ଦ୍ରୌପଦୀଙ୍କ ଶପଥ ଉତ୍ସବରେ ଯୋଗଦେବେ ନବୀନ
ଦ୍ରୌପଦୀଙ୍କ ବିପୁଳ ବିଜୟ ପରେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାବାସୀଙ୍କ ତରଫରୁ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସଫଳତା ପାଇଁ ଓଡିଶାବା÷ସୀ ଗର୍ବିତ ବୋଲି ନବୀନ କହିଛନ୍ତି ।...
ପରଲୋକରେ ଅଜୟ ପରିଡା
ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡାଙ୍କ ପରଲୋକ । ଗୌହାଟୀରେ ଡାକ୍ତର ଅଜୟ ପରିଡା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦଘାତରେ ତାଙ୍କର ବିୟୋଗ ହୋଇଥିବା ଆଇଏଲଏସ ପକ୍ଷରୁ ସୂଚନା ମିଳିଛି । ଜୀବ ବିଜ୍ଞାନ ପ୍ରତିଷ୍ଠାନ ବା ଆଇଏଲଏସ...
ଶିକ୍ଷା ଓ ଅନୁସନ୍ଧାନ : ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ପୂର୍ବ ଭାରତର ଉଜ୍ୱଳ ନକ୍ଷତ୍ର
ପଚିଶ ବର୍ଷ ପୂର୍ବେ ଭୁବନେଶ୍ୱରରେ ଜନ୍ମ ନେଇଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଆଜି ପୂର୍ବ ଭାରତରେ ଏକ ଉଜ୍ୱଳ ଉଚ୍ଚଶିକ୍ଷା କେନ୍ଦ୍ର ଭାବେ ଉଭା ହୋଇଛି । ଶିକ୍ଷାର ଗୁଣବତା ଏବଂ ଅଭିନବ ଗବେଷଣା...
ଓଡ଼ିଶାରେ ଏକ ନମ୍ବର, ଦେଶର ୧୬ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ସୋଆ
ଭୁବନେଶ୍ୱର, ୧୫/୦୭: ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ନିଜର ସ୍ଥିତିକୁ ବଜାୟ ରଖି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦେଶର ୧୬ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ମାନ୍ୟତା ହାସଲ କରିଛି । ଶୁକ୍ରବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ...
ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ଅଡିସନ ରାଉଣ୍ଡ୍ ଫଳାଫଳ
ଓଡିଆ ଡିଜିଟାଲ ଚ୍ୟାନେଲ ତକ୍ଷକ ଟିଭି ପକ୍ଷରୁ ଆୟୋଜିତ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ‘ଜଗନ୍ନାଥ ହୋ ..’ର ଫାଇନାଲ ରାଉଣ୍ଡ ଆସନ୍ତା 20 ତାରିଖ ସଂଧ୍ୟାରେ ଭୁବନେଶ୍ବର ସ୍ଥିତ ଜୟଦେବ ଭବନରେ ଅନୁଷ୍ଠିତ ହେବ I ତିନୋଟି ରାଉଣ୍ଡ ସବ...
ଫୁଲବାଣୀ ରେ ଘର ଭୁଶୁଡି ମା ଓ ଝିଅ ମୃତ
ଫୁଲବାଣୀ ସହର ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଲଗାଣ ବର୍ଷା ଯୋଗୁଁ କଚl ଘର ଭୁଶୁଡ଼ି ଗୋଟଏ ପରିବା ରୁ ଦୁଇ ଜଣଙ୍କ ମୃତ୍ଯୁ ଘଟିଥିବା ବେଳେ ଦୁଇଜଣଙ୍କୁ...
କାଦୁଅ ପଚପଚ ବାଦମବାଡୀ ବସଷ୍ଟାଣ୍ଡ
ଏ ଦୃଶ୍ୟ ହେଉଛି ସିଲଭର ସିଟି କଟକର । ଅସରାଏ ବର୍ଷାରେ ବେହାଲ କଟକ ବାଦାମବାଡୀର ଅନୁଗୁଳ-ପାରାଦୀପ ବସଷ୍ଟାଣ୍ଡ । କାଦୁଅ ପଚପଚରେ ଯିବା ଆସିବା କରୁଛନ୍ତି ଯାତ୍ରୀ । ମୌସୁମି ବର୍ଷାରେ ବସଷ୍ଟାଣ୍ଡର ସ୍ଥିତି ବେହାଲ । ବର୍ଷା...
ସଚେତନ କରାଇଲେ ମୁଖ୍ୟମନ୍ତ୍ରୀ
ରାଜ୍ୟରେ ୬୦୦ ଉପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକୁ ଦିନ ଦ୍ରୁତ ବେଗରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ କରୋନା ଗାଇଡଲାଇନ୍ସ ମାନିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି...
ଲୋୟର ପିଏମଜିରେ ରୁଚିକାଙ୍କ ପରିବାର
ଝିଅକୁ ନ୍ୟାୟ ଦେବା ପାଇଁ ରାଜରାସ୍ତାରେ ବାପା-ମା । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ପାଇଁ ପରିବାର ଲୋକେ ଆଜି ଲୋୟର ପିଏମଜିରେ ଧାରଣା ଦେଇଛନ୍ତି । ରୁଚିକାଙ୍କ ମା’ ଏବଂ ବାପାଙ୍କ ସମେତ ଏବିଭିପିର ଛାତ୍ରଛାତ୍ରୀମାନେ...
ଜଗା ଦର୍ଶନ ସାରି ଫେରିବାବେଳେ ଦୁର୍ଘଟଣା
ପୁରୀରୁ ଭୁବନେଶ୍ୱର ଆସୁଥିବା ସାରଳା ବସ୍ ଦୁର୍ଘଟଣାଗ୍ରସ୍ତ । ପୁରୀରୁ ଲୋକ ନେଇ ଫେରୁଥିବାବେଳେ ସାତଶଙ୍ଖ ଠାରେ ଦୁର୍ଘଟଣାଗ୍ରସ୍ତ । ବର୍ଷା ଯୋଗୁଁ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟିଲା ବସ୍ । ବସ୍ରେ ଥିବା ଯାତ୍ରୀଙ୍କ ମଧ୍ୟରୁ...

















