29.1 C
Bhubaneswar
Saturday, September 12, 2026
-Advertisement-

ନାଗରିକତ୍ୱ ସ୍ଥିର କରିପାରିବେନି ନିର୍ବାଚନ କମିଶନ:ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସ୍ପଷ୍ଟୀକରଣ କରିଛନ୍ତି ଯେ କୌଣସି ବ୍ୟକ୍ତି ଭାରତର ନାଗରିକ କି ନୁହେଁ, ତାହା ସ୍ଥିର କରିବା ନିର୍ବାଚନ କମିଶନଙ୍କ ଅଧିକାର ଭିତରେ ଆସେ ନାହିଁ। ଭାରତୀୟ ସମ୍ବିଧାନ ନିର୍ବାଚନ କମିଶନଙ୍କୁ...

ଜୈଶ-ଇ-ମହମ୍ମଦର ୫ ଆତଙ୍କବାଦୀ ଗିରଫ, ଘଟାଇଥାନ୍ତେ ଦେଶବ୍ୟାପୀ ବିସ୍ଫୋରଣ

ଅହମ୍ମଦାବାଦ: ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (JeM)ର ଏକ ମଡ୍ୟୁଲ୍ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗୁଜୁରାଟ ଆତଙ୍କବାଦ ବିରୋଧୀ ଦଳ (ATS) ପାଞ୍ଚ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଏହି ଗିରଫଦାରୀ...

ପ୍ରକାଶ ହେଲା NEET-UG ୨୦୨୬ ପରୀକ୍ଷାର ଫଳାଫଳ

ନୂଆଦିଲ୍ଲୀ : ଜୁଲାଇ ୧୬ ତାରିଖରେ NEET-UG ୨୦୨୬ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି | ଦେଶ ବିଦେଶର ୫୫୧ଟି ସହରରେ ୫,୪୪୦ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୨୦ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ...

ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କେନ୍ଦ୍ରକୁ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଏବେ ସାରା ଦେଶରେ ଦୃଷ୍ଟି ଆକର୍ଷଣ କରିଛି ସୋନମ ୱାଙ୍ଗଚୁକଙ୍କ ଦୀର୍ଘ ୧୯ ଦିନର ଅନଶନ । ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଏହି ଗମ୍ଭୀର ପରିସ୍ଥିତିକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ...

ବଙ୍ଗୋପସାଗରରେ ଦୁର୍ଘଟଣା, ୫୦୦ରୁ ଅଧିକ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ: ବଙ୍ଗୋପସାଗରର ମିଆଁମାର ଉପକୂଳରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇ ଯାଉଥିବା ଦୁଇଟି ଡଙ୍ଗା ଗଭୀର ସମୁଦ୍ରରେ ବୁଡ଼ି ଯାଇଛି। ଏଥିରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। କୌଣସି ସାମୁଦ୍ରିକ ଦୁର୍ଘଟଣାରେ ଏତେ ସଂଖ୍ୟକ ଜୀବନ ଯିବା ସମ୍ଭବତଃ...

ଫିଫା ବିଶ୍ୱକପ୍ ୨୦୨୬: ସେମିଫାଇନାଲରେ ଫ୍ରାନ୍ସର ଯାତ୍ରା ଶେଷ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ ୨୦୨୬ ସେମିଫାଇନାଲ ମ୍ୟାଚରେ ସ୍ପେନ୍ ଫ୍ରାନ୍ସକୁ ୨-୦ ଗୋଲରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଛି। କାଇଲିଆନ୍ ଏମବାପେ ମଧ୍ୟ ସ୍ପେନ୍‌ର ପ୍ରତିରକ୍ଷା ଭେଦ କରିପାରି ନଥିଲେ, ତିନୋଟି ସୁଯୋଗ ସୃଷ୍ଟି କରିଥିଲେ। କିନ୍ତୁ...

ହୋର୍ମୁଜ୍ ପ୍ରଣାଳୀରେ ଭାରତୀୟ ନାବିକଙ୍କ ମୃତ୍ୟୁ: ଆକ୍ସନ ମୋଡ୍‌ରେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଇରାନର ହୋର୍ମୁଜ୍ ପ୍ରଣାଳୀରେ ମର୍ଚ୍ଚାଣ୍ଟ ଶିପ୍ ଆରବ ଏମିରେଟ୍ସ (UAE)ର ତେଲ ଟ୍ୟାଙ୍କର ଉପରେ ହୋଇଥିବା ଆକ୍ରମଣରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିବା ପରେ ଭାରତ ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାରତ ପକ୍ଷରୁ ସମନ...

ଲର୍ଡସରେ ଇଂଲଣ୍ଡକୁ ହରାଇ ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ ଟିମ୍

ନୂଆଦିଲ୍ଲୀ: ଲର୍ଡସରେ ଖେଳା ଯାଇଥିବା ମହିଳା ଟେଷ୍ଟ ରେ ଘରୋଇ ଇଂଲଣ୍ଡକୁ ୨୭୦ ରନରେ ହରାଇ ନୂଆ ଇତିହାସ ରଚିଛି ଭାରତୀୟ ମହିଳା କ୍ରିକେଟ ଟିମ l ଲର୍ଡସ ମୈଦାନରେ ୧୮୮୪ ମସିହାରେ ପ୍ରଥମ ପୁରୁଷ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା।...

୧୭ ବର୍ଷର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ, CSK ପଦ ଛାଡ଼ିଲେ ଷ୍ଟିଫେନ୍ ଫ୍ଲେମିଙ୍ଗ୍

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସ ଦଳର ମୁଖ୍ୟ କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଆଇପିଏଲ୍ ୨୦୨୬ ସିଜନ୍‌ରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନରେ ଫ୍ଲେମିଙ୍ଗ୍‌ ଏହି ପଦକ୍ଷେପ ନେଇଛନ୍ତି । CSK ସହିତ ୧୭ ବର୍ଷର ସମ୍ପର୍କ...

କୁୱେତ, ବାହାରିନ ଓ ଜୋର୍ଡାନ ସ୍ଥିତ ଆମେରିକା ଘାଟି ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ: ଆମେରିକା ପକ୍ଷରୁ ଇରାନର ୫ଟି ପ୍ରଦେଶ ଉପରେ ଏକକାଳୀନ ଆକ୍ରମଣ କରାଯିବା ପରେ, ଏବେ ତେହେରାନ ପକ୍ଷରୁ ଏହାର ପ୍ରତିଶୋଧ ନିଆଯାଇଛି। ଆଜି ଇରାନ ତିନୋଟି ଦେଶରେ ଥିବା ଆମେରିକୀୟ ସାମରିକ ଘାଟିକୁ ଟାର୍ଗେଟ କରିଛି। କୁୱେତ, ବାହାରିନ...
- Advertisement -

Latest article

Clause Shiny Wilds Right to Void Winnings

SommaireQu'est-ce que la Clause « Droit d’Annuler les Gains » ?Les Situations Courantes Menant à l'Application de la ClauseProcédure et Délais en Cas de...

Supabet Valeur à Long Terme du Programme VIP

SommaireComment Fonctionne l'Ascension dans les Niveaux VIPLes Avantages Concrets par Niveau de StatutTableau Comparatif des Principaux Bénéfices VIPLe Cashback et les Bonus : Une...

VegasNow Minimum Withdrawal Amount Per Method

ContentsUnderstanding Minimum Withdrawal LimitsMinimum Withdrawal Amounts by Payment MethodStep-by-Step Withdrawal ProcessCommon Issues and TroubleshootingMaximizing Your Withdrawal EfficiencyConclusion: Getting Your Winnings Quickly VegasNow Minimum Withdrawal Amount...