ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ । ବାହୁଡ଼ାଯାତ୍ରା ନେଇ କରିବେ ସମୀକ୍ଷା । ସେବାୟତଙ୍କ ସହ ଆଲୋଚନା କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ଯୋଗଦେଇ ପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦଳଚକଟା ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ...
ବିଏମସିରେ ବିଜେପି କର୍ପୋରେଟରଙ୍କ ଗୁଣ୍ଡାରାଜ, ଅତିରିକ୍ତ କମିଶନରଙ୍କୁ ଘୋଷାଡି ଘୋଷାଡି ମାରିଲେ
ଭୁବନେଶ୍ବର : ଜଗା ଭାଇଙ୍କୁ ତମେ ଏମିତି କାହିଁକି କହିଲ, ଅପମାନିତ କାହିଁକି କଲ - ଏମିତି କହି ଅଶ୍ଳୀଳ ଭାଷାରେ ଗାଲି ଗୁଲଜ କରିବା ସହ ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ବିଜେପିର...
ଏତେ ଟଙ୍କା ଆସୁଛି କେଉଁଠୁ ?
ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ। ଆୟ ବହିର୍ଭୁତ ଅଭିଯୋଗରେ ମୃର୍ତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ। ରାୟଗଡ଼ାର ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ର...
ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ
କନ୍ଧମାଳ ପୁଲିସର ସଫଳ ହେଲା ଏକ ବଡ଼ ଅପରେସନ୍ । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ ହୋଇଛନ୍ତି । ଅପରେସନରେ ଡିଭିଏଫ୍ ଓ ଏସ୍ଓଜି ଯବାନ୍ ସାମିଲ୍ ଅଛନ୍ତି । ଗୁଇନ୍ଦା ସୂଚନାକୁ ଆଧାର କରି ଯବାନମାନେ ଅପରେସନ୍...
ରଥଯାତ୍ରା ଅଘଟଣ : ବଦଳିଲେ ପୁରୀ ଜିଲ୍ଲାପାଳ ଓ ଏସ୍ପି
ପୁରୀ : ଗୁଣ୍ଡିଚା ମନ୍ଦିର ସାମନାରେ ଦଳାଚକଟାରେ ତିନିଜଣ ଭକ୍ତଙ୍କ ମୃତ୍ୟୁ ଘଟଣାର ପ୍ରଶାସନିକ ତଦନ୍ତ ପାଇଁ ଆଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିସହିତ କର୍ତ୍ତବ୍ୟରେ ଅବହେଳା ପାଇଁ ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କୁ ବଦଳି କରାଯାଇଛି...
ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ
ପୁରୀ ଶରଧାବାଲିରେ ଦଳାଚକଟାରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି । ବହୁତ ଭକ୍ତ ଆହତ ମଧ୍ୟ ହୋଇଛନ୍ତି । ଆହତ ଭକ୍ତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ୩ ମୃତକ ହେଲେ ପ୍ରେମକାନ୍ତ ମହାନ୍ତି, ଖୋର୍ଦ୍ଧା...
ପୁରୀ ରଥଯାତ୍ରାରେ 742 ଭକ୍ତ ହେଲେ ଅସୁସ୍ଥ
ରଥଯାତ୍ରାରେ ପ୍ରବଳ ଭିଡ଼ ଭିତରେ ଗତକାଲି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ନିକଟରେ ପେଲାଠେଲା ଫଳରେ 10ରୁ ଅଧିକ ଭକ୍ତ ଆହତ ହୋଇଥିଲେ । ସେହିପରି ରଥ ଟଣା ବେଳେ ବଡ଼ଦାଣ୍ଡରେ ପ୍ରବଳ ଗୁଳୁଗୁଳି ହେତୁ ପ୍ରାୟ 742 ଭକ୍ତ...
ସରକାରଙ୍କ କଟକଣାକୁ ମାନିଲେନି ସେବାୟତ
ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶକୁ ମାନିଲେନି ସେବାୟତ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଆଇନ ମନ୍ତ୍ରୀଙ୍କ ବାରମ୍ବାର ଚେତାବନୀ ସତ୍ତ୍ବେ ରଥ ଉପରେ ମୋବାଇଲ ଦେଖିବାକୁ ମିଳିଛି । ଆଜି ଏକାଧିକ ସେବାୟତ ରଥ...
ଜଗନ୍ନାଥ ହୋ .. ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତାର ଅଡିସନ୍ ରାଉଣ୍ଡ ଫଳାଫଳ
ଭୁବନେଶ୍ବର – ତକ୍ଷକ ମିଡିଆ ଆୟୋଜିତ ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା – ଜଗନ୍ନାଥ ହୋ .. 2025 ର ଅଡିସନ ରାଉଣ୍ଡ ଫଳାଫଳ ଘୋଷଣା କରାଯାଇଛି । ସବଜୁନିଅର, ଜୁନିଅର ଏବଂ ସିନିୟର ତିନୋଟି ବର୍ଗରେ ଅନୁଷ୍ଠିତ ...
କାଲିହେବ ରଥଯାତ୍ରା
ପୁରୀ : ଟିକେ ଟିକେ ବିଳମ୍ବରେ ଚାଲିଥିଲା ରୀତିନୀତି । ସବୁ ଠିକ୍ ଠାକ୍ କରିବା ପାଇଁ ଅଣ୍ଟା ଭିଡିଥିଲା ପ୍ରଶାସନ । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ ସମସ୍ତେ ଅପେକ୍ଷା କରି ରହିଥିଲେ । ଭାବୁଥିଲେ ତିନି ରଥ ଗୁଣ୍ଡିଚା...


















