28.1 C
Bhubaneswar
Tuesday, April 8, 2025
-Advertisement-

ଋଷ ବିରୋଧରେ କଟକଣା ଜାରି କରିବେ ଟ୍ରମ୍ପ

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ତିକ୍ତ କଥାବାର୍ତ୍ତାର ଦିନକ ପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଋଷ ବିରୋଧରେ କଟକଣା ଜାରି କରିବାକୁ ଚିନ୍ତା କରୁଛନ୍ତି । ଟ୍ରମ୍ପ କହିଛନ୍ତି. ଯୁକ୍ରେନ -ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିରତି ଆଣିବା ଓ...

ମାଓବାଦୀଙ୍କ ନୃଶଂସ କାଣ୍ଡ, ଦୁଇଜଣଙ୍କୁ ହତ୍ୟା କଲେ ଲାଲବାହିନୀ

ମାଲକାନଗିରି : ପୁଣି ମାଓବାଦୀଙ୍କ ନୃଶଂସ କାଣ୍ଡ । ଛତିଶଗଡ଼ ବିଜାପୁର କୁସଲନାର ଗାଁରେ ଜଣେ ଶିକ୍ଷକଙ୍କ ସମେତ ଦୁଇଜଣଙ୍କୁ ହତ୍ୟା କଲେ ଲାଲବାହିନୀ । ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବାକୁ ଆହ୍ୱାନ ଦେଇଛନ୍ତି ମାଓବାଦୀ । ହତ୍ୟାକାଣ୍ଡ ପରେ...

ବନ୍ଦ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର

କଟକ : ବନ୍ଦ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ । ଚୌଦ୍ୱାର ଜରିପଡ଼ା ପଞ୍ଚାୟତ ସାମନ୍ତରାପୁର ଗାଁରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଯାଜପୁର ଜିଲ୍ଲା ରଙ୍ଗିଦାସପୁର...

ମୟୂରଭଞ୍ଜ : ଗ୍ରାହକ ସାଜି ଆସିଲେ ଏବଂ ବ୍ୟାଙ୍କରୁ 30 ଲକ୍ଷ ଟଙ୍କା ଲୁଟି ନେଲେ । ମୟୂରଭଞ୍ଜ ଜିଲ୍ଲା ବହଳଦା ସ୍ଥିତ ଏସବିଆଇ ଶାଖାରୁ ପ୍ରାୟ 30 ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏପରିକି...

କଟକ ଏସସିବିରେ ଶିଶୁ ଅଦଳବଦଳ ଅଭିଯୋଗ

କଟକ : କଟକ ଏସସିବିରେ ଶିଶୁ ଅଦଳବଦଳ ଅଭିଯୋଗ ସାମ୍ନାକୁ ଆସିଛି । ଏସ୍-ଏନ୍ ସିୟୁରେ ଚିକିତ୍ସାଧୀନ ବେଳେ ଶିଶୁ ବଦଳ ହୋଇଥିବା ଅଭିଯୋଗ ହୋଇଛି । ନବଜାତ କନ୍ୟାକୁ ବଦଳ କରି କର୍ମଚାରୀମାନେ ଏକ ମୃତ ଶିଶୁକୁ ଧରାଇଦେଇଥିବା...

ଟିଏଚ୍‌ଇ ୱାର୍ଲ୍ଡ ରିପୁଟେସନ୍ ରାଙ୍କିଙ୍ଗସ : ଦେଶର ୪ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ସୋଆ

ଭୁବନେଶ୍ୱର, ଫେବୃୟାରୀ ୧୯: ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଗବେଷଣା କ୍ଷେତ୍ରରେ ଏକ ଭିନ୍ନତା ସୃଷ୍ଟି କରିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ମଙ୍ଗଳବାର ପ୍ରକାଶିତ ଟାଇମ୍‌ସ ହାୟାର ଏଜୁକେସନ୍ (ଟିଏଚ୍‌ଇ)...

ସାମନ୍ତଙ୍କ ମ୍ୟାନେଜମେଣ୍ଟ ଆଗରେ ସମସ୍ତେ ଚୁପ୍ !

କିଟ୍ ବିଶ୍ବବିଦ୍ୟାଳୟ ପାଇଁ ବଦନାମ୍ ହେଲା ଓଡିଶା । କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରବର୍ତ୍ତୀ ଘଟଣାକୁ କିଟ୍ ଅଧିକାରୀମାନେ ଯେପରି ପରିଚାଳନା କଲେ, ତାହା ଓଡିଶାର ସମ୍ମାନକୁ ବିଦେଶରେ ନିନ୍ଦିତ କରାଇଛି । ନେପାଳ ସରକାରଙ୍କ ଉଦବେଗ...

ଓଡ଼ିଶାରୁ କୁମ୍ଭମେଳା ଯାଉଥିବା ବସ୍ ବିହାରରେ ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ବର : ଅଧାରେ ରହିଗଲା କୁମ୍ଭମେଳାକୁ ଯିବା ସ୍ୱପ୍ନ । ବିହାରରେ ଓଲଟିଲା ଓଡ଼ିଶାରୁ ଯାଉଥିବା ଯାତ୍ରୀବାହୀ ବସ୍ । ଘଟଣାକ୍ରମେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କୁ ପ୍ରୟାଗରାଜ କୁମ୍ଭମେଳାକୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ...

ସତ୍ୟବ୍ରତ ରାଉତ ଓଡିଶା ବିଧାନସଭାର ସଚିବ ନିଯୁକ୍ତ

ଆଇଏଏସ ସତ୍ୟବ୍ରତ ରାଉତଙ୍କୁ ରାଜ୍ୟ ସରକାର ଓଡିଶା ବିଧାନସଭାର ସଚିବ ପଦରେ ନିଯୁକ୍ତ କରିଛନ୍ତି । ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । 20213ରେ ଓଏଏସରୁ ଆଇଏଏସ ପାହ୍ୟାକୁ ପଦୋନ୍ନତି...

ଭଡା ମାଗିବାରୁ ଅଟୋ ଚାଳକଙ୍କୁ ଘୋଷାଡି ମାରିଲେ ଯୁବତୀ !

ଲକ୍ଷ୍ନୌ : ରାସ୍ତା ମଝିରେ ଅଟୋ ଚାଳକଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିଲେ ଜଣେ ଯୁବତୀ । ଆଉ ଜଣେ ଯୁବତୀ ମୋବାଇଲରେ ଭିଡିଓ ସୁଟ୍ କରୁଥିଲେ । ଯୁବତୀ ଜଣକ ଅଟୋ ଡ୍ରାଇଭରଙ୍କ ବେକରେ ଏକ କପଡା ଗୁଡାଇ...
- Advertisement -

Latest article

ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ

ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ...

ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର...

ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର

ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର...