27.1 C
Bhubaneswar
Saturday, September 12, 2026
-Advertisement-

ନୂଆ ଭୋଟର ରେଜିଷ୍ଟ୍ରେସନ ପାଇଁ ନୂଆ ନିୟମ

ନୂଆଦିଲ୍ଲୀ: ନୂଆ ଭୋଟରଙ୍କ ଲାଗି ନିର୍ବାଚନ ଆୟୋଗ ଅନଲାଇନ ରେଜିଷ୍ଟ୍ରେସନ ପ୍ରକ୍ରିୟାରେ ନୂଆ ନିୟମ ଲାଗୁ କରିଛନ୍ତି। ଏବେ ଫର୍ମ-୬ ପୂରଣ କରୁଥିବା ଆବେଦନକାରୀଙ୍କୁ ନିଜ ପିତାମାତଙ୍କ ଏସଆଇଆର ସମ୍ପର୍କିତ ସୂଚନା ମଧ୍ୟ ଦେବାକୁ ପଡିବ। ଯଦି ଅନଲାଇନ ଆବେଦନ...

ଫିନଲ୍ୟାଣ୍ଡରେ ନିଖୋଜ ଭାରତୀୟ ଛାତ୍ରଙ୍କ ମୃତଦେହ ସମୁଦ୍ରରୁ ଉଦ୍ଧାର

ହାଇଦ୍ରାବାଦ: ଫିନଲ୍ୟାଣ୍ଡରେ ଜଣେ ୧୮ ବର୍ଷୀୟ ନିଖୋଜ ଭାରତୀୟ ଛାତ୍ରଙ୍କ ମୃତଦେହ ସମୁଦ୍ରରୁ ଉଦ୍ଧାର ହୋଇଛି | ମୃତ ଛାତ୍ର ହାଇଦ୍ରାବାଦର ମନିଦୀପ୍‌ ରେଡ୍ଡୀ ବୋଲି ଜଣାପଡ଼ିଛି। ତାଙ୍କୁ ଶେଷ ଥର ପାଇଁ ମେ ୫ ତାରିଖରେ ହେଲସିଙ୍କିର ଏକ...

ଟ୍ରମ୍ପଙ୍କ ବଡ଼ ଚେତାବନୀ: ମୋତେ କିଛି ହେଲେ ଇରାନର ପରିଣାମ ଭୟଙ୍କର ହେବ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନିଜ ଜୀବନ ପ୍ରତି ଥିବା ବିପଦ ସମ୍ପର୍କରେ ଆଶଙ୍କା ପ୍ରକଟ କରିବା ସହ ଇରାନକୁ ଶକ୍ତ ଚେତାବନୀ ଦେଇଛନ୍ତି। ଶୁକ୍ରବାର ଏକ ବୟାନରେ ଟ୍ରମ୍ପ କହିଛନ୍ତି ଯେ, ଯଦି ଇରାନ...

ଜାମିନ ରେ ଆସିଥିବା ଅଭିଯୁକ୍ତ ୬ ଜଣଙ୍କୁ କଲା ନିର୍ମମ ହତ୍ୟା

ତେଲେଙ୍ଗନା: ଜାମିନରେ ଆସିଥିବା ଜଣେ ୩୫ ବର୍ଷୀୟ ବ୍ୟକ୍ତି ନିଜ ପତ୍ନୀ ଏବଂ ଦୁଇ ନାବାଳକ ପୁଅଙ୍କୁ ହତ୍ୟା କରିବା ପରେ ତାଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ଜଣେ ନାବାଳିକା ଓ ତାଙ୍କ ପରିବାରର ଅନ୍ୟ ଦୁଇ...

ଜାତୀୟ ସଂଗୀତ ଓ ଜାତୀୟ ଗୀତ ଗାନ ପାଇଁ ମାର୍ଗଦର୍ଶିକା ଜାରିକଲା କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ (MHA) ଏକ ନୂତନ ସର୍କୁଲାର ଜାରି କରି ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗକୁ ଜାତୀୟ ସଂଗୀତ ଓ ଜାତୀୟ ଗୀତ ଗାନ ଉପରେ ଏକ ମାର୍ଗଦର୍ଶିକା ଜାରି...

ଆବେଦନକାରୀଙ୍କ ଅଶୋଭନୀୟ ଆଚରଣ: ସୁପ୍ରିମକୋର୍ଟରେ CJIଙ୍କ ଉପରକୁ ଫିଙ୍ଗିଲେ କାଗଜ ପତ୍ର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଶୁକ୍ରବାର ଦିନ ଜଣେ ଆବେଦନକାରୀ ଅଶୋଭନୀୟ ଆଚରଣ କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛିl ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ଆଦେଶକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନର ଶୁଣାଣି ସମୟରେ ଆବେଦନ କାରୀ ନିଜେ ହାଜର...

ଭାରତୀୟ ହକି ଦଳରେ ଓଡ଼ିଶାର ଦୁଇ ଝିଅଙ୍କୁ ସୁଯୋଗ

ଭୁବନେଶ୍ୱର: ଜାପାନରେ ଅନୁଷ୍ଠିତ ହେବାକୁ ଥିବା ୨୦ତମ ଏସିଆନ ଗେମ୍ସ-୨୦୨୬ ପାଇଁ ଭାରତୀୟ ମହିଳା ହକି ଦଳ ଘୋଷଣା ହୋଇଛି। ଏହା ଆସନ୍ତା ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ | ହକି ଇଣ୍ଡିଆ ପକ୍ଷରୁ ଶୁକ୍ରବାର ଘୋଷିତ...

ଅଦିନିଆ ରଥଯାତ୍ରା ପାଇଁ ପୁନର୍ବିଚାର ଆବେଦନ ପ୍ରତ୍ୟାଖାନ କଲା ଇସ୍କନ

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ସୁରକ୍ଷାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ଇସ୍କନ ମଧ୍ୟରେ ଚାଲିଥିବା ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି । ଗତ ୪ ଜୁଲାଇ ୨୦୨୬ରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ,...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଷ୍ଟ୍ରେଲିଆ ଗସ୍ତ;ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ଅଷ୍ଟ୍ରେଲିଆ ସହ ବଡ଼ ଚୁକ୍ତି

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରତିରକ୍ଷା ଭାଗିଦାରୀକୁ ଏକ ନୂତନ ସ୍ତରକୁ ନେବା ପାଇଁ "ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ୨୦୨୬" ଉପରେ ମିଳିତ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଏହି ମିଳିତ ଚୁକ୍ତିନାମାରେ ସମୁଦାୟ ୨୦ଟି ପ୍ରସଙ୍ଗ ଉପରେ...

ବଦ୍ରୀନାଥ ମନ୍ଦିରରୁ ଦାନ ଚୋରି ମାମଲାରେ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ବିକେଟିସି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବ

ନୂଆଦିଲ୍ଲୀ: ବଦ୍ରୀନାଥ ମନ୍ଦିରରେ ଦାନ ଚୋରି ଅଭିଯୋଗ ପରେ ବଦ୍ରୀନାଥ-କେଦାରନାଥ ମନ୍ଦିର ସମିତି (ବିକେଟିସି) ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବ ପ୍ରମୋଦ ନୌଟିୟାଲଙ୍କୁ ନିଲମ୍ବିତ କରାଯାଇଛି। ଏହା ସହିତ ତାଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି।ମନ୍ଦିର ସମିତି ପକ୍ଷରୁ...
- Advertisement -

Latest article

Clause Shiny Wilds Right to Void Winnings

SommaireQu'est-ce que la Clause « Droit d’Annuler les Gains » ?Les Situations Courantes Menant à l'Application de la ClauseProcédure et Délais en Cas de...

Supabet Valeur à Long Terme du Programme VIP

SommaireComment Fonctionne l'Ascension dans les Niveaux VIPLes Avantages Concrets par Niveau de StatutTableau Comparatif des Principaux Bénéfices VIPLe Cashback et les Bonus : Une...

VegasNow Minimum Withdrawal Amount Per Method

ContentsUnderstanding Minimum Withdrawal LimitsMinimum Withdrawal Amounts by Payment MethodStep-by-Step Withdrawal ProcessCommon Issues and TroubleshootingMaximizing Your Withdrawal EfficiencyConclusion: Getting Your Winnings Quickly VegasNow Minimum Withdrawal Amount...