ଶେଷ ଦିନରେ ବଡ କଥା କହିଲେ ସିଜେଆଇ
ପୂର୍ବତନ ପ୍ରଧାନ ବିଚାରପତି ବିଆର ଗବାଇ ସୋମବାର ନିଜର ଉତ୍ତରାଧିକାରୀ ବିଚାରପତି ସୂର୍ଯ୍ୟକାନ୍ତ ପାଇଁ ସରକାରୀ ମର୍ସିଡିଜ ବେଞ୍ଜ କାର ଛାଡି ଦେଇଛନ୍ତି । ଏହିପରି ଭାବେ ଶପଥ ଗ୍ରହଣ ସମାରୋହ ପରେ ରାଷ୍ଟ୍ରପତି ଭବନରେ ସେ ନୂତନ...
ଭାରତରେ ପହଞ୍ଚିଲା ଶହୀଦ ନମାଂଶ ସିଆଲଙ୍କ ପାର୍ଥିବ ଶରୀର
ନଭେମ୍ବର ୨୧ ତାରିଖ ଶୁକ୍ରବାର ଅପରାହ୍ନରେ ଦୁବାଇ ଏୟାର ଶୋରେ ଭାରତର ଲଢୁଆ ବିମାନ ତେଜନ କ୍ରାସ ହୋଇଥିଲା । ଏୟାର ଶୋରେ ଶକ୍ତି ଦେଖାଉଥିବା ସମୟରେ ହଠାତ ତଳକୁ ଖସିପଡିଥିଲା ବିମାନ । ପରେ ବିମାନରେ ନିଆଁ ଲାଗିଯାଇଥିଲା,...
ଭରତୀୟ ଛାତ୍ରଙ୍କ ଉପରେ ଆତଙ୍କବାଦୀଙ୍କ ନଜର
ଆତଙ୍କବାଦୀ ମଡ୍ୟୁଲ୍ ଗିରଫ ପରେ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସ୍ଆଇ ଅନୁମାନ କରିଛି କି ଭାରତୀୟ ଗୁଇନ୍ଦା ଏଜେନ୍ସିମାନେ ଏବେ ସେମାନଙ୍କ କାର୍ଯ୍ୟକଳାପ ଉପରେ ଅଧିକ କଡ଼ା ନଜର ରଖିବେ। ସେଥିପାଇଁ ବିଦେଶରେ ପଢ଼ୁଥିବା ଭାରତୀୟ ଛାତ୍ରମାନଙ୍କୁ ଟାର୍ଗେଟ କରିବାର...
ଇସ୍ରାଏଲ ଆକ୍ରମଣରେ ହମାସରେ ୨୦ ଜଣଙ୍କ ମୃତ୍ୟୁ
ଗାଜାରେ ଇସ୍ରାଏଲୀ ବିମାନ ଆକ୍ରମଣରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି ଓ ୮୦ରୁ ଅଧିକ ଆହତ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ପ୍ରଥମ ଆକ୍ରମଣ ରିମାଲ ଅଞ୍ଚଳରେ ଏକ କାରକୁ ଟାର୍ଗେଟ କରି ସେଥିରେ ନିଆଁ ଲଗାଇ ଦିଆଯାଇଥିଲା...
ଜି୨୦ ସମ୍ମିଳନୀରେ ବିଶ୍ୱର ବିକାଶ ଉପରେ ଗୁରୁତ୍ୱ ଦେଲେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦକ୍ଷିଣ ଆଫ୍ରିକାର ଜୋହାନ୍ସକବର୍ଗରେ ଆୟୋଜିତ ଜି୨୦ ଶିଖର ସମ୍ମିଳନୀରେ ଯୋଗ ଦେଇ ବିଶ୍ୱର ସାମଗ୍ରିକ ବିକାଶର ଦିଗ ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ପ୍ରଧାନମନ୍ତ୍ରୀ ଜୋହାନ୍ସବର୍ଗରେ କହିଛନ୍ତି ଯେ ଦଶକ ଦଶକରୁ ଜି୨୦...
ଏୟାର ଶୋ’ ବେଳେ ଜଳିଗଲା ଲଢୁଆ ବିମାନ ତେଜସ
ଦୁବାଇ ଏୟାର ଶୋ’ରେ ଉଡ଼ାଣ ପ୍ରଦର୍ଶନ ବେଳେ ଜଳିଗଲା ଭାରତର ଯୁଦ୍ଧ ବିମାନ ତେଜସ୍। କ୍ରାସର କାରଣ ଜଣାପଡିନଥିବା ବେଳେ ପାଇଲଟଙ୍କର ମୃତ୍ୟୁ ହୋଇଥିବା ନେଇ ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । ଦୁର୍ଘଟଣାଗ୍ରସ୍ତ ହେବା ମାତ୍ରେ...
ଜୟପୁର ଓ ଅହମ୍ମଦାବାଦ ବ୍ଲାଷ୍ଟରେ ସାମ୍ନାକୁ ଆସିଛି ଅଲ-ଫଲାହ ବିଶ୍ବବିଦ୍ୟାଳୟର ନାମ
ଦିଲ୍ଲୀ ଲାଲକିଲ୍ଲା ନିକଟରେ ବିସ୍ଫୋରଣରେ ଅଭିଯୁକ୍ତ ଡ.ଉମର ନବିର ଗିରଫ ହେବାପରେ ଗୁଇନ୍ଦା ଏଜେନ୍ସି ବିଶ୍ୱ ବିଦ୍ୟାଳୟ ସହ ଜଡିତ ଅନେକ ଚାଞ୍ଚଲ୍ୟକର ତଥ୍ୟ ବାହାର କରିଛି । ନବି ଏହି ୟୁନିଭର୍ସିଟି ସହ ଜଡିତ ଥିଲା । ନବିର...
ଦିଲ୍ଲୀ ବିସ୍ଫୋରଣ ମାମଲାରେ ଗିରଫ ହେଲେ ଆଉ ୪ ଜଣ
ଦିଲ୍ଲୀରେ ହୋଇଥିବା ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା ଜମ୍ମୁ କାଶ୍ମୀର ଓ ଉତ୍ତର ପ୍ରଦେଶରୁ ଆଉ ଚାରି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଜମ୍ମୁ କାଶ୍ମୀର ପୁଲୱାମାର ଡାକ୍ତର ମୁଜାମିଲ୍ ଶକୀଲ, ଅନନ୍ତନାଗର ଡାକ୍ତର...
ଦିଲ୍ଲୀ ବିସ୍ଫୋରଣ:ରସିଦ ଅଲ୍ଲୀକୁ ୧୦ ଦିନ ପାଇଁ ରିମାଣ୍ଡରେ ନେଲା NIA
ଦିଲ୍ଲୀ ବିସ୍ଫୋରଣ ଘଟଣାରେ ମୁଖ୍ୟ ଆସାମୀ ଉମରଙ୍କ ସହଯୋଗୀ ରସିଦ ଅଲ୍ଲୀକୁ ୧୦ ଦିନର ରିମାଣ୍ଡରେ ନେଲା ଏନଆଇଏ । ପଟିଆଲା ହାଉସ୍ କୋର୍ଟରେ ଆଜି ତାଙ୍କୁ ହାଜର କରାଇ ରିମାଣ୍ଡ ପାଇଁ ଅନୁମତି ନେଲା ଏନଆଇଏ। ପରେ...
ପାକିସ୍ତାନକୁ ସ୍ଥଳସେନାର ଚେତାବନୀ
ଭାରତୀୟ ସ୍ଥଳ ସେନାଧ୍ୟକ୍ଷ ଉପେନ୍ଦ୍ର ଦ୍ବିବେଦୀ ଏକ ବଡ଼ ବୟାନ ଦେଇଛନ୍ତି ପହଲଗାମ ଆତଙ୍କୀ ଆକ୍ରମଣ ପରେ ମେ’ ମାସରେ ହୋଇଥିବା ଅପରେସନ ସିନ୍ଦୂରକୁ ନେଇ ସେ କହିଛନ୍ତି, ଅପରେସନ ସିନ୍ଦୂର ତ କେବଳ ଏକ ଟ୍ରେଲର ଥିଲା,...



















