25.1 C
Bhubaneswar
Sunday, March 8, 2026
-Advertisement-

ରୁଷ ସଂସଦ ନେଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ରୁଷ ସଂସଦ ଭାରତ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସାମରିକ ଚୁକ୍ତିନାମାକୁ ଅନୁମୋଦନ କରିବାକୁ ଯାଉଛି। ଏହି ବର୍ଷ ଫେବୃଆରୀରେ ଭାରତ ଏବଂ ରୁଷ ୨୦୨୫ ପାଇଁ ପାରସ୍ପରିକ ଆଦାନପ୍ରଦାନ ଲଜିଷ୍ଟିକ୍ସ...

ଆଫଗାନ ପାସପୋର୍ଟ ଧାରକଙ୍କ ଭିସା ସ୍ଥଗିତ କଲା ଆମେରିକା

ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟରେ ନିଶ୍ଚିତ କରିଛନ୍ତି ଯେ ଆଫଗାନ ପାସପୋର୍ଟରେ ଯାତ୍ରା କରୁଥିବା ସମସ୍ତ ଲୋକଙ୍କ ପାଇଁ ଭିସା ସ୍ଥଗିତ କରାଯାଇଛି, ଏହି କାର୍ଯ୍ୟାନୁଷ୍ଠାନ ଦୁଇ ନ୍ୟାସନାଲ ଗାର୍ଡ...

ଆଫଗାନିସ୍ତାନର ଡ୍ରୋନ ଆକ୍ରମଣରେ ୩ ଜଣ ଚୀନ ନାଗରିକଙ୍କ ମୃତ୍ୟୁ

ଆଫଗାନିସ୍ତାନ ସୀମା ନିକଟରେ ତାଜିକିସ୍ତାନର ଏକ ସୁନା ଖଣି ଉପରେ ଆକ୍ରମଣରେ ତିନି ଜଣ ଚୀନ୍ ନାଗରିକଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନୀ ଅଧିକାରୀମାନେ ଏହି ଆକ୍ରମଣକୁ ଆଫଗାନିସ୍ତାନ ତାଲିବାନ ବିରୁଦ୍ଧରେ ଚୀନ୍ ସରକାରଙ୍କୁ ଉସୁକାଇବା ପାଇଁ ଏକ ବାହାନା...

ହ୍ୱାଇଟ୍ ହାଉସ୍ ନିକଟରେ ଗୁଳିମାଡ଼

ଆମେରିକାରେ ଗୁଳିକାଣ୍ଡ ନିରନ୍ତର ଜାରି ରହିଛି। ବୁଧବାର ୱାଶିଂଟନ୍‌ରେ ମୁତୟନ ଥିବା ପଶ୍ଚିମ ଭର୍ଜିନିଆ ନ୍ୟାସନାଲ୍ ଗାର୍ଡର ଦୁଇ ସଦସ୍ୟଙ୍କୁ ହ୍ୱାଇଟ୍ ହାଉସ୍ ଠାରୁ ମାତ୍ର କିଛି ବାଟ ଦୂରରେ ଗୁଳି କରାଯାଇଥିଲା। ଗୁଳିକାଣ୍ଡରେ ଦୁଇ ନ୍ୟାସନାଲ୍ ଗାର୍ଡ ସଦସ୍ୟଙ୍କ...

ହଂକଂରେ ଭୟଙ୍କର ଅଗ୍ନିକାଣ୍ଡ,୪୪ ମୃତ

ଗତକାଲି (ବୁଧବାର) ହଂକଂ ପୋ' ଜିଲ୍ଲାର ଏକ ହାଉସିଂ କମ୍ପ୍ଲେକ୍ସରେ ଥିବା ଏକାଧିକ ବଡ଼ ବଡ଼ ଅଟ୍ଟାଳିକାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ଉପର ମହଲାରେ ଫସି ରହିଥିବା ଲୋକଙ୍କ ପାଖରେ...

ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧କୁ ଉନ୍ମୋଚନ କଲେ ମୋଦି

ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଥମ ସ୍ବଦେଶୀ ଜ୍ଞାନକୌଶଳରେ ତିଆରି ଘରୋଇ ରକେଟ୍ ‘ ବିକ୍ରମ-୧’କୁ ଭିଡ଼ିଓ କ କନଫେରେନ୍ସ ମାଧ୍ଯମରେ ଉନ୍ମୋଚନ କରିଛନ୍ତି ।ଏହି ଅବସରରେ ପ୍ରଧନମନ୍ତ୍ରୀ ମୋଦି କହିଛନ୍ତି " ଆମର ଅଧିକାଂଶ ମହାକାଶ...

ଦକ୍ଷିଣ ଆଫ୍ରିକାକୁ ଜି୨୦ ଶିଖର ସମ୍ମିଳନୀରେ ନିମନ୍ତ୍ରଣ କରିବିନି:ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଆସନ୍ତା ବର୍ଷ ଫ୍ଲୋରିଡାରେ ହେବାକୁ ଥିବା ଜି୨୦ ସମ୍ମିଳନୀ ପାଇଁ ଦକ୍ଷିଣ ଆଫ୍ରିକାକୁ ନିମନ୍ତ୍ରଣ କରାଯିବ ନାହିଁ। ଗତ ସପ୍ତାହରେ, ଆମେରିକା ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଦକ୍ଷିଣ ଆଫ୍ରିକା ନେତାଙ୍କ ସମ୍ମିଳନୀକୁ ବର୍ଜନ...

ଓଡ଼ିଶା ଗ୍ରସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗ୍ରସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶା ବିଧାନସଭାରେ ଅଭିଭାଷଣ ରଖିବା ସହ ରାଜଭବନରେ ନୂଆ କଳିଙ୍ଗ ଅତିଥି ନିବାସର ଶୁଭ ଉଦଘାଟନ କରିବେ ରାଷ୍ଟ୍ରପତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସନ୍ଧ୍ୟା ୪.୩୦ରେ...

ଦିଲ୍ଲୀ ଲାଲକିଲ୍ଲା ବୋମା ବିସ୍ଫୋରଣରେ ଗିରଫ ହେଲା ଆଉଜଣେ ଅଭିଯୁକ୍ତ

ଲାଲକିଲ୍ଲାରେ ହୋଇଥିବା ବୋମା ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତ ସଂସ୍ଥା ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତଦନ୍ତକାରୀ ସଂସ୍ଥା ଅନୁଯାୟୀ ଏହି ଅଭିଯୁକ୍ତ ବିସ୍ଫୋରଣ ପୂର୍ବରୁ ମୁଖ୍ୟ ଆତଙ୍କବାଦୀ ଉମର ନବିକୁ ସମର୍ଥନ କରିଥିଲା। ତାକୁ ଲୁଚିବା ପାଇଁ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା;୧ କୋଟି ଯୁବକ-ଯୁବତୀଙ୍କୁ ଦିଆଯିବ ଚାକିରି

ବିହାରରେ ନୂଆ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗଳବାର ଦିନ ଅନେକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଯୁବକମାନଙ୍କୁ ସରକାରୀ ଚାକିରି ଏବଂ ନିଯୁକ୍ତି ପ୍ରଦାନ କରିବା ଆରମ୍ଭରୁ ତାଙ୍କର ପ୍ରାଥମିକତା...
- Advertisement -

Latest article

Your Go-To Guide for Mastering Dexscreener and DEX Scanning

Your Go-To Guide for Mastering Dexscreener and DEX Scanning Содержание What is Dexscreener? Key Features of Dexscreener How to Utilize Dexscreener Benefits of Using a DEX Scanner Conclusion: Why Choose...

Why Traders Choose Dexscreener for Informed Decisions

Why Traders Choose Dexscreener for Informed Decisions Содержание Overview of Dexscreener Key Features of Dexscreener Benefits of Using Dexscreener How to Download and Use Dexscreener Comparison with Other DEX Scanners For...

ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ରାଜ୍ୟସଭା ପାଇଁ ବିଜେଡି ଆଜି ୨ ଜଣଙ୍କ ନାଁମ ଘୋଷଣା କରିଛି। କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ଓ କାହାକୁ ରାଜ୍ୟସଭା ପାଇଁ ଟିକେଟ୍‌ ମିଳିବ ତାକୁ ନେଇ ରାଜ୍ୟବାସୀ...