33.1 C
Bhubaneswar
Sunday, April 20, 2025
-Advertisement-

ପାଣ୍ଡିୟାନଙ୍କ ଭିଆରଏସ୍ ପଛରେ କେନ୍ଦ୍ର ସରକାର !

ରାଜ୍ୟର ପ୍ରଭାବଶାଳୀ ଆଇଏଏସ ଅଫିସର ଭି.କେ. ପାଣ୍ଡିୟାନ ସ୍ବେଚ୍ଛାକୃତ ଅବସର ନେବା ପାଇଁ ଗତ 20 ତାରିଖ ଶୁକ୍ରବାର ଦିନ ଆବେଦନ କଲେ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟକୁ ଏ...

ଓଡିଶାର ନୂଆ ରାଜ୍ୟପାଳ ରଘୁବର ଦାସ

ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ହେବେ ଓଡିଶାର ନୂଆ ରାଜ୍ୟପାଳ । ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶାର ନୂଆ ରାଜ୍ୟପାଳ ଭାବେ ରଘୁବର ଦାସଙ୍କୁ ନିଯୁକ୍ତି ଦେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ଗତ...

ଇଣ୍ଡିଆନ ଆଇଡଲରେ ସମ୍ ଡାକ୍ତର ରୋହନ

ଇଣ୍ଡିଆନ ଆଇଡଲ୍ 14 ରେ ଓଡିଆ ଡାକ୍ତର ରୋହନ ବିଶ୍ବାଳ ଗୋଲ୍ଡେନ ଟିକଟ ସହ ଥିଏଟର ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ପ୍ରତ୍ୟେକ ଶନିବାର ଓ ରବିବାର ଦିନ ସୋନୀ ଟିଭିରେ ପ୍ରସାରିତ ଇଣ୍ଡିଆନ ଆଇଡଲ୍ ସିଜନ 14ରେ ଡାକ୍ତର...

ପ୍ରଫେସର ଶୀତିକଣ୍ଠ ମିଶ୍ରଙ୍କୁ ପର୍ଯ୍ୟଟନ ଓ ଆତିଥ୍ୟ କ୍ଷେତ୍ରରେ ଦ୍ରୋଣାଚାର୍ଯ୍ୟ ସମ୍ମାନ

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଉପକୂଳପତି ପ୍ରଫେସର ଶୀତିକଣ୍ଠ ମିଶ୍ରଙ୍କୁ ପର୍ଯ୍ୟଟନ ଓ ଆତିଥ୍ୟ କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନୀତ କରାଯାଇଛି । ଅଯୋଧ୍ୟାରେ ଆଯୋଜିତ ତୃତୀୟ ଟୁରିଜିମ୍ ଷ୍ଟୁଡେଣ୍ଟସ କନକ୍ଲେଭରେ ଏଙି ସମ୍ମାନ ପ୍ରଜାନ...

ବସ୍ତି ପିଲାଙ୍କ ଭବିଷ୍ୟତ ନିର୍ମାଣରେ ‘ଜାଗୋ’

ଭୁବନେଶ୍ୱର: ବସ୍ତିରେ ଅନେକ ଅବହେଳିତ ଓ ନିଷ୍ପେସିତ ପିଲା ରହୁଛନ୍ତି । ବିଭିନ୍ନ କାରଣରୁ ସେମାନେ ବସ୍ତି ଭିତରେ ହିଁ ସୀମିତ ରହିଯାଉଛନ୍ତି । ପାଠପଢ଼ା ତ ଦୂରର କଥା, ଦେହ ଲୁଚାଇବାକୁ ଖଣ୍ଡେ ଭଲ ପୋଷାକ ଆଉ ଦି’...

ଭାରତୀଙ୍କୁ ପୁଣି ଚାକିରୀ ଦେଲେ ସରକାର

ମୟୁରଭଞ୍ଜ ଖୁଣ୍ଟା ବ୍ଲକର ବ୍ୟାଙ୍କ ମିତ୍ର ଭାରତୀ ସିଂଙ୍କୁ ପୁଣି ଚାକିରୀ ଫେରାଇ ଦେଇଛନ୍ତି ସରକାର । ବ୍ଲକ ପ୍ରଶାସନ ତାଙ୍କୁ ଚିଠି ଲେଖି ଚାକିରୀରେ ଯୋଗ ଦେବାକୁ କହିଛି । ଭାରତୀ କହିଛନ୍ତି, ସେ ସତ୍ୟ ନ୍ୟାୟରେ ଥିବାରୁ...

କିସ୍‍ ଫାଉଣ୍ଡେସନ୍‍ର ସହାୟତା: ବଦଳିଲା ୪ ଅନାଥ ଝିଅଙ୍କ ଭାଗ୍ୟ

କିସ୍‍ ଫାଉଣ୍ଡେସନ୍‍ ଯୋଗୁଁ ପୁରୀ ଜିଲ୍ଲା ଚନ୍ଦନପୁର ନିକଟସ୍ଥ ରଘୁରାଜପୁର ଗ୍ରାମର ୪ ଅନାଥ ଭଉଣୀଙ୍କ ଭାଗ୍ୟ ବଦଳିଯାଇଛି । ସେମାନଙ୍କ ମୁହଁରେ ଆଜି ହସ ଫୁଟିଛି । ପୂର୍ବ ପ୍ରତିଶ୍ରୁତି ମୁତାବକ କିସ୍‍ ଫାଉଣ୍ଡେସନ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ...

ଚାଇନାରେ କିଶୋରଙ୍କ ଚମକ

ସମସ୍ତଙ୍କ ଅପେକ୍ଷା ଥିଲା ଓଡିଆ ପୁଅ କିଶୋର ଏସୀୟ କ୍ରୀଡାରେ ଦେଶ ପାଇଁ ଗୌରବ ଆଣିବେ । ତାହା ହିଁ ହେଲା । ଚାଇନାରେ ଅନୁଷ୍ଠିତ ଏସୀୟ କ୍ରୀଡାରେ ଜାଭଲିନ ଥ୍ରୋରେ କିଶୋର ଜେନା ରୌପ୍ୟ ପଦକ ପାଇବା ସହ...

କୃଷି ସଚିବ ଅରବିନ୍ଦ ପାଢୀଙ୍କୁ ସ୍କ୍ରବ ଟାଇଫ୍ସ

କୃଷି ସଚିବ ଅରବିନ୍ଦ ପାଢୀଙ୍କୁ ସ୍କ୍ରବ୍ ଟାଇଫ୍ସ । ତାଙ୍କ ରକ୍ତ ନମୂନାରେ ସ୍କ୍ରବ୍ ଟାଇଫ୍ସ ପଜିଟିଭ୍ ବାହାରିଛି । କ୍ୟାପିଟାଲ ହସପିଟାଲରେ ସେ ରକ୍ତ ପରୀକ୍ଷା କରିବା ପରେ ସ୍କ୍ରବ୍ ଟାଇଫ୍ସରେ ଆକ୍ରାନ୍ତ ଥିବା ଜଣାପଡିଛି । ଏବେ...

ଟାଇମ୍ସ ୱାର୍ଲ୍ଡ ରାଙ୍କ୍ ରେ ସୋଆ କ୍ରମାଗତ ଉନ୍ନତି

ଟାଇମ୍ସ ହାୟର ଏଜୁକେସନ୍ (ଟିଏଚ୍‌ଇ) ୱାର୍ଲ୍ଡ ର‌୍ୟାଙ୍କିଙ୍ଗସ -୨୦୨୪ରେ ସଫଳତାର ଶିଢ଼ି ଚଢ଼ି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ୮୦୧-୧୦୦୦ ବ୍ରାକେଟରେ ସ୍ଥାନୀତ ହୋଇପାରିଛି । ଟିଏଚ୍‌ଇ ବିଶ୍ୱ ର‌୍ୟାଙ୍କିଙ୍ଗରେ ୨୦୨୩ରେ ସୋଆ...
- Advertisement -

Latest article

ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ

ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ...

ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର...

ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର

ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର...