ଭୟଙ୍କର ରୂପ ନେଲା ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ୍
ସିଭିୟର ସାଇକ୍ଲୋନ 'ମୋନ୍ଥା'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବା ସହିତ ସମୁଦ୍ରରେ ସୁ ସୁ ଗର୍ଜନ ଶୁଣିବାକୁ ମିଳୁଛି। ବାତ୍ୟା ‘ମୋନ୍ଥା’ର ତୀବ୍ରତା ଦେଖି କାକିନାଡ଼ାର ଉପକୂଳ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ...
କଟକରୁ ୩୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ
କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପୁଣି ଥରେ ବଡ଼ ସଫଳତା ହାସଲ କରିଛି। କଟକ ମଙ୍ଗୁଳି ନିକଟରେ ଅଭିଯାନ ଚାଲାଇ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛନ୍ତି ଅବକାରୀ ବିଭାଗ । ଏହି ଘଟଣାରେ...
ବାତ୍ୟା ମୋନ୍ଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ଆଜି ଲୋକସେବା ଭବନରେ ବାତ୍ୟା ମୁକାବିଲା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ...
ଭୟଙ୍କର ରୂପ ନେଲା ବାତ୍ୟା ‘ମୋନ୍ଥା’
ସାମୁଦ୍ରିକ ଝଡ଼ 'ମୋନ୍ଥା' ଏବେ ଆହୁରି ଶକ୍ତିଶାଳୀ ହୋଇଛି।ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ‘ମୋନ୍ଥା’ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ମୋନ୍ଥା' ପାଇଁ ଦକ୍ଷିଣ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି ହୋଇଛି ।ଭାରତୀୟ ପାଣିପାଗ ବିଭାଗର...
ଏସ୍ଆଇ ନିଯୁକ୍ତି ଦୁର୍ନୀତି ମାମଲାର ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାର କଲେ ବିଜ୍ଞପ୍ତି ପ୍ରକାଶ
ଓଡ଼ିଶା ପୋଲିସ ସବ୍-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାର ସିବିଆଇ ତଦନ୍ତ ଆରମ୍ଭ ପାଇଁ ରାଜ୍ୟ ସରକାର ସୋମବାର ଅଧିକୃତ ଭାବରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହା ଉପରେ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାର ଶୁଣାଣି ଶେଷ...
ସମ୍ୱଲପୁରରେ ଚାକିରି ନାଁରେ ଠକେଇ
ସମ୍ବଲପୁରରେ ଚାକିରି ନାଁରେ ହୋଇଥିବା ଠକେଇ ମାମଲାରେ ନୂତନ ଖୋଲାସା । ଆରମ୍ୟାକ୍ସ ପ୍ରାଇଭେଟ ଲିମିଟେଡର ମୁଖ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ ପରେ, ଏବେ ସେହି ଠକେଇ ଚକ୍ରର ଏଜେଣ୍ଟଙ୍କୁ ବି ପୋଲିସ ଗିରଫ କରିଛି ।ସମ୍ବଲପୁର...
ରାଜ୍ୟ କ୍ୟାବିନେଟରେ ୫ଟି ପ୍ରସ୍ତାବକୁ ଅନୁମୋଦନ
ଶନିବାର ରାଜ୍ୟ କ୍ୟାବିନେଟର ୨୯ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ଜଣାଇଲେ ଯେ, ଏହି ବୈଠକରେ...
ପୁରୀରେ ନାବାଳିକାକୁ ଗଣଦୁଷ୍କର୍ମ
ପୁରୀ ଜିଲ୍ଲାର ଚନ୍ଦନପୁର ଥାନା ଅଞ୍ଚଳରେ ଗଣଦୁଷ୍କର୍ମ । ଘରେ ପଶି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।କାଳୀପୂଜା ଭସାଣି ଦିନ ଏହି ଅପରାଧ ଘଟିଥିବା କୁହାଯାଉଛି । ପୀଡ଼ିତାଙ୍କ ସଂପର୍କୀୟ ଭାଇ ଓ...
୨୭ ରେ ମାଡ଼ି ଆସୁଛି ବାତ୍ୟା “ମୋନ୍ଥା”
ଆଜି ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଆସନ୍ତାକାଲି ଅବପାତର ରୂପ ନେବ। ୨୬ ତାରିଖରେ ଏହା ଗଭୀର ଅବପାତରେ ପରିଣତ ହୋଇ ୨୭ ତାରିଖ ସକାଳେ ବାତ୍ୟାରେ ପରିଣତ ହେବ। ପାଣିପାଗ ବିଭାଗର ଆକଳନ ' ଦକ୍ଷିଣ...
ପୁଣି ବିଜେଡିକୁ ଟାର୍ଗେଟ କଲେ ଶ୍ରୀମୟୀ ମିଶ୍ର
ସୋସିଆଲ୍ ମିଡିଆରେ ପୁଣି ବିଜେଡ଼ିକୁ ଟାର୍ଗେଟ୍ କଲେ ଶ୍ରୀମୟୀ ମିଶ୍ର। ମହାଭାରତର ଉଦାହରଣ ଦେଇ ଏହାକୁ ଅନୁପ୍ରେରଣା ଭାବେ ବ୍ୟବହାର କରି ଶ୍ରୀମୟୀ କହିଛନ୍ତି,ଅଧର୍ମକୁ କେବଳ ମୁକ ହୋଇ ଚାହିଁ ରହିଲେ ଅନ୍ତ ଅତ୍ୟନ୍ତ ଦୁଃଖଦ ହୋଇଥାଏ।...


















