୨ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ପାଗଳର ଆକ୍ରମଣରେ ୨ ଜଣ ଲୋକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନଙ୍କ ଘୋଷଣା ଅନୁସାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ମିଳିବ। ଆକ୍ରମଣ ଘଟଣାରେ...
ଗାତରୁ ବାହାରୁଛି ଧୂଆଁ !
ଗାତରୁ ବାହାରୁଛି ଧୂଆଁ । ଏଭଳି ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ କରଞ୍ଜମାଳ ଗାଁରେ। ବିଦ୍ୟୁତ୍ ଆର୍ଥିଂ ଖୁଣ୍ଟ ପୋତିବା ପାଇଁ ଗାତ ଖୋଳା ଯାଉଥିଲା । ପ୍ରାୟ ୫/୬ ଫୁଟ୍ ଖୋଳିବା...
ରୂପେଲି ପରଦାର ଶ୍ୱେତା ଏବେ ମାତା ମାହେଶ୍ୱରୀ
ଶେଷନାଗ ଉପରେ ବିରାଜିଛନ୍ତି ବାବା । ଆଉ ପଦ୍ମ ଫୁଲର ପାଖୁଡା ଉପରେ ମାତା । ଦେହରେ ପାଟବସ୍ତ୍ର, ବେକରେ ଫୁଲମାଳ । ପାଦତଳେ ପୂଜା କରୁଛନ୍ତି ଭକ୍ତ । ଚାରିଆଡେ ଜୟ ଜୟକାର । ଯଜ୍ଞ ସ୍ଥଳରେ ଲାଗିଛି...
ଧାନ ପାଇଁ ଧସ୍ତାଧସ୍ତି
ଧାନ ମଣ୍ଡି ସମସ୍ୟା ସହ ଏମଏସପିରେ ଅବ୍ୟବସ୍ଥାକୁ ନେଇ ସଚିବାଳୟ ଭିତରେ ପଶିବାକୁ ଉଦ୍ୟମ କରିଛି ବିଜେପି କୃଷକ ମୋର୍ଚ୍ଚା । ସଚିବାଳୟ ଗେଟ ସାମ୍ନାରେ ପୋଲିସ ଅଟକାଇବାରୁ ସୁରକ୍ଷା କର୍ମୀଙ୍କ ସହ ଧସ୍ତାଧସ୍ତି ମଧ୍ୟ ହୋଇଛି । ଏହା...
ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ
ପରକୀୟା ପ୍ରୀତିକୁ ନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଏମ୍ପିଭି-୪ ଗାଁର ଏହି ଘଟଣା । ମୃତକଙ୍କ ନାଁ ନିରଞ୍ଜନ ସର୍ଦ୍ଦାର । ଭେଜିଙ୍ଗିଗୁଆ ଯାତ୍ରା ଦେଖି ଫେରୁଥିବା ବେଳେ ନିରଂଜନଙ୍କୁ ସମୀର...
ତିନିଦିନିଆ ଆଇପିଏସ ସମ୍ମିଳନୀ
ଗୁରୁବାରଠାରୁ ରାଜଧାନୀର ପୋଲିସ ଭବନରେ ଆଇପିଏସ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ୬୧ତମ ଆଇପିଏସ ସମ୍ମିଳନୀ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଗୁରୁବାର ଆରମ୍ଭ ହୋଇଥିବା ସମ୍ମିଳନୀକୁ ପୋଲିସ ମହାନିଦେ୍ର୍ଦଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ଉଦଘାଟନ କରିଛନ୍ତି ।...
ଏବିଭିପିର ବିକ୍ଷୋଭ
ଓଟିଇଟି ପ୍ରଶ୍ନପତ୍ର ଲିକକୁ ନେଇ ଏବିଭିବି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଘର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବାରମ୍ବାର ପ୍ରଶ୍ନପତ୍ର ଲିକ ହୋଇଥିଲେ ମଧ୍ୟ ସରକାର ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି...
‘କାଳିଆ’ ପାଇଁ ଆବେଦନ କଲେଣି ୬୦ ଲକ୍ଷ
'କାଳିଆ' ପ୍ରତି ଲୋକଙ୍କ ଆକର୍ଷଣ ବଢିବାରେ ଲାଗିଛି. ଚାଷୀଙ୍କ ପାଇଁ ଆରମ୍ଭ ହୋଇଥିବା କାଳିଆ ଯୋଜନାରେ ସାମିଲ ହେବା ପାଇଁ ଲକ୍ଷ ଲକ୍ଷ ଲୋକ ଫର୍ମ ପକାଇବାରେ ଲାଗିଛନ୍ତି. ପ୍ରଥମ ପର୍ଯ୍ୟାୟ ଫର୍ମ ପୂରଣ କରିବାର ଶେଷ ତାରିଖ ଜାନୁୟାରୀ...
ଜାଳିଦେଲେ ଯାତ୍ରୀବାହୀ ବସ
ମାଲକାନଗିରି ସୀମାନ୍ତ ଦନ୍ତେୱାଡାରେ ମାଓବାଦୀଙ୍କ ଉନ୍ମତ କାଣ୍ଡ । ଦନ୍ତଓ୍ବୋଡ଼ା ଜିଲା କସେଲି ନିକଟରେ ଏକ ଯାତ୍ରୀବାହୀ ଘରୋଇ ବସ୍କୁ ମାଓବାଦୀମାନେ ପୋଡିଦେଇଛନ୍ତି। ବୁଧବାର ସକାଳେ ମାଓବାଦୀମାନେ ଏହି କାଣ୍ଡ ଘଟାଇଛନ୍ତି। ବସଟି ଦନ୍ତଓ୍ବୋଡ଼ା ଯିବା ସମୟରେ ୧୫ ରୁ...
ଚୋରାଚାଲାଣ ବେଳେ ବଜ୍ରକାପ୍ତା ଉଦ୍ଧାର
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଚିତ୍ରାଙ୍ଗପାଲି ଗ୍ରାମରେ ବଜ୍ରକାପ୍ତା ଚୋରା ଚାଲାଣ ବେଳେ ବନ ବିଭାଗ ଦ୍ୱାରା ଉଦ୍ଧାର କରାଯାଇଛି. ଫଳରେ ଏହି ମାମଲାରେ 8 ଜଣ ବେପାରୀଙ୍କୁ ଅଟକ ରଖିଛି ବନ ବିଭାଗ. ମିଳିଥିବା ସୂଚନା ଅନୁସାରେ, ବଜ୍ରକାପ୍ତା...


















