ପୁଣି ନାବାଳିକାଙ୍କୁ ନିର୍ଯାତନା ଅଭିଯୋଗ
ଦୀର୍ଘଦିନ ଧରି ଜଣେ ଯୁବତୀଙ୍କୁ ଘରେ ରଖ୍ ଶାରୀରିକ ନିର୍ଯାତନା କରାଯାଇଥିବା ଅଭିଯୋଗ ଉଠିଛି ଜଣେ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ । ରେଡିଓ ଷ୍ଟେସନରେ ଟେକ୍ନିସିଆନ ପଦରେ କାମ କରୁଥିବା ପ୍ରଦୀପ ମହାଳିକଙ୍କୁ ଏହି ଯୌନ ନିର୍ଯାତନା ମାମଲାରେ ଅଭିଯୁକ୍ତ...
ଓଡ଼ିଶା ରେ ମୋହନ ଭାଗବତ
୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରମୁଖ ମୋହନ ଭାଗବତ । ଗତକାଲି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ମୋହନ ଭାଗବତ ଶ୍ରୀ ଗୌଡୀୟ ମିଶନ ନିମନ୍ତ୍ରଣ କ୍ରମେ...
ଭୁବନେଶ୍ବରରେ ହେବ ମେଟ୍ରୋ ପ୍ରକଳ୍ପ, ସୂଚନା ଦେଲେ କୃଷ୍ଣଚନ୍ଦ୍ର ମହାପାତ୍ର
ଭୁବନେଶ୍ବରରେ ନୂତନ ଡିଜାଇନ୍ରେ ମେଟ୍ରୋ ପ୍ରକଳ୍ପ ଆରମ୍ଭ କରାଯିବ। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ଯେ, ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରକୁ ବିବଦ୍ଧ ପ୍ରସ୍ତାବ ପଠାଯିବ। ଏହି ପାଇଁ ଏକ ନୂତନ କମିଟି ଗଠିତ ହେବ...
ଦୃଷ୍ଟିହୀନ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଦଣ୍ଡ ଶୁଣାଇଲେ ଝାରସୁଗୁଡ଼ା POCSO କୋର୍ଟ
ଦୃଷ୍ଟିହୀନ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାରେ ଝାରସୁଗୁଡା ଜିଲ୍ଲା ପୋକ୍ସୋ କୋର୍ଟର ଅତିରିକ୍ତ ବିଚାରପତି ୧୦୦ ଦିନ ଭିତରେ ରାୟ ଦେଇ ଦୋଷୀ ଗିରିଧାରୀ ନାଏକକୁ ଆଜୀବନ କାରାଦଣ୍ଡ ଦଣ୍ଡିତ କରିଛନ୍ତି। ୨୭ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣ...
ବୁର୍ଲା ମେଡ଼ିକାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ
ସମ୍ବଲପୁର ବୁର୍ଲା ଭୀମସାର (Veer Surendra Sai Institute of Medical Sciences and Research) ହସ୍ପିଟାଲରେ ଆଜି ଗୁରୁତର ଅଘଟଣ ଘଟିଛି। ଏଠାରେ ଜଣେ ରୋଗୀ ମେଡିକାଲର ପ୍ରଥମ ମହଲାରୁ ଡେଇଁ, ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।
ଘଟଣା ସ୍ଥଳରେ ଉପସ୍ଥିତ...
ବରଗଡ଼ ନାବାଳିକା ପୋଡ଼ି ଘଟଣା : ମୃତ ନାବାଳିକାର ଭାଇକୁ ବାନ୍ଧିଲା ପୋଲିସ
ବରଗଡ଼ ନାବାଳିକା ମୃତ୍ୟୁ ମାମଲାରେ ନୂଆ ମୋଡ । ପୁଲିସ ଓ ପରିବାରଙ୍କ ବୟାନରେ ସ୍ପଷ୍ଟ ଅସମ୍ମତି ଦେଖାଦେଇଛି । ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ କହିଛନ୍ତି, ପାରିବାରିକ କଳହରୁ ଏଭଳି ଘଟଣା ଘଟିଛି । କିନ୍ତୁ ମୃତ ପୀଡ଼ିତାଙ୍କ...
ରାଜନଗର ନାବାଳିକା କୁ ଗଣଦୁଷ୍କର୍ମ; ୪ ଜଣ କୋର୍ଟ ଚାଲାଣ
ରାଜନଗରରେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୁଲିସ ୫ ଜଣଙ୍କୁ ଅଟକ ରଖିଥିଲା। ଗତକାଲି ମୁଖ୍ୟ ଅଭିଯୁକ୍ତ ଚିତ୍ତରଞ୍ଜନ ମଲ୍ଲିକଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଆଜି ଅନ୍ୟ ୪ ଅଭିଯୁକ୍ତଙ୍କୁ ଗିରଫ କରି ମେଡିକାଲ ପରୀକ୍ଷା ପରେ ପୁଲିସ...
ରାଜଧାନୀର ଏକ ଘରୋଇ କଲେଜ ପରିସରରେ ଜୀବନ ହାରିବାକୁ ଉଦ୍ୟମ କଲେ ଯୁବକ
ରାଜ୍ୟରେ ଆତ୍ମାହୁତି ଘଟଣାର ସଂଖ୍ୟା ଦିନକୁ ଦିନ ବଢୁଛି । ଗୋଟିଏ ଘଟଣାର ତଦନ୍ତ ଶେଷ ହେବା ପୂର୍ବରୁ ଆଉ ଗୋଟିଏ ଘଟଣା ଘଟିଯାଉଛି । ମାତ୍ର ଦୁଇ ଦିନରେ ୩ଟି ମାମଲା ସାମ୍ନାକୁ ଆସିଛି । ପୂର୍ବ ମାସରେ...
ସବୁ ଅଫିସ ରେ ଲାଗିବ AI କ୍ୟାମେରା
ମଙ୍ଗଳବାର ସଚିବ ସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମସ୍ତ ଅଧିକାରୀଙ୍କୁ ସମୟରେ ଅଫିସ୍ ଆସିବା ଓ ଲୋକମାନଙ୍କ ପାଇଁ କାମ କରିବାକୁ ପରାମର୍ଶ ଦେଇଛନ୍ତି । ୧୦ଟି ବିଶେଷ ଦିଗରେ ଧ୍ୟାନ ଦେବାକୁ ସେ ନିର୍ଦ୍ଦେଶ...
୧୦ମ ଶ୍ରେଣୀ ଛାତ୍ରୀ ଗଣଦୁଷ୍କର୍ମର ଶିକାର
କେନ୍ଦ୍ରାପଡ଼ା ରାଜନଗରରେ ତିବ୍ର ଚାଞ୍ଚଲ୍ୟ । ରାଖୀ ପୁର୍ଣିମା ଦିନ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀକୁ ଟେକିନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ। ସମ୍ପର୍କୀୟ ପିଉସାଙ୍କ ସହ ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ୪ ଯୁବକଙ୍କୁ ଜେରା କରୁଛି ରାଜନଗର ପୁଲିସ୍।...


















