୮ମ ବେତନ କମିଶନକୁ ନେଇ ସରକାର ଦେଲେ ଅପଡେଟ୍
ଅଷ୍ଟମ ବେତନକୁ ନେଇ ସରକାର ଦେଲେ ବଡ ଅପଡେଟ୍। ଅଷ୍ଟମ ବେତନ କମିଶନ କେବେ ଲାଗୁ ହେବ ତାହାକୁ ନେଇ ଏବେ ଚାଲିଛି ଆଲୋଚନା। ସରକାର କହିଛନ୍ତି ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପାଖରେ ୫୦.୧୪ ଲକ୍ଷ କର୍ମଚାରୀ...
ବାରବାଟୀରେ ଭାରତର ଐତିହାସିକ ବିଜୟ
ବାରବାଟୀରେ ବିଜୟ ହାସଲ କଲା ଭାରତ। ୧୦୧ ରନ୍ରେ ସୂର୍ଯ୍ୟ ସେନା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-ଟ୍ଵେଣ୍ଟିକୁ ଜିତି ସାରିଛି । ଦକ୍ଷିଣ ଆଫ୍ରିକା ଦଳ ୭୪ ରନ୍ରେ ଅଲଆଉଟ୍ ହୋଇଛି ।...
କ୍ଷମା ପ୍ରାର୍ଥନା କଲେ ଇଣ୍ଡିଗୋ ସିଇଓ ପିଟର୍ ଏଲବର୍ସ
ଇଣ୍ଡିଗୋ କମ୍ପାନୀର ସିଇଓ ପିଟର୍ ଏଲବର୍ସ ମଙ୍ଗଳବାର ଘୋଷଣା କରିଛନ୍ତି ବର୍ତ୍ତମାନ ଇଣ୍ଡିଗୋର ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି ଏବଂ ବିମାନ ଚଳାଚଳ ଧିରେ ଧିରେ ସ୍ୱାଭାବିକ ହେଉଛି । ସେ ଏକ ଭିଡ଼ିଓ ଜରିଆରେ ,...
ଅନିଲ ଅମ୍ବାନୀଙ୍କ ପରେ ଏବେ ସିବିଆଇ ପଞ୍ଝାରେ ପୁଅ ଅନମୋଲ
ପ୍ରସିଦ୍ଧ ଶିଳ୍ପପତି ଅନିଲ ଅମ୍ବାନୀଙ୍କ ପୁଅ ଜୟ ଅନମୋଲଙ୍କ ବିରୋଧରେ ସିବିଆଇ ଏକ ଠକେଇ ମାମଲା ରୁଜୁ କରିଛି । ପ୍ରଥମେ ଅନିଲଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ମାମଲା ରହିଥିବାବେଳେ ଏବେ ସିବିଆଇ ଜାଲରେ ପଡ଼ିଛନ୍ତି...
ଇଣ୍ଡିଗୋ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ
ଇଣ୍ଡିଗୋ ଏୟାରଲାଇନ୍ସର ଚାଲିଥିବା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ ଭାବରେ କହିଛନ୍ତି ଯେ ଆଇନ ଏବଂ ଆଇନ ପ୍ରଣୟନର ଉଦ୍ଦେଶ୍ୟ କେବଳ ବ୍ୟବସ୍ଥାକୁ ଉନ୍ନତ କରିବା ହେବା ଉଚିତ, ସାଧାରଣ ଭାରତୀୟ ନାଗରିକଙ୍କୁ ହଇରାଣ...
କ୍ୟାନସଲ୍ ହେଲା ସ୍ମୃତି ମନ୍ଧାନା ଓ ପଲାଶ ମୁଚଲଙ୍କ ବିବାହ
ଶେଷରେ କ୍ୟାନସଲ୍ ହେଲା ସ୍ମୃତି ମନ୍ଧାନା ଓ ପଲାଶ ମୁଚଲଙ୍କ ବିବାହ । ଭାରତୀୟ ମହିଳା କ୍ରିକେଟ୍ ଦଳର ଚର୍ଚ୍ଚିତ ଷ୍ଟାର ଖେଳାଳି ସ୍ମୃତି ମନ୍ଧାନା ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ । ...
ୟୁକ୍ରେନ ଉପରେ ଋଷର ବଡ଼ ଆକ୍ରମଣ
ପୁଣି ୟୁକ୍ରେନ ଉପରେ ଏକ ବଡ଼ ଆକ୍ରମଣ କରିଛି ଋଷ୍ । ୟୁକ୍ରେନୀୟ ଅଧିକାରୀମାନେ ରିପୋର୍ଟ କରିଛନ୍ତି ଯେ ରୁଷ ସାରା ଦେଶରେ ୫୧ଟି କ୍ଷେପଣାସ୍ତ୍ର ଏବଂ ୬୫୩ଟି ଡ୍ରୋନ୍ ନିକ୍ଷେପ କରିଛି। ୟୁକ୍ରେନୀୟ ବାୟୁସେନା କହିଛି...
ଇଣ୍ଡିଗୋକୁ ନିର୍ଦ୍ଦେଶ ଦେଲା ବେସାମରିକ ମନ୍ତ୍ରଣାଳୟ: ଯାତ୍ରୀଙ୍କ ଟଙ୍କା ଓ ଲଗେଜ୍ ଫେରାଅ
ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋରେ ଲାଗି ରହିଥିବା ଅଚଳାବସ୍ଥାକୁ ନେଇ କେନ୍ଦ୍ର ବେସାମରିକ ମନ୍ତ୍ରଣାଳୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଡିସେମ୍ବର ୭ ରାତି ୮ଟା ସୁଦ୍ଧା ସମସ୍ତ ଯାତ୍ରୀଙ୍କ ଟଙ୍କା ଫେରସ୍ତ କରିବାକୁ ମନ୍ତ୍ରଣାଳୟ...
ଭାରତ-ରୁଷର ନିବିଡ ସମ୍ପର୍କ ଏବେ ଆତଙ୍କବାଦ ଉପରେ ହେବ ପ୍ରହାର
ସାମ୍ବାଦିକ ସମ୍ମିଳନୀରେ ଦୁଇ ଦେଶର ବନ୍ଧୁତାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେଦ ମୋଦି । ସେ କହିଛନ୍ତି,"ଭାରତ ଏବଂ ରୁଷର ସମ୍ପର୍କ ଧ୍ରୁବ ତାରା ସଦୃଶ । ବିଗତ ଆଠ ବର୍ଷ ମଧ୍ୟରେ ବିଶ୍ୱରେ...
ପିଏମ୍ ମୋଦୀଙ୍କ ସହ ବୈଠକ ପାଇଁ ପହଞ୍ଚିଲେ ପୁଟିନ
ଭାରତ ଗସ୍ତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ସକାଳେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହାପରେ ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ‘ଗାର୍ଡ ଅଫ ଅନର’ ସମ୍ମାନ ପ୍ରଦାନ କରାଗଲା। ସେଠାରୁ ସେ...



















