28.1 C
Bhubaneswar
Tuesday, April 8, 2025
-Advertisement-

ପୁଷ୍ପା-ଟୁ ପ୍ରିମିୟର ସୋ ଦଳଚକଟାରେ ମୃତକଙ୍କ ପରିବାରକୁ ମିଳିବ ଦୁଇକୋଟି

ସାଉଥ ସୁପରଷ୍ଟାର ତଥା ପୁଷ୍ପା-ଟୁ ସିନେମାର ପ୍ରମିୟର ସୋ ବେଳେ ହୋଇଥିବା ଦଳାଚକଟାରେ ମୃତ୍ୟୁବରଣ କରିଥିବା 35 ବର୍ଷୀୟ ମହିଳାଙ୍କ ପରିବାରକୁ ଦୁଇକୋଟି ଟଙ୍କା ପ୍ରଦାନ କରାଯିବ । ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବାପା ଏହା ଘୋଷଣା କରିଛନ୍ତି...

ଦାନା ପାଇଁ ବସ୍, ଟ୍ରେନ୍ ଓ ବିମାନ ସେବା ବାତିଲ

ବାତ୍ୟା ଦାନା ପାଇଁ ରାଜ୍ୟରେ ବସ୍, ଟ୍ରେନ୍ ଓ ବିମାନ ସେବା ବ୍ୟାହତ ହୋଇଛି । 24 ଓ 25 ତାରିଖ ପାଇଁ ଉଭୟ ଅପ୍ ଓ ଡାଉନ୍ ଲାଇନ୍‌ରେ ୨ଶହରୁ ଅଧିକ ଟ୍ରେନ୍ ବାତିଲ କରାଯାଇଛି । ପୂର୍ବତଟ...

ନକଲି ଭାରତୀୟ ପାସପୋର୍ଟ ରଖି ବାଂଲାଦେଶୀ ପର୍ଣ୍ଣ ଷ୍ଟାର୍ ଗିରଫ

ଭାରତରେ ରହିବା ପାଇଁ ନକଲି ଭାରତୀୟ ପାସପୋର୍ଟ ବ୍ୟବହାର କରି ବାଲାଦେଶୀ ପର୍ଣ୍ଣ ଷ୍ଟାର ଆରୋହୀ ବାର୍ଡେ ଗିରଫ ହୋଇଛନ୍ତି । ମହାରାଷ୍ଟ୍ରର ଉଲ୍ଲାସ ନଗର ହିଲ୍ ଲାଇନ ପୋଲିସ୍ ତାଙ୍କୁ ପଚରାଉଚରା କରିବା ପରେ ଗିରଫ କରିଛି ।...

ଖୁଲମଖୁଲା ଗୁଳି ଫୁଟେଇ ଧମକ ଦେଲେ ତିନି ଯୁବକ

ଉତ୍ତର-ପୂର୍ବ ଦିଲ୍ଲୀର ସୀମାପୁରୀସ୍ଥିତ କାଞ୍ଚ କ୍ଲବ ସାମନାରେ ତିନିଜଣ ଯୁବକ ଖୁଲମଖୁଲା ବନ୍ଧୁକ ଫୁଟେଇ କ୍ଲବର ତିନିଜଣ ବାଉନସରଙ୍କୁ ଧମକ ଦେଇଛନ୍ତି । ସିସିଟିଭିରେ ଏହି ବନ୍ଧୁକଧାରୀ ତିନି ଯୁବକଙ୍କ କାରନାମା ରେକର୍ଡ ହୋଇଛି । ସିସିଟିଭି ଫୁଟେଜରେ ରେକର୍ଡ...

କେନ୍ଦ୍ର ସରକାରଙ୍କ ନୂଆ ପେନସନ ସ୍କିମ ୟୁପିଏସ୍

କେନ୍ଦ୍ର କ୍ୟାବିନେଟ ଆଜି ନୂଆ ପେନସନ ସ୍କିମ୍ ୟୁନିଅନ ପେନସନ ସ୍କିମକୁ ମଂଜୁରୀ ଦେଇଛି । ନୂଆ ପେନସନ ସ୍କିମ ଦ୍ବାରା ପ୍ରାୟ 23 ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଉପକୃତ ହେବେ ବୋଲି କୁହାଯାଇଛି । ପୂର୍ବରୁ ପ୍ରଚଳିତ ନ୍ୟାସନାଲ...

ତିନିଲକ୍ଷ ଯାଏଁ ଆୟ ଉପରେ ଟିକସ ଛାଡ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିଥିବା ବଜେଟରେ ନୂଆ ଆୟକର ସ୍ଲାବ୍ ଘୋଷଣା କରାଯାଇଛି । ତିନିଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦେବାକୁ ପଡିବ ନାହିଁ । କିନ୍ତୁ ତିନିଲକ୍ଷରୁ ସାତ ଲକ୍ଷ ଟଙ୍କା...

କନ୍ୟାକୁମାରୀରେ ଧ୍ୟାନ ମୂଦ୍ରାରେ ମୋଦୀ

ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କନ୍ୟାକୁମାରୀ ବିବେକାନନ୍ଦ ରକ୍ ମେମୋରିଆଲରେ ପହଞ୍ଚିଛନ୍ତି । ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ ସେ ରକ୍ ମେମୋରିଆଲରେ ଧ୍ୟାନ କରିବେ । ମୋଦୀଙ୍କ ଧ୍ୟାନ...

ଛତିଶଗଡରେ 29 ମାଓବାଦୀ ନିହତ

ଛତିଶଗଡ କାଙ୍କେର ଜିଲ୍ଲାର ବିନାଗୁଣ୍ଡା ନିକଟସ୍ଥ ଏକ ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଥିବା ବେଳେ ଡିଆରଜି ଓ ବିଏସଏଫ ସହ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଜଙ୍ଗଲ ଭିତରେ ପ୍ରାୟ 50 ଜଣ ମାଓବାଦୀ ଥିବା ଆଶଙ୍କା କରାଯାଉଛି ।...

ପ୍ରଚାର ବେଳେ ଯୁବତୀଙ୍କୁ ଗେଲ କରିଦେଲେ ବିଜେପି ନେତା

ନିର୍ବାଚନ ପ୍ରଚାର କରୁଥିବା ବେଳେ ଜଣେ ବିଜେପି ପ୍ରାର୍ଥୀ ସର୍ବସମ୍ମୁଖରେ ଜଣେ ଯୁବତୀଙ୍କ ଗାଲରେ ଚୁମା ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗର ମାଲଦା ଉତ୍ତର ଆସନରୁ ନିର୍ବାଚନ ଲଢୁଥିବା ବିଜେପି ସାଂସଦ ଖଗେନ ମୁର୍ମୁ ଗୋଟିଏ ଗାଁରେ...

ସଂଖ୍ୟାଗରିଷ୍ଠତା ନ ଥାଇ ବିଜେପି ଜିତିଲା ରାଜ୍ୟସଭା ନିର୍ବାଚନ

ହିମାଚଳ ପ୍ରଦେଶରେ ସଂଖ୍ୟା ଗରିଷ୍ଠତା ନ ଥାଇ ବି ବିଜେପି ରାଜ୍ୟସଭା ନିର୍ବାଚନ ଜିତିଲା । ବିଜେପିର ଏହି ନିର୍ବାଚନ ସହ ରାଜ୍ୟରେ କ୍ଷମତାସୀନ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି । ହିମାଚଳପ୍ରଦେଶରେ 68 ଆସନ ବିଶିଷ୍ଟ ବିଧାନସଭାରେ ବିଜେପିର...
- Advertisement -

Latest article

ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ

ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ...

ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର...

ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର

ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର...