ଏଫଏମ୍ କଲେଜ ଛାତ୍ରୀ ପୋଡ଼ି ଘଟଣାରେ ବଡ଼ ଖୁଲାସା
ବାଲେଶ୍ବର ଏଫଏମ କଲେଜରେ ଛାତ୍ରୀ ପୋଡ଼ି ଘଟଣାରେ ମିଳିଛି ବଡ଼ ଅପଡେଟ୍ । ମିଳିଥିବା ସିସିଟିଭି ଫୁଟେଜ୍ ଅନୁସାରେ , ଘଟଣା ଦିନ ଛାତ୍ରୀ ଜଣକ ଅଧ୍ୟକ୍ଷଙ୍କ ସହ ମିଟିଙ୍ଗ ପରେ ବାହାରକୁ ଯାଇଥିଲେ । ସେଠାରୁ ନିଜେ ...
ଓଟିଇଟି ପ୍ରଶ୍ନ ପତ୍ର ଚୋରି ମାମଲା;ଉତ୍ତର ପିଛା ନେଉଥିଲେ ୫ ହଜାର ଟଙ୍କା
ଜେଲ୍ ଗଲେ ମାଧ୍ୟମିକ ଶିକ୍ଷା ବୋର୍ଡ ଉପସଭାପତି ନିହାର ମହାନ୍ତି । କୋର୍ଟରେ ତାଙ୍କୁ ହାଜର କରାଯିବା ପରେ ତାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି କୋର୍ଟ ଏବଂ ନିହାର ମହାନ୍ତିଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ...
ଏଫ୍ଏମ୍ କଲେଜ ଛାତ୍ରୀଙ୍କ ସହପାଠୀଙ୍କ ଗିରଫଦାରୀ ନିନ୍ଦା କଲା ଏବିଭିପି, କହିଲେ ଗଭୀର ରାଜନୈତିକ ଷଡ଼ଯନ୍ତ୍ର
ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ଦୁଇ ସହପାଠୀଙ୍କୁ ଗିରଫଦାରୀକୁ ନିନ୍ଦା କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଏହା ଗଭୀର ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଛି ଏବିଭିପି । ରାଜ୍ୟ ଏବିଭିପି ପକ୍ଷରୁ...
ବାଲେଶ୍ଵର ଛାତ୍ରୀ ଆତ୍ମାହୁତି ମାମଲା ରେ ୨ ଜଣ ଛାତ୍ର ଗିରଫ
ଏଫଏମ୍ ଛାତ୍ରୀ ଆତ୍ମାହୁତି ଘଟଣା । ୨ ଛାତ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଶୁଭସମ୍ୱିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ୱାଳ ଗିରଫ । ଗିରଫ ପରେ କୋର୍ଟ ଚାଲାଣ କଲା କ୍ରାଇମବ୍ରାଞ୍ଚ । ଛାତ୍ରୀଙ୍କ ଆତ୍ମାହୁତିର ୨୦ ଦିନ...
ବନ୍ଧା ହେଲେ ବୋର୍ଡ ଉପ-ସଭାପତି ନିହାର ମହାନ୍ତି
ବନ୍ଧା ହେଲେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି। ଡାଟା ଏଣ୍ଟ୍ରି ଅପରେଟର ଜିତନ ସହ ଶହେ ରୁ ଅଧିକ ଥର କଥାବାର୍ତ୍ତା ହୋଇଥିଲେ ନିହାର । ଯାହା ସନ୍ଦେହକୁ ବଢାଇଥିଲା । କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ରୁ ବାଟବଣା...
ଦିଲ୍ଲୀ AIIMSରୁ ଆଜି ଓଡ଼ିଶା ଆଣାଯିବ ବଳଙ୍ଗା ପୀଡ଼ିତାଙ୍କ ମୃତଦେହ
AIIMS ହସ୍ପିଟାଲରେ 14 ଦିନର ସଂଘର୍ଷ ପରେ ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା। ଦିଲ୍ଲୀ AIIMSରୁ ଆଜି ରାତିରେ ଅଣାଯିବ ନାବାଳିକାଙ୍କ ମୃତଦେହ । ରାତି ୯ଟା ରେ ଛାଡ଼ିବ ବିମାନ । ଏପଟେ ଗାଁକୁ...
ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ଶୋକ
ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ୍ । ଝିଅଟିର ମୃତ୍ୟ ଖବର ଶୁଣି ଗଭୀର ମର୍ମାହତ । ଡାକ୍ତରୀ ଦଳଙ୍କ ପ୍ରୟାସ ପରେ ବି ଜୀବନ ରକ୍ଷା କରାଯାଇପାରିଲାନି । ସେହିପରି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଳଙ୍ଗା ପୀଡ଼ିତାଙ୍କ...
ଶେଷରେ ଆଖି ବୁଜିଲେ ବଳଙ୍ଗା ପୀଡିତା
ମୃତ୍ୟୁ ସହ ସଂଗ୍ରାମ କରି କରି ଶେଷରେ ଆଖି ବୁଜି ଦେଇଛନ୍ତି ବଳଙ୍ଗା ପୀଡିତା । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ରାଜ୍ୟ ସରକାର ତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟିଂ କରିଥିଲେ । ବର୍ଣ୍ଣ ୟୁନିଟରେ ତାଙ୍କର ଚିକିତ୍ସା କରାଯାଉଥିଲା...
ଭୁବନେଶ୍ବର ବିମାନ ବନ୍ଦରରୁ ୮ କୋଟି ଟଙ୍କାର ଗଞ୍ଜେଇ ଜବତ
ଭୁବନେଶ୍ବର ବିମାନ ବନ୍ଦରରୁ ୮ କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଛି। ସମସ୍ତ ଗଂଜେଇ ଥାଇଲାଣ୍ଡରୁ ଇଣ୍ଡିଗୋ ବିମାନରେ ଆସୁଥିଲା ବେଳେ ଜବତ ହୋଇଛି । ଭୁବନେଶ୍ବର ବିମାନବନ୍ଦରରୁ ୮ କୋଟିର ଗଂଜେଇ ଜବତ କରିଛି ଡିଆରଆଇ...
ମୁଖ୍ୟମନ୍ତ୍ରୀ କହିଲେ ନୂଆ ସରକାରରେ ଚାଷୀଙ୍କୁ ଦିଆଯିବ ଗୁରୁତ୍ବ
ପିଏମ କିଷାନ ଯୋଜନାରେ ଚାଷୀ ଖାତାକୁ ଗଲା ୨ ହଜାର ଟଙ୍କା। ବାରଣାସୀରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଡିବିଟି ମାଧ୍ୟମରେ ଟଙ୍କା ପଠାଇଲେ ପ୍ରଧାନମନ୍ତ୍ରୀ । ଏଣେ ପିଏମ୍ କିଷାନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

















