ବନ ସେବା ସଂଘର ସାଧାରଣ ଅଧିବେଶନ
ରାୟଗଡାରେ ଓଡିଶା ଅଣ ଗେଜେଟେଡ ବନ ସେବା ସଂଘର 12ତମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି. ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ ରାୟଗଡା ଏସପି ସର୍ବଣା ବିବେକ ଓ ସମ୍ମାନୀତ ଅତିଥି ଭାବେ ଡିଏଫଓ ଦେବାର୍ଚ୍ଚନ ବେହେରା ପ୍ରମୁଖ...
ଚୋରା ଗଞ୍ଜେଇ ଜବତ: 6 ଗିରଫ
ଗଞ୍ଜେଇ ଚୋରାଚାଲାଣ ବେଳେ ରାୟଗଡା ପୋଲିସ 6 ଜଣଙ୍କୁ ଗିରଫ କରିଛି. ଗତକାଲି ଖବର ପାଇ ପୋଲିସ ରାୟଗଡାର ଏକ ହୋଟେଲ ଉପରେ ଚଢାଉ କରିଥିଲା ଓ ହୋଟେଲରୁ 6 ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଥିଲା. ସେମାନଙ୍କଠାରୁ 16...
ଶଙ୍ଖ ଛାଡିଲେ ବାବୁ ସିଂହ
ଶନିବାର ସୁନୀତା ବିଶ୍ୱାଳ ବିଜେଡିରେ ମିଶିଥିବା ବେଳେ ଆଉ ଜଣେ ନେତା ବିଜେଡି ଛାଡିଛନ୍ତି. ଯୁବ ବିଜେଡିର କାର୍ଯ୍ୟକାରୀ ସଭାପତି ରୂପେ କାର୍ଯ୍ୟ କରୁଥିବା ବାବୁ ସିଂହ ଶୁକ୍ରବାର ନିଜ ଇସ୍ତଫା ପତ୍ର ନବୀନଙ୍କୁ ପଠାଇଛନ୍ତି. ପଦବୀ ସହିତ ବିଜେଡିର...
ବିପୁଳ ପରିମାଣର ବିସ୍ଫୋରକ ଜବତ
ଜବତ ହୋଇଛି 1 ହଜାର କେଜିର ବିସ୍ଫୋରକ. ଓଡିଶାରୁ ଯାଉଥିବା ବିସ୍ଫୋରକ ସାମଗ୍ରୀ ପଶ୍ଚିମବଙ୍ଗରେ ଜବତ ହୋଇଛି. ବିସ୍ଫୋରକ ସାମଗ୍ରୀ 24 ପ୍ରଗଣାକୁ ନିଆଯାଉଥିବା ସୂଚନା ମିଳିଛି. ଏକ ଟ୍ରକରେ ଓଡିଶାରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଏହାକୁ ଜବତ କରିଛି...
ଅସହାୟକୁ ନାହିଁ ସାହା
ରାଜ୍ୟରେ ଭିନ୍ନକ୍ଷମମାନଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି. ହେଲେ ରାୟଗଡା ଜିଲ୍ଲାରେ ପହଞ୍ଚିପାରିନି ସରକାରଙ୍କ ଯୋଜନା. ପ୍ରକୃତ ଭିନ୍ନକ୍ଷମ ମାନଙ୍କୁ ସହାୟତା ନ ମିଳିବାରୁ ପରିବାର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି. ଆଉ ଏହାର ଜ୍ୱଳନ୍ତ...
ସହିଦନଗର ପୋଲିସକୁ ମାଡ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
ସହିଦନଗର ଥାନା ଭିତରେ ପଶି ପୋଲିସ ଅଧିକାରୀଙ୍କୁ ମାଡ ମାରିବା ଓ ଥାନା ଭଙ୍ଗାରୁଜା କରିବା ଘଟଣାରେ ଶନିବାର କମିଶନରେଟ ପୋଲିସ ବିଜେଡିର ଯୁବ ନେତା ପ୍ରକାଶ ତ୍ରିପାଠୀଙ୍କୁ ଗିରଫ କରିଛି. ପୂର୍ବରୁ ପୋଲିସ ଏହି ଘଟଣାରେ 6 ଜଣଙ୍କୁ...
ବିଜେପିର ଜାତୀୟ ରାଜପଥ ଅବରୋଧ
ବାଲେଶ୍ୱର ଜିଲ୍ଲା ବସ୍ତା ନିକଟରେ ଜାତୀୟ ରାଜପଥ ଅବରୋଧ କରିଛି ବିଜେପି. ଧାନ କିଣାରେ ଅନିୟମିତତା ଥିବା ଅଭିଯୋଗ କରି ବିଜେପି ପକ୍ଷରୁ ଏହି ଅବରୋଧ କରାଯାଇଥିଲା. ରାସ୍ତା ଉପରେ ଗଦା ଗଦା ଧାନ ବସ୍ତା ରଖି ଏହି ବିକ୍ଷୋଭ...
ଅଳ୍ପକେ ବର୍ତ୍ତିଲେ ବିଧାୟକ
ଅଳ୍ପକେ ମୃତ୍ୟୁ ମୁହଁରୁ ବର୍ତ୍ତି ଯାଇଛନ୍ତି ସୁନ୍ଦରଗଡ ପୂର୍ବତନ ବିଧାୟକ ଯୋଗେଶ ସିଂହ. ଠିକ ସମୟରେ ତାଙ୍କୁ ଉଦ୍ଧାର କରାଯାଇନଥିଲେ ହୁଏତ ଏକ ବଡ ଅଘଟଣ ଘଟିଥାନ୍ତା. ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତି ପ୍ରାୟ 3ଟାରେ ଅନୁଗୁଳ ଜିଲ୍ଲା...
କ୍ୟାପିଟାଲ ହସ୍ପିଟାଲରେ ଉଦଘାଟିତ ହେଲା କର୍କଟ ବିଭାଗ
ଆଜି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଉଦଘାଟିତ ହୋଇଛି କର୍କଟ ବିଭାଗ । ଏହାସହ ଏକ ନୂଆ ଚକ୍ଷୁ ଅପରେସନ ଥିଏଟରକୁ ମଧ୍ୟ ଉଦଘାଟନ କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱରର ମୁଖ୍ୟ ହସ୍ପିଟାଲ ହୋଇଥିଲେ...
ମିଳିଲା ଟିଫିନ ବୋମା
ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅର୍ନ୍ତଗତ ଡଙ୍ଗରବାଙ୍କ ନିକଟରୁ ଦୁଇଟି ଟିଫିନ ବୋମା ଠାବ କରିଛି ସିଆରପିଏଫ । ପ୍ରାୟ ୪୦ ଜଣ ଯବାନ ବଣ୍ଡେଇଗୁଡାଜଙ୍ଗଲ ଅଭିମୁଖେ କମ୍ବିଂ ଅପରେସନ ପାଇଁ ଯାଉଥିବା ବେଳେ ଜାତୀୟ ରାଜପଥକୁ ଲାଗିଥିବା...


















