ଶ୍ରୀମନ୍ଦିର ରେ ଆରମ୍ଭ ହେବ ଧାଡ଼ି ଦର୍ଶନ
ପୁରୀ ଶ୍ରୀମନ୍ଦିରରେ ଖୁବଶୀଘ୍ର ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ । ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକରେ ହୁଣ୍ଡି ସ୍ଥାନାନୁରଣ ସମ୍ବନ୍ଧୀୟ ନିଷ୍ପତ୍ତି ନିଆଯିବ ଏବଂ ସେଠାରୁ ଗୋଟିଏ ସପ୍ତାହ ମଧ୍ୟରେ...
ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଇ.ଏସ.ଆଇ.ସି ମେଡିକାଲ କଲେଜ
ଭୁବନେଶ୍ୱର: ଇ.ଏସ.ଆଇ.ସି ମେଡିକାଲ କଲେଜ ଓ ହସ୍ପିଟାଲ ଭୁବନେଶ୍ୱରର ଅନ୍ଧାରୁଆଠାରେ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଏବଂ ଭାରତ ସରକାରଙ୍କ କର୍ମଚାରୀ ରାଜ୍ୟ ବୀମା ନିଗମ (ଇ.ଏସ୍.ଆଇ.ସି) ମଧ୍ୟରେ ଏକ...
ବାଜିଲା ବିହାର ବିଧାନସଭା ନିର୍ବାଚନ ବିଗୁଲ୍ : କରୋନା ଆକ୍ରାନ୍ତ ବି ଦେଇପାରିବେ ଭୋଟ୍
ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍ । ବିହାର ନିର୍ବାଚନ ତାରିଖ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ । ତିନୋଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯ଼ିବ । ଅକ୍ଟୋବର 28, ନଭେମ୍ବର 3 ଓ ନଭେମ୍ବର 7...
୩ ବୈଜ୍ଞାନିକଙ୍କୁ ମିଳିବ ୨୦୨୬ ଚିକିତ୍ସା ବିଜ୍ଞାନ ନୋବେଲ
ନୂଆଦିଲ୍ଲୀ: ମାନବ ମସ୍ତିଷ୍କର ଜଟିଳ ଗଠନ, ଭାବନା ଏବଂ ସ୍ମୃତି ଶକ୍ତିର ନିୟନ୍ତ୍ରଣ ପଛରେ ଥିବା ଗୂଢ଼ ରହସ୍ୟକୁ ଉନ୍ମୋଚନ କରି ଆଲୋକ ଜରିଆରେ ସ୍ନାୟୁ କୋଷକୁ ପରିଚାଳନା କରିବାର ଯୁଗାନ୍ତକାରୀ କୌଶଳ ପାଇଁ ୨୦୨୬ ମସିହାର...
ଜେରକ୍ସ ଫର୍ମରେ ବି କାଳିଆ
କାଳିଆ ଯୋଜନା ପାଇଁ ଜେରକ୍ସ ଫର୍ମରେ ମଧ୍ୟ ଆବେଦନ କରାଯାଇପାରିବ । ପର୍ଯ୍ୟାୟ କ୍ରମେ ଆବେଦନ ପାଇଁ ରହିଛି ସୁଯୋଗ । ଏନେଇ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡା ନିର୍ଦ୍ଦେଶ । ଆଜି ଏହା କହିଛନ୍ତି କୃଷି ଏବଂ...
ମହାରାଷ୍ଟ୍ର ଓ ଗୋଆରେ ହୋଇପାରେ କେରଳ ପରି ଭୟଙ୍କର ବନ୍ୟା
ମହାରାଷ୍ଟ୍ର ଓ ଗୋଆରେ ହୋଇପାରେ କେରଳ ପରି ଭୟଙ୍କର ବନ୍ୟା। ବିଶିଷ୍ଟ ପରିବେଶବିତ ମାଧବ ଗଡଗିଲ ଏଭଳି ସତର୍କ ସୁଚନା ଦେଇଛନ୍ତି। ସେ କହିଛନ୍ତି, ଯଦିଓ କେରଳ, ଗୋଆ ଓ ମହାରାଷ୍ଟ୍ରରେ ବୃଷ୍ଟିପାତର ପରିମାଣ ସମାନ ନାହିଁ ତଥାପି ଏଠାକାର...
ଜିଓର ନୂଆ ପ୍ଲାନ, ବର୍ଷେ ପାଇଁ ଫ୍ରି କଲ୍ ସହ ପାଇବେ ୩ଜିବି ଡାଟା
ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କ ପାଇଁ ଆଣିଛି ଏକ ନୂଆ ପ୍ରିପେଡ ପ୍ଲାନ୍ । ଯାହାର ନାଁ ରହିଛି ସାଇଲେଣ୍ଟଲି ଲଙ୍ଗ୍ ଭ୍ୟାଲିଡିଟି । ଜିଓର ଏହି ପ୍ଲାନର ମୂଲ୍ୟ ରହିଛି ୩,୪୯୯ ଟଙ୍କା । ୩ଜିବି ଡାଟା ସହ...
ମହିଳା ମାଓବାଦୀ ମୃତ
କନ୍ଧମାଳ ତୁମୁଡିବନ୍ଧ ନିକଟ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମୁହାଁମୁହିଁ । ମାଓବାଦୀମାନେ ଗୁଳି ଚାଳନା କରିବାରୁ ସୁରକ୍ଷା କର୍ମୀ ଏହାର ଜବାବ ଦେଇଥିଲେ । ଫଳରେ ସେନା ଗୁଳିରେ ଜଣେ ମହିଳା କ୍ୟାଡର ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ...
ବୁଡ଼ିଲା ପର୍ଯ୍ୟଟନ ବୋଝେଇ ମୋଟର ଲଞ୍ଚ, ୨୩ ନିଖୋଜ
ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଦେବୀପଟ୍ଟନମ ନଦୀରେ ଘଟିଛି ଏକ ବଡ ଧରଣର ଅଘଟଣ | ବୁଡ଼ିଲା ପର୍ଯ୍ୟଟନ ବୋଝେଇ ମୋଟର ଲଞ୍ଚ | ନିଖୋଜ ହୋଇଗଲେ ୨୩ ଜଣ | ଏଥିରେ ୧୧ ଜଣ କର୍ମଚାରାରୀଙ୍କ ସହ ୫୦ଜଣ ଯାତ୍ରୀ...
ଚାଲିଗଲେ ରାବଣ
ଆରପାରିରେ ଅରବିନ୍ଦ ତ୍ରିବେନ୍ଦୀ । ଲୋକପ୍ରିୟ ଧାରାବାହିକ ‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରୁଥିଲେ ଅରବିନ୍ଦ ତ୍ରିବେନ୍ଦୀ । ରାବଣ ଭୂମିକାରେ ବେଶ ପ୍ରଶଂସା ସାଉଁଟିଥିଲେ ଅରବିନ୍ଦ । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ...














