ଶ୍ରୀମନ୍ଦିର ସାମ୍ନା ଦେଇ ଯିବା ମନା
ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ରାସ୍ତା ବନ୍ଦ । ପରିକ୍ରମା ପ୍ରକଳ୍ପ ଲାଗି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରୁ ସିଂହଦ୍ୱାର ପର୍ଯ୍ୟନ୍ତ ରାସ୍ତା ବନ୍ଦ କରାଯାଇଛି । ଫଳରେ ସ୍ଥାନୀୟ ବାସିନ୍ଦା ଏବଂ ଯାତ୍ରୀମାନେ ଯାତାୟତର ଅସୁବିଧା ସମ୍ମୁଖୀନ ହେଉଛନ୍ତି...
୪ ଛାତ୍ରଙ୍କୁ ବିଜେବି କ୍ୟାମ୍ପସ ମନା
ବିଜେବି କଲେଜରେ ଛାତ୍ରଙ୍କୁ ମାଡମରା ଘଟଣାରେ ୪ ଜଣ ଛାତ୍ର ନିଲମ୍ବିତ ହୋଇଛନ୍ତି । ବିଜେବି କଲେଜ କର୍ତ୍ତୃପକ୍ଷ ଆଜି ଏଇ ୪ ଛାତ୍ରଙ୍କୁ ନିଲମ୍ବନ କରିଛନ୍ତି । ଆଜି ବସିଥିବା ଷ୍ଟାଫ କାଉନସିଲ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ,...
ଅର୍ଚ୍ଚନାଙ୍କ ଘରର ଦାମ୍ କେତେ , ଚାଲିଛି ମାପଚୁପ
ଅର୍ଚ୍ଚନା ନାଗଙ୍କର ଆଲିସାନ ବଙ୍ଗଳାର ମାପଚୁପ କରିଛି ଇଡି । ସମ୍ପତ୍ତି ବାଜ୍ୟାପ୍ତି କରିବା ପୂର୍ବରୁ କୋଠାର ମାପ ନେଇଛି ଇଡି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗୋଟିଏ ଟିମ୍ ମାପଚୁପ କରୁଛନ୍ତି । ଅର୍ଚ୍ଚନାଙ୍କର ଘରକୁ ଯାଇ ସ୍ୱତନ୍ତ୍ର ଟିମ୍...
ଆଉ ନାହାଁନ୍ତି ଆଳୟ ମହାନ୍ତି
ଆଉ ନାହାଁନ୍ତି ଆଳୟ ମହାନ୍ତି । ବରିଷ୍ଠ ସାମ୍ବାଦିକ , ସମାଜସେବୀ , ପ୍ରଯୋଜକ, ତଥା ଓୟୁଜେର ପୂର୍ବତନ ସାଧାରଣ ସମ୍ପାଦକ ଆଳୟ ମହାନ୍ତିଙ୍କର ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ଗତକିଛିଦିନ...
ଏମ୍ସ ସ୍ଥାନାନ୍ତର ହେଲେ ସାଂସଦ ପ୍ରତାପ ଷଡଙ୍ଗୀ
ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର ହେଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ଆଡଭାନ୍ସ ଲାଇଫ୍ ସପୋଟ୍ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଆମ୍ବୁଲାନ୍ସରେ ଏକ ଡାକ୍ତରୀ ଟିମ୍ ମଧ୍ୟ ରହିଛନ୍ତି । ଗତକାଲି ଛାତିରେ ଯନ୍ତ୍ରଣା...
ଅନ୍ତିମ ଯାତ୍ରାରେ ଜୟପୁରର ରାଜମାତା
ଅନ୍ତିମ ଯାତ୍ରାରେ ଜୟପୁର ରାଜପରିବାରର ଶେଷରାଣୀ ରମା କୁମାରୀ ଦେବୀ । ଗତକାଲି ମଧ୍ୟରାତ୍ରୀରେ ରାଣୀଙ୍କ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ଦୀର୍ଘବର୍ଷ ଧରି ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପରେ ଶେଷରେ ଜୟପୁର...
ପୂର୍ଣ୍ଣ ଦର୍ଶକ କ୍ଷମତାରେ ଖେଳାଯିବ ବିଶ୍ୱକପ ମ୍ୟାଚ୍
ଆସନ୍ତା ୧୩ରୁ ଆରମ୍ଭ ହେବ ହକି ବିଶ୍ୱକପ । ତେବେ ହକି ବିଶ୍ୱକପ ରୂପରେଖ ନେଇ ପ୍ରକିକ୍ରୀୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଉରକେଲା ଷ୍ଟାଡିୟମରେ ୧୬ଟି ଅଂଶଗ୍ରହଣକାରୀ ଦଳ ରହିବେ । ହୋଟେଲ ତାଜ...
ମାର୍ଚ୍ଚ 1 ରୁ ଯୁକ୍ତଦୁଇ ପରୀକ୍ଷା
ମାର୍ଚ୍ଚ 1 ତାରିଖରୁ ଆରମ୍ଭ ହେବ ଯୁକ୍ତଦୁଇ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏ ସଂପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୁକ୍ତଦୁଇ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ମାର୍ଚ୍ଚ 1 ତାରିଖରୁ...
ଓଡ଼ିଶାର ଆଏନା ପିନ୍ଧିଲେ କିଟ୍ ନହ୍ନିପରୀ ମୁକୁଟ
ଭୁବନେଶ୍ୱରର ଝିଅ ଆଏନା ରାଉତରାୟ କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୨୨ ଟାଇଟଲ୍ ହାସଲ୍ କରିଛନ୍ତି । କିଟ୍ ପକ୍ଷରୁ ଆୟୋଜିତ ‘କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୨୨ର ଫାଇନାଲ୍ ତଥା ମେଗା ରାଉଣ୍ଡ ଗୁରୁବାର ଶେଷ...
ଭୁବନେଶ୍ୱରରେ ଭାରତୀୟ ହକି ଟିମ୍
ରାଜଧାନୀରେ ବିଶ୍ୱକପ ହକି ଫିଭର । ମ୍ୟାଚ ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢିଲାଣି । ଆଜି ଭାରତୀୟ ହକି ଟିମ୍ ଭୁବନେଶ୍ୱରରେ ପହଁଞ୍ଚିଛନ୍ତି । କ୍ୟାପଟେନ୍ ହରମନପ୍ରତି ସଂହଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆର ୧୮ ଜଣ ଖେଳାଳୀ ଭୁବନେଶ୍ୱରରେ...


















