦ ଭବନ ଏକ ସାମ୍ବିଧାନିକ ଅନୁଷ୍ଠାନ ଏବଂ ଏହା...
ସୁଶାନ୍ତଙ୍କୁ ପଶ୍ଚିମ ଓଡିଶାର ୯ ଜିଲ୍ଲା ଦାୟିତ୍ୱ
ମନ୍ତ୍ରୀ ପଦ ନମିିଳିବା ନେଇ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ସମର୍ଥକ ଅସନ୍ତୋଷ ପ୍ରକାଶ କରିବା ପରେ ଏବେ ତାଙ୍କ ମାନଭଞ୍ଜନ ପାଇଁ ବିଜେଡିର ପ୍ରୟାସ । ଗତକାଲି ସୁଶାନ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟିବା ପରେ ସଙ୍ଗଠନ ସମ୍ପାଦକ...
ଆଇଏଏସ ପରୀକ୍ଷା ସଫଳତାର ଶୀର୍ଷରେ ଝିଅ, ଇଶିତା ଟପ୍ପର
ୟୁପିଏସସି ପରିଚାଳିତ 2022 ସିଭିଲ ସର୍ଭିସେସ ପରୀକ୍ଷା ଫଳ ପ୍ରକାଶ ପାଇଛି । ନଏଡାର ଇଶିତା କିଶୋର ଆଇଏଏସ ଟପ୍ପର ହୋଇଥିବା ବେଳେ ସଫଳତାର ଶୀର୍ଷରେ ଥିବା ପ୍ରଥମ ଚାରୋଟି ଯାକ ସ୍ଥାନରେ ଝିଅମାନେ ରହିଛନ୍ତି । ଦ୍ବିତୀୟ ସ୍ଥାନରେ...
ଶୈବପୀଠରେ ଗଞ୍ଜେଇ ମନା
ରାଜ୍ୟର ଶୈବପୀଠ ଗୁଡିକରେ ଏଣିକି ଗଞ୍ଜେଇ ବ୍ୟବହାର ହୋଇପାରିବ ନାହିଁ । ଶୈବପୀଠରେ ଗଞ୍ଜେଇ ନିଷେଧ କରିବା ପାଇଁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲାପାଳ ଓ ଏସପିମାନଙ୍କୁ ଚିଠି ଲେଖାଯାଇଛି । କେତେକ ଶିବ...
ଜମିଜମା ବିବାଦରୁ ଗୋଟିଏ ପରିବାରର ଚାରିଜଣଙ୍କୁ ହତ୍ୟା
ଜମିଜମା ବିବାଦରୁ ଗୋଟିଏ ପରିବାରର ଚାରିଜଣଙ୍କୁ ହତ୍ୟା । ବରଗଡ ଜିଲ୍ଲା ଭଟ୍ଟଲି ଥାନା ଅନ୍ତର୍ଗତ ଝିକିଝିକି ଘାଁରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡର ଶୀକାର ହୋଇଛନ୍ତି ଗାଁର ଗୁରୁଦେବ ବାଗଙ୍କ ପରିବାର । ଗୁରୁଦେବ ବାଗ,...
ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ‘ଜଗନ୍ନାଥ ହୋ ..’
ରଥଯାତ୍ରା ଅବସରରେ ଓଡିଆ ଡିଜିଟାଲ ଚ୍ୟାନେଲ ତକ୍ଷକ ଟିଭି ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଆୟୋଜନ କରୁଛନ୍ତି ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ‘ଜଗନ୍ନାଥ ହୋ’ । 2019ରୁ ପ୍ରତିବର୍ଷ ରଥଯାତ୍ରା ସମୟରେ ଏହି ପ୍ରତିଯୋଗିତା ହୋଇଆସୁଛି । ଚଳିତବର୍ଷ ଏହି...
ଶପଥ ନେଲେ ତିନି ମନ୍ତ୍ରୀ
ନବୀନଙ୍କ ମନ୍ତ୍ରୀମଣ୍ଡଳର ପୁର୍ନଗଠନ । ଶପଥ ନେଲେ ତିନିଜଣ ମନ୍ତ୍ରୀ । ଲୋକସେବା ଭବନରେ ଆୟୋଜିତ ସମାରୋହରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ବିକ୍ରମ କେଶରୀ ଆରୁଖ, ଶାରଦା ପ୍ରସାଦ ନାୟକ ଓ ସୁଦାମ ମାରାଣ୍ଡି । ରାଜ୍ଯପାଳ...
କାଲି କିଏ ନେବେ ଶପଥ, କାହା ପାଖକୁ ଯାଇଛି ଫୋନ୍ କଲ୍
କାଲି ସକାଳେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ କିଏ କିଏ ନୂଆ ମୁହଁ ସାମିଲ ହେବେ, ତାକୁ ନେଇ ଚର୍ଚ୍ଚା । ମନ୍ତ୍ରୀମଣ୍ଡଳ ପୁର୍ନଗଠନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଲୋକସେବା ଭବନରେ ଶପଥ ପାଠ ପାଇଁ ସମସ୍ତ କାର୍ଯ୍ୟକ୍ରମ...
ଦିଲ୍ଲୀ ବ୍ୟୁରୋକ୍ରାଟଙ୍କ ଲଗାମ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି, ଜାରି ହେଲା ଅର୍ଡିନାନ୍ସ
ଦିଲ୍ଲୀ ବ୍ୟୁରୋକ୍ରାଟଙ୍କ ଲଗାମ କାହା ହାତରେ ରହିବ ? ଦିଲ୍ଲୀର ନିର୍ବାଚିତ ସରକାର ହାତରେ ନା କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ହାତରେ ? ଦିଲ୍ଲୀର ନିର୍ବାଚିତ ସରକାରଙ୍କ ହାତରେ ବ୍ୟୁରୋକ୍ରାଟଙ୍କ ଲଗାମ ସୁପ୍ରିମକୋର୍ଟ...
କର୍ଣ୍ଣାଟକରେ ଶକ୍ତି ପ୍ରଦର୍ଶନ କଲେ ବିରୋଧୀ
କର୍ଣ୍ଣାଟକରେ ସିଦ୍ଧରମୈୟାଙ୍କ ସରକାରର ଶପଥଗ୍ରହଣ ଉତ୍ସବରେ ଶକ୍ତି ପ୍ରଦର୍ଶନ କରିଛନ୍ତି ବିରୋଧୀ । ବିଜେପି ବିରୋଧରେ ଏକଜୁଟ ପ୍ରକ୍ରିୟା ଆରମ୍ଭ କରିଥିବା ବିରୋଧୀ ଆଜି ସିଦ୍ଧରମୈୟାଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀ,...