ବଜ୍ରପାତରେ 12 ଜଣଙ୍କ ମୃତ୍ୟୁ
ଶନିବାର ଦିନ ହୋଇଥିବା ବଜ୍ରପାତରେ 12 ଜଣଙ୍କ ମୃତ୍ୟୁ ଘଟିଛି । ଏସଆରସି ଦେଇଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଚାରିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ 2ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଅନୁଗୁଳ, ବୌଦ୍ଧ,...
ଭୁବନେଶ୍ବରରୁ କଳାହାଣ୍ଡିକୁ ଉଡିଲା ବିମାନ
କଳାହାଣ୍ଡି ଯିବା ପାଇଁ ଆଉ ବାରଘଣ୍ଟାର ଯାତ୍ରା କରିବାକୁ ପଡିବନି । ଏଣିକି ଭୁବନେଶ୍ବରରୁ ବିମାନ ଯୋଗେ କଳାହାଣ୍ଡିକୁ ମାତ୍ର ଘଣ୍ଟାକ ଭିତରେ ଯାଇହେବ । ଆଜିଠୁ ଭୁବନେଶ୍ବରରୁ କଳାହାଣ୍ଡିକୁ ଆରମ୍ଭ ହୋଇଛି ବିମାନ ସେବା । କେନ୍ଦ୍ର ବେସାମରିକ...
2 ତାରିଖରୁ ବର୍ଷା
ଗତ କିଛିଦିନ ଧରି ବର୍ଷା ଗାଏବ ହୋଇଥିବା କାରଣରୁ ବର୍ଷାଦିନେ ଖରାଦିନ ଭଳି ମନେ ହୋଉଥିଲା । ଅସହ୍ୟ ଗୁଳଗୁଳି ସାଙ୍ଗକୁ ବାହାରେ ପ୍ରଚଣ୍ଡ ତାତି ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଥିଲା । ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଏବେ...
କିଶୋର ଜେନାଙ୍କୁ 25 ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା
ବିଶ୍ବ ଆଥେଲେଟିକ୍ସ ଚାମ୍ବିଅସିପରେ ଜାଭିଲିନଥ୍ରୋରେ ପଞ୍ଚମ ସ୍ଥାନରେ ରହିଥିବା କିଶୋର ଜେନାଙ୍କୁ 25 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ପ୍ରଥମ ଖେଳାଳି ଭାବେ କିଶୋର ଜେନାଙ୍କ ଏହି ସଫଳତା ରାଜ୍ୟର...
ସୋଆ ଓଡ଼ିଶାର ପ୍ରଥମ ୫ ଜି କ୍ୟାମ୍ପସ୍ ଘୋଷିତ
ଭୁବନେଶ୍ୱର, ୨୩/୦୮: ଓଡ଼ିଶାର ପ୍ରଥମ ଶିକ୍ଷାନୁଷ୍ଠାନ ଭାବେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରିଲାୟନ୍ସ ଜିଓ ଦ୍ୱାରା ପ୍ରଥମ ଥର ପାଇଁ ଟ୍ରୁ ୫ ଜି କ୍ୟାମ୍ପସ୍ର ମାନ୍ୟତା ପ୍ରଦାନ କରାଯାଇଛି ।
ଶିକ୍ଷା, ସ୍ୱାସ୍ଥ୍ୟ,...
ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ନିଲମ୍ବିତ ବିଜେଡି ନେତା ଗିରଫ
ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ନିଲମ୍ବିତ ବିଜେଡି ନେତା ଶରତ ନାୟକଙ୍କୁ ଗିରଫ କରିଛି ପୋଲିସ । ଶରତଙ୍କ ସହ ଜଗତସିଂହପୁର ଜିଲ୍ଲା ଗୋକନ ହାଇସ୍କୁଲର ଖେଳ ଶିକ୍ଷକ ଅନୁପମ ରାୟଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ମୃତ...
ଚିନ୍ତା ବଢାଉଛି ଡେଙ୍ଗୁ
ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଚିନ୍ତା ବଢାଇଛି । ବିଶେଷକରି ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଉଦବେଗଜନକ । ଏପର୍ଯ୍ୟନ୍ତ ରାଜ୍ୟରେ ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରୁ କେବଳ ଖୋର୍ଦ୍ଧା ଜିଲ୍ଲାରେ 51 ପ୍ରତିଶତ ରୋଗୀଙ୍କୁ ଚିହ୍ନଟ କରାଯାଇଛି...
ଆଗାମୀ ଦୁଇ ମାସ ମଧ୍ୟରେ କ୍ରୁଟ ୨୦୦ଟି ଇ-ବସ୍ ଚଲେଇବ
ଭୁବନେଶ୍ୱର: ରାଜଧାନୀରେ ବସ୍ ଚଳାଚଳ କାର୍ଯ୍ୟରେ ନିୟୋଜିତ ଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (ସିଆର୍ୟୁଟି) ଆଗାମୀ ୨ ମାସ ମଧ୍ୟରେ ୨୦୦ଟି ଇଲେକ୍ଟ୍ରିକ୍ ବସ୍ ଚଳାଇବ ବୋଲି ଆଡିସ୍ନାଲ୍ ଡିଜି (କ୍ରାଇମ୍) ତଥା କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ...
ଜନଜାତି ଭାଷାଗୁଡିକର ସୁରକ୍ଷା ନେଇ ବିଶେଷଜ୍ଞଙ୍କ ମତ
ଭୁବନେଶ୍ୱର, ଅଗଷ୍ଟ ୧୦ : ଜନଜାତି ଭାଷାଗୁଡିକ ଲୋପ ପାଇଯାଉଥିବା ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଠାରେ ଚାଲିଥିବା ୨ ଦିନିଆ ସର୍ବଭାରତୀୟ ଜନଜାତି ଲେଖକ ସମ୍ମିଳନୀ ର ଉଦ୍ଯାପନୀ ଦିବସରେ ମଧ୍ୟ ଉଦ୍ବେଗ ପ୍ରକାଶ ପାଇଛି ।...
ଆଇଟିଇଆର୍ ଓ ଟାଟା ପାୱାର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର, ଅଗଷ୍ଟ ୦୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ଏବଂ ଟାଟା ପାୱାର କମ୍ପାନୀ ଲିମିଟେଡ ମଧ୍ୟରେ ପ୍ରଯୁକ୍ତି ବିଦ୍ୟା ଓ ସ୍ମାର୍ଟ ଗ୍ରିଡ କ୍ଷେତ୍ରରେ...