34.1 C
Bhubaneswar
Thursday, May 9, 2024
-Advertisement-

ମିଶନ୍ ସୂର୍ଯ୍ୟ, ଏଲ୍1 ଆଦିତ୍ୟ ପହଞ୍ଚିବାକୁ ଲାଗିବ 125 ଦିନ

ମିଶନ୍ ଚନ୍ଦ୍ରାୟନ-3 ର ସଫଳତା ପରେ ଇସ୍ରୋର ମିଶନ୍ ସୂର୍ଯ୍ୟ । ଆଜି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଉତକ୍ଷେପଣ କେନ୍ଦ୍ରରୁ ସଫଳତାର ସହ ଏଲ1 ଆଦିତ୍ୟ ଉତକ୍ଷେପଣ କରାଯାଇଛି । ପୃଥିବୀ ପୃଷ୍ଠରୁ 15 ଲକ୍ଷ କିଲୋମିଟର ଦୂରକୁ ଯିବା ପାଇଁ...

‘ଯୁଡେଗା ଭାରତ, ଜିତେଗା ଇଣ୍ଡିଆ’

ବିରୋଧୀ ମେଣ୍ଟ "ଇଣ୍ଡିଆ"ର ତେରଜଣିଆ କୋର୍ କମିଟି ଗଠନ କରାଯାଇଛି । ଏହି କମିଟି "ଇଣ୍ଡିଆ"ର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ହେବ । ଆଜି ମୁମ୍ବାଇରେ ଅନୁଷ୍ଠିତ ବୈଠକରେ ଏହା ଘୋଷଣା କରାଯାଇଛି । ତେବେ ତେରଜଣିଆ ନୀତି ନିର୍ଦ୍ଧାରକ...

ସାଙ୍ଗର ନାବାଳିକା ଝିଅକୁ ଦୁଷ୍କର୍ମ କଲେ ଅଫିସର

ସାଙ୍ଗର ନାବାଳିକା ଝିଅକୁ ବାରମ୍ବାର ଦୁଷ୍କର୍ମ କଲେ ଦିଲ୍ଲୀ ସରକାରରେ କାର୍ଯ୍ୟ କରୁଥିବା ଜଣେ ଅଫିସର । 14 ବର୍ଷର ନାବାଳିକା ଝିଅ ଯେତେବେଳେ ଗର୍ଭବତୀ ହେଲା, ସେତେବେଳେ ଅଫିସର ଜଣକ ତାଙ୍କ ପତ୍ନୀଙ୍କୁ କହିଲେ । ଆଉ ପତ୍ନୀ...

ଲାଦାଖରେ 9 ଯବାନ ସହିଦ

ଲାଦାଖରେ ନ ଜଣ ଯବାନ ସହିଦ ହୋଇଛନ୍ତି । ଯବାନଙ୍କ ଗାଡି ଲାଦାଖର ଏକ ନଦୀ ଭିତରକୁ ଖସି ପଡିବା ଯୋଗୁ ନ ଜଣ ଯବାନ ସହିଦ ହୋିଥିବା ଜଣାପଡିଛି । ଲାଦାଖ ଠାରୁ 150 କିଲୋମିଟର ଦୂର କିୟାରିରେ...

ବିଜେପି ନେତ୍ରୀଙ୍କୁ ମାରି ନଦୀରେ ଫିଙ୍ଗି ଦେଲେ ସ୍ବାମୀ

ଗତ ଦଶଦିନ ଧରି ନିଖୋଜ ଥିବା ବିଜେପି ନେତ୍ରୀ ସାନା ଖାନଙ୍କୁ ହତ୍ୟା କରାଯାଇଛି । ତାଙ୍କ ସ୍ବାମୀ ଅମିତ ସାହୁ ପତ୍ନୀ ସାନା ଖାନଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି । ନାଗପୁର ବିଜେପିର ସଂଖ୍ୟାଲଘୁ...

ଏନସିସି କ୍ୟାଡେଟଙ୍କୁ ଅକଥନୀୟ ନିର୍ଯାତନା

ଆଠଜଣ ଏନସିସି କ୍ୟାଡେଟ ଆଣ୍ଠୁଏ ବର୍ଷାପାଣିରେ ଆଣ୍ଠେଇକି ବସିଛନ୍ତି । ବର୍ଷା ପାଣି ଭିତରେ ମୁଣ୍ଡକୁ ବୁଡେଇ ରଖିଛନ୍ତି । ଆଉ ଜଣେ ସିନିଅର ଛାତ୍ର ଏକ ଲାଠିରେ ଏନିସିସି ଛାତ୍ରଙ୍କୁ ମନଇଚ୍ଛା ପିଟିବାରେ ଲାଗିଛନ୍ତି । ଏନିସିସି ଛାତ୍ରଙ୍କ...

ଯୁବତୀଙ୍କ ପ୍ରତି ଯୌନ ଅତ୍ୟାଚାର କରୁଥିବା ବିଏସଏଫ ଯବାନ ସସପେଣ୍ଡ୍

ଏ ଫଟୋ ମଣିପୁରର । ସୀମା ସୁରକ୍ଷା ବାହିନୀ ବିଏସଏଫର ଜଣେ ଯବାନ ଇମ୍ଫାଲ ସହରର ଏକ ଗ୍ରସରୀ ଦୋକାନ ଭିତରେ ପଶି ଜଣେ ଯୁବତୀଙ୍କୁ ଯୌନ ନିର୍ଯାତନା ଦେଉଥିଲେ । ଗତ 20 ତାରିଖର ଏହି ଘଟଣା ସିସିଟିଭିରେ...

ବିରୋଧୀଙ୍କ ମହାମେଣ୍ଟର ଜବାବ ଦେଲେ ମୋଦି

ବିରୋଧୀଙ୍କ ମହାମେଣ୍ଟର ନୂଆ ନାଁ ଇଣ୍ଡିଆ ରଖାଯିବା ପରେ ଦିଲ୍ଲୀରେ ତାହାକୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନଡିଏ ସମେତ 38ଟି ଦଳକୁ ନେଇ ନୂଆଦିଲ୍ଲୀରେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ବିରୋଧୀଙ୍କ ଇଣ୍ଡିଆକୁ ସମାଲୋଚନା...

ବାରମ୍ବାର ଦୁଷ୍କର୍ମ କରୁଥିଲା, ମାରିଦେଲି

ଜଣେ 20 ବର୍ଷୀୟ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଜଣେ ମହିଳାଙ୍କ ସମେତ ଜଣେ ଯୁବକଙ୍କୁ ଗିରଫ କରିଛି । ଦିଲ୍ଲୀ ବେଲା ଫାର୍ମ ଅଞ୍ଚଳରୁ ଯୁବକଙ୍କୁ ମୃତଦେହ ମିଳିବା ପରେ ପୋଲିସ ସିସିଟିଭି ଆଧାରରେ ଛାନଭିନ କରିଥିଲା...

ଏନଡିଆରଏଫ କରୁଛି କଣ ?

ଦିଲ୍ଲୀ ସମେତ ଉତ୍ତର ଭାରତରେ ପ୍ରବଳ ବର୍ଷା ଯୋଗୁ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଉଛି । ଗାଁଠୁ ସହର ସବୁ ଜଳାର୍ଣ୍ଣବ ହୋଇପଡିଛି । ଏଭଳି ସ୍ଥିତିରେ ଏନଡିଆରଏଫ ଉଦ୍ଧାର କାର୍ଯ୍ୟରେ ଲାଗିବା କଥା । ମାତ୍ର ଗୋଟିଏ...
- Advertisement -

Latest article

ସୁରଙ୍କ ମିଶନ୍ ସକ୍ସେସ୍ : ବଡପୁଅକୁ କଂଗ୍ରେସ ଦେଲା ଟିକଟ

ଆଜି କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳରୁ ବହିଷ୍କୃତ ସୁର ରାଉତରାୟଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ନିର୍ବାଚନର ବହୁ ଆଗରୁ ବରିଷ୍ଠ କଂଗ୍ରେସ...

କୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିବ ସିଂହ ସିଂହୀଙ୍କ ନାଁ

ସିଲିଗୁଡି ବେଙ୍ଗଲ ସଫାରୀର ଏକ ଖୁଆଡରେ ଅଛନ୍ତି ସିଂହ ଆକବର ଓ ସିଂହୀ ସୀତା । ମାତ୍ର ସିଂହ ଓ ସିଂହୀଙ୍କ ନାଁ କୁ ନେଇ ଉଠିଛି ବିବାଦ । ମୋଗଲ ସମ୍ରାଟ...

ଓଡିଶା ୱମେନ୍ ଇନ୍ ମିଡିଆ ଓ କମିଶନରେଟ୍ ପୋଲିସ ପକ୍ଷରୁ ସବୁଜ ଅଭିଯାନ

ଭୁବନେଶ୍ୱର: ପରିବେଶ ସହ ଜଡିତ ସମସ୍ୟାଗୁଡିକର ସମାଧାନ ପାଇଁ ଏକ ଉଲ୍ଲେଖନୀୟ ପ୍ରୟାସ ଅନ୍ତର୍ଗତ ପ୍ରାୟ ୧୮୦ ଜଣ ମହିଳା ସାମ୍ବାଦିକାଙ୍କୁ ନେଇ ଗଠିତ ଓଡିଶା ୱମେନ୍ ଇନ୍ ମିଡିଆ (ଓଡବ୍ଲ୍ୟୁଏମ୍) ଏବଂ...