କ୍ରୀଡ଼ାକୁ କଳଙ୍କିତ କଲେ କୋଚ୍; ଯାଜପୁରରେ ନାବାଳିକା ଖେଳାଳିଙ୍କୁ ଅପହରଣ-ଦୁଷ୍କର୍ମ ଆରୋପ
କ୍ରୀଡ଼ା ଜଗତରେ ପୁଣି ଦୁଷ୍କର୍ମର କଳଙ୍କ। ଯାଜପୁରରେ ଜଣେ ନାବାଳିକା ହକି ଖେଳାଳିଙ୍କୁ ତାଙ୍କ ନିଜ କୋଚ୍ ଅସଦାଚରଣ କରିଥିବା ଓ ବଳପୂର୍ବକ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ପୀଡିତାଙ୍କ ପରିବାରର ଲିଖିତ ଅଭିଯୋଗ ପରେ ଯାଜପୁର ଟାଉନ ପୋଲିସ...
ନିଶା ଦ୍ରବ୍ୟ ଦେଇ ଛାତ୍ରୀଙ୍କୁ ଦୁଷ୍କର୍ମ – ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ।
ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ । ଜଣେ ଛାତ୍ରୀଙ୍କୁ କୋଲ୍ଡଡ୍ରିଙ୍କ୍ସ୍ରେ ନିଶା ଦ୍ରବ୍ୟ ଦେଇ ଏକ ହୋଟେଲରେ ବଳ ପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗରେ ବନ୍ଧା ହେଲେ ଉଦିତ । ଏନେଇ ଛାତ୍ରୀ ଜଣକ...
ଭାରତ ପାକିସ୍ତାନ ମ୍ୟାଚ୍ ବାତିଲ
ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବାକୁ ମନା କରିଦେଲେ ଭାରତୀୟ କ୍ରିକେଟର । ବାତିଲ୍ ହେଲା ଭାରତ-ପାକିସ୍ତାନ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ମ୍ୟାଚ୍। ଏହି ମ୍ୟାଚକୁ ନେଇ ବିବାଦ ହୋଇଥିଲା। ଚାରି ଜଣ ଭାରତୀୟ କ୍ରିକେଟର ଖେଳିବାକୁ ମନା କରିବା ପରେ...
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଯୋଗୀ
ଆଜି ଦିଲ୍ଲୀରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ସୂଚନା ଅନୁସାରେ , ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ଏହି ଆଲୋଚନାରେ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି, ନିର୍ବାଚନ ଫଳାଫଳର...
ଦିଲ୍ଲୀ ଏମ୍ସ ଗଲେ ବଳଙ୍ଗା ପୀଡ଼ିତା
ଦିଲ୍ଲୀ ଏମ୍ସ ଅଭିମୁଖେ ବାହାରିଲେ ବଳଙ୍ଗା ପୀଡ଼ିତା । ଭୁବନେଶ୍ବର ଏମ୍ସରୁ ଗ୍ରୀନ୍ କରିଡର ଭିତରେ ତାଙ୍କୁ ଭୁବନେଶ୍ବର ବିମାନବନ୍ଦରକୁ ଅଣାଯାଇଛି । ଏହି ସମୟରେ ସହରର ଟ୍ରାଫିକ୍ ତଦାରଖ କରିଛନ୍ତି ଖୋଦ୍ ଟ୍ରାଫିକ୍ ଡିସିପି । ପୀଡ଼ିତାଙ୍କୁ ମାତ୍ର...
ଭୟରେ ପାକିସ୍ତାନ
ଭୟରେ ଥରୁଛି ପାକିସ୍ତାନ। ଭାରତର ବିମାନ ଆକ୍ରମଣକୁ ନେଇ ପାକିସ୍ତାନ ସତର୍କ ଥିବା ପରି ମନେ ହେଉଛି। ଏହି କାରଣରୁ ସେ ଏକ ସପ୍ତାହ ପାଇଁ ଏହାର ଆକାଶ ସୀମାରେ NOTAM ଜାରି କରିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ...
ବଳଙ୍ଗା ପୀଡ଼ିତାଙ୍କୁ ବିମାନରେ ଦିଲ୍ଲୀକୁ ସ୍ଥାନାନ୍ତର କରାଯିବ ।
ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯିବା ନେଇ ସୂଚନା । ଡାକ୍ତର ଟିମ୍ ସହ ଆଲୋଚନା ପରେ ସୂଚନା ଦେଲେ ପରିବାର ଲୋକ । ଏହା ପୂର୍ବରୁ ଡାକ୍ତରୀ ଟିମ୍ ସହିତ ଆଲୋଚନା...
ଏମ୍ସ ବର୍ଣ୍ଣ ୟୁନିଟ ବାହାରେ ବିଜେଡି-ବିଜେପି କର୍ମୀ ଧସ୍ତାଧସ୍ତି
ଏମ୍ସର ବର୍ଣ୍ଣ ୱାର୍ଡରେ ବଳଙ୍ଗା ପୀଡିତାଙ୍କ ଚିକିତ୍ସା ଚାଲିଛି । ଏହାର ମଧ୍ୟରେ ଏମ୍ସ ଆଗରେ ବିଜେପି ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ କଥା କଟାକଟି ହୋଇଛି । ତାଳିମାଳି ବିରୋଧ ପ୍ରଦର୍ଶନ କରିଛି ବିଜେଡି, ବାମପନ୍ଥୀ ଦଳ...
ପ୍ରଭାତୀ ପରିଡ଼ାଙ୍କ ବାସଭବନକୁ ଟମାଟୋ ମାଡ଼
ପ୍ରଭାତୀ ପରିଡ଼ାଙ୍କ ବାସଭବନକୁ ଟମାଟୋ ମାଡ଼ । ମହିଳା କଂଗ୍ରେସ କର୍ମୀ ଏହି ଟମାଟୋ ମାଡ଼ କରିଛନ୍ତି । ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟାର ତାତି ଏଯାଏଁ କମିନି ଆଉ ଏବେ ପୁଣି ବଳଙ୍ଗାରେ ଜଣେ ଛାତ୍ରୀଙ୍କୁ କିଛି...
ସମସ୍ତ କଲେଜରେ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର: ସହାୟତା ପାଇବେ ଅସୁବିଧାରେ ଥିବା ଛାତ୍ରଛାତ୍ରୀ
ରାଜ୍ୟ ସରକାରଙ୍କ ବଡ ଘୋଷଣା! ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ଛାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଆସିଲା ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ’। ୧୬ଟି ବିଶ୍ୱବିଦ୍ୟାଳୟ ଓ ୭୩୦ଟି ସରକାରୀ ଏବଂ ଅନୁଦାନପ୍ରାପ୍ତ କଲେଜରେ ଏହା ଶୀଘ୍ର ଚାଲୁ ହେବ।
ଶିକ୍ଷାନୁଷ୍ଠାନରେ ସ୍ଥାୟୀ "ଶକ୍ତିଶ୍ରୀ...


















