ସମସ୍ତ କଲେଜରେ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର: ସହାୟତା ପାଇବେ ଅସୁବିଧାରେ ଥିବା ଛାତ୍ରଛାତ୍ରୀ
ରାଜ୍ୟ ସରକାରଙ୍କ ବଡ ଘୋଷଣା! ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ଛାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଆସିଲା ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ’। ୧୬ଟି ବିଶ୍ୱବିଦ୍ୟାଳୟ ଓ ୭୩୦ଟି ସରକାରୀ ଏବଂ ଅନୁଦାନପ୍ରାପ୍ତ କଲେଜରେ ଏହା ଶୀଘ୍ର ଚାଲୁ ହେବ।
ଶିକ୍ଷାନୁଷ୍ଠାନରେ ସ୍ଥାୟୀ "ଶକ୍ତିଶ୍ରୀ...
ଜାମ୍ମୁ-କାଶ୍ମୀର ଆତଙ୍କୀ ମାମଲାରେ CIKର ସର୍ଚ୍ଚ ଅପରେସନ
ଜାମ୍ମୁ କାଶ୍ମୀରର 4ଟି ଜିଲ୍ଲାର 10ଟି ଭିନ୍ନ ଭିନ୍ନ ସ୍ଥାନରେ CIKର ସର୍ଚ୍ଚ ଅପରେସନ ଜାରି ରହିଛି । ଜମ୍ମୁ-କାଶ୍ମୀର ପୋଲିସର ଗୁଇନ୍ଦା ବିଭାଗର କାଉଣ୍ଟର ଇଣ୍ଟେଲିଜେନ୍ସ ଟିମ୍ ପକ୍ଷରୁ ଏହି ସର୍ଚ୍ଚ ଅପରେସନ ଚଳାଯାଉଛି। ଆଜି ସକାଳୁ 4ଟି...
କୁମ୍ଭକର୍ଣ୍ଣ ନିଦରେ ସରକାର : ନବିନ ପଟ୍ଟନାୟକ
ବଳଙ୍ଗାରେ ନାବାଳିକା ପୋଡ଼ିବା ଘଟଣାରେ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି। ବାଲେଶ୍ୱର ପୀଡିତାଙ୍କ ମୃତ୍ୟୁ ଘଟଣା ପରେ ଏହା ଦ୍ୱିତୀୟ ଘଟଣା। ସବୁଠି ପ୍ରତିବାଦ ବଢ଼ୁଛି, ରାଜନୀତିକ ହଳଚଳ ମଧ୍ୟ ଦେଖାଯାଉଛି। ମହିଳା ସୁରକ୍ଷା ପ୍ରଶ୍ନରେ ବିରୋଧୀ ଦଳ ରାସ୍ତାକୁ...
ସିବିଆଇ ତଦନ୍ତ କରାନ୍ତୁ, ପ୍ରମାଣିତ ହେଲେ ରାଜନୀତି ଛାଡ଼ି ଦେବି
ବାଲେଶ୍ୱରର ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲାରେ ଉଠୁଛି ପଡୁଛି ରାଜ୍ୟ ରାଜନୀତି । କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଥିବା ବେଳେ ଏହା ମଧ୍ୟରେ ଆଭ୍ୟନ୍ତରୀଣ କମିଟି(ଆଇସିସି) ରିପୋର୍ଟର ଖୁଲାସା କରିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ।...
ବଳଙ୍ଗା ପୀଡ଼ିତାକୁ ଭୁବନେଶ୍ୱର ଏମ୍ସ ବର୍ଣ୍ଣ ୟୁନିଟକୁ ସ୍ଥାନାନ୍ତର; ଶରୀରର ୭୦ ପ୍ରତିଶତ ପୋଡ଼ିଯାଇଛି
ନିମାପଡାର ବଳଙ୍ଗା ଅଞ୍ଚଳରେ ନାବାଳିକା କୁ ଉଠାଇ ନେ଼ଇ ପୋଡ଼ିଦେଲେ ୩ ଯୁବକ। ପୀଡ଼ିତାକୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସର ବର୍ଣ୍ଣ ୟୁନିଟରେ ଭର୍ତ୍ତି କରାଯାଇଛି। ଡାକ୍ତରମାନଙ୍କ କଥାନୁସାରେ, ଝିଅଟିର ପ୍ରାୟ 70% ଶରୀର ପୋଡ଼ିଯାଇଛି। ଘଟଣାସ୍ଥଳକୁ ପୁରୀ...
ପାକିସ୍ତାନକୁ ଆମେରିକାର ବଡ଼ ଚେତାବନୀ
ପାକିସ୍ତାନ ଉପରେ ଆମେରିକାର ବଡ଼ ଆକ୍ସନ । ପାକିସ୍ତାନକୁ ଲାଗିଲା ବଡ଼ ଝଟ୍କା । ଭାରତର ସିନ୍ଦୁର ଅପରେସନ୍ ପରେ ଯେଉଁ ଆମେରିକାର ଶରଣ ପଶିଥିଲା ପାକିସ୍ତାନ, ସେଇ ଆମେରିକା ଆଜି କଡା ଜବାବ ଦେଇଛି। ଆମେରିକା...
ଏଫ୍ଏମ୍ କଲେଜର ଆଇସିସି କ’ଣ କରିଥିଲା ସୁପାରିସ ?
ବାଲେଶ୍ୱରର ଫକୀରମୋହନ କଲେଜ୍ରେ ଛାତ୍ରୀ ଆତ୍ମହତ୍ୟା ଘଟଣା ପରେ ସାରା ରାଜ୍ୟରେ ଚର୍ଚ୍ଚା ତୀବ୍ର ହେଉଛି। ସେଇ ଛାତ୍ରୀ ବିଭାଗୀୟ HOD ବିରୁଦ୍ଧରେ ନିର୍ଯାତନା ଅଭିଯୋଗ କରିଥିବା ପୃଷ୍ଠଭୂମିରେ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ବୈଠକ ବସିଥିଲା। ବୈଠକ...
ଅଧ ରାତିରେ ଡ୍ରୋନ୍ ଛାଡୁଥିଲା ପାକିସ୍ତାନ
ପାକିସ୍ତାନ ଭାରତକୁ ଅସ୍ଥିର କରିବା ପାଇଁ ବାରମ୍ବାର ଚେଷ୍ଟା କରୁଛି। କେବଳ ଯୋଜନା ନୁହେଁ—କାମରେ ମଧ୍ୟ ଦେଖାଉଛି। ପହଲଗାମ୍ ଆକ୍ରମଣ ପରେ ଭାରତ ଯେପରି କଡା ପ୍ରତିକ୍ରିୟା ଦେଇଥିଲା, ସେଥିରୁ ପାକିସ୍ତାନ ପାଇଁ ମେସେଜ୍ ସ୍ପଷ୍ଟ ଥିଲା। ଏବେ ପୁଣି...
ଛାତ୍ରୀ ମୃତ୍ୟୁ ରହସ୍ୟ: ଏଫ୍ଏମ୍ କଲେଜ୍ରେ ଚାଲିଛି ତଦନ୍ତ, ପରିବାରକୁ ପଚରାଉଚରା
ଏଫ୍ଏମ୍ କଲେଜ୍ ଛାତ୍ରୀ ମୃତ୍ୟୁକାଣ୍ଡ ନେଇ କ୍ରାଇମ୍ବ୍ରାଞ୍ଚ ତଦନ୍ତ ତୀବ୍ର କରିଛି। ଏକ ସ୍ୱତନ୍ତ୍ର ଦଳ ଭୋଗରାଇ ଅଞ୍ଚଳର ପଳାସିଆ ଗାଁରେ ପହଞ୍ଚି ମୃତ ଛାତ୍ରୀଙ୍କ ପରିବାର ସହ ବିସ୍ତୃତ ପଚରାଉଚରା କରିଛି। ଦୁଇଜଣୀଆ ଟିମ୍ ପିଡ଼ିତାଙ୍କ ବାପା, ମା’...
ଭୁବନେଶ୍ୱରରେ ବିଜେଡିର କଳାପଟି ପ୍ରତିବାଦ
ଆଜି ବିଜୁ ଜନତା ଦଳ ପୋଲିସ ଦମନ ବିରୋଧରେ ଶାନ୍ତ ପ୍ରତିବାଦ କଲା। ନେତାମାନେ ମୁହରେ କଳା ପଟି ବାନ୍ଧି ଭୁବନେଶ୍ୱରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମା ନିକଟରେ ବସିଥିଲେ। ଉପସ୍ଥିତ ନେତାମାନଙ୍କ ମଧ୍ୟରେ ଅଶୋକ ପଣ୍ଡା, ପ୍ରଦୀପ ମାଝୀ,...


















