ଓଡିଶାରେ ଲାଗୁ କର ଆୟୁଷ୍ମାନ ଭାରତ
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡିଶାର ବିଜେପି ସାଂସଦ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡିଶା ବିଜେପି ସାଂସଦମାନେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଓଡିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ ଓଡିଶା ସରକାରଙ୍କୁ ପରାମର୍ଶ ଦେବାକୁ ଅନୁରୋଧ...
ରାଜଧାନୀରେ ମଶା ମାରିବ ଡ୍ରୋନ୍
ଭୁବନେଶ୍ୱରରେ ମଶା ମାରିବ ଡ୍ରୋନ୍ । ଭୁବନେଶ୍ୱରରେ ମଶା ଉପଦ୍ରବକୁ ଦମନ ପାଇଁ ବିଏମସି ପକ୍ଷରୁ ପ୍ରସ୍ତୁତ ହେଉଛି ଆକ୍ସନ ପ୍ଲାନ୍ । ଡ୍ରୋନ୍ ମାଧ୍ୟମରେ କେମିକାଲ ସ୍ପ୍ରେ କରାଯିବ । ଗାଡି ଯାଇପାରୁନଥିବା ଅବ୍ୟବହୃତ ଅଞ୍ଚଳରେ ମଶାକୁ ଦମନ...
କାହିଁକି ଲୋକସେବା ଭବନରେ ଆଗରେ ଫିନାଇଲ ପିଇଲେ ବୃଦ୍ଧ
ଭୁବନେଶ୍ୱର ଲୋକସେବା ଭବନ ଆଗରେ ଫିନାଇଲ ପିଇଲେ ବୃଦ୍ଧ । ଜଗତସିଂହପୁର ଜିଲ୍ଲାର ବୃଦ୍ଧ ରବିନ୍ଦ୍ର ଦାସ ଲୋକସେବା ଭବନ ଆଗରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଫିନାଇଲ ପିଇବା ପରେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ...
ପ୍ରାଣ ନେଲା ପରକୀୟା
କଟକରେ ପ୍ରେମ, ନୟାଗଡରେ ହତ୍ୟା ଘଟଣାରେ ପର୍ଦ୍ଦାଫାଶ । ପରକୀୟା ସମ୍ପର୍କରୁ ହତ୍ୟାକାଣ୍ଡ ଘଟିଛି । ପରକୀୟା ପ୍ରୀତିକୁ କେନ୍ଦ୍ର କରି ଶୈଳେନ୍ଦ୍ରଙ୍କ ହତ୍ୟା ଘଟଣାରେ କ୍ରାଇମ ସିନ୍ ରିକ୍ରିଏସନ କରୁଛି ପୋଲିସ । ଅଭିଯୁକ୍ତ ଦୀପୁର ସ୍ତ୍ରୀ ସୁନିତାଙ୍କୁ...
ଭୁବନେଶ୍ୱରରେ ମଣିଷ ମାରିଲା ଷଣ୍ଢ
ଶେଷରେ କାବୁ ହୋଇଛି ପାଗଳ ଷଣ୍ଢ । ଭୁବନେଶ୍ୱର ପଟିଆ ପଦ୍ମକେଶରପୁରରେ ମାତିଥିବା ପାଗଳ ଷଣ୍ଢକୁ କାବୁ କରିଛି ବିଏମସି । ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବାବେଳେ ଏକାଧିକ ଆହତ ହୋଇଥିଲେ । ଦୁଇଦିନ ହେବ ସ୍ଥାନୀୟ...
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା I ଆସନ୍ତାକାଲି ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେବା ସହ କ୍ରମଶଃ ବାତ୍ୟାରେ ପରିଣତ ହେବ I ସମ୍ଭାବ୍ୟ ବାତ୍ୟା ସଂପର୍କରେ ଟ୍ବିଟ୍ କରି ସୂଚନା ଦେଇଛି ଭୁବନେଶ୍ବର ପାଣିପାଗ ବିଭାଗ ...
ନ୍ୟୁଡ୍ କଲରୁ ଆତ୍ମହତ୍ୟା
ନ୍ୟୁଡ କଲରୁ ଆତ୍ମହତ୍ୟା I ଲୋକଲଜ୍ଜା ଭଯରେ ଅଙ୍ଗନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ବରଗଡ ଜିଲ୍ଲା ବରପାଲିସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଦିବ୍ୟରଞ୍ଜନ ମିଶ୍ର I ଆଜି ସୋନପୁର ଏସପି ଅମରେଶ ପଣ୍ଡା ଏହି ସୂଚନା ଦେଇଛନ୍ତି...
4ଟା ସୁଦ୍ଧା ପଦମପୁର ଛାଡ
ଅପରାହ୍ନ ଚାରିଟା ସୁଦ୍ଧା ପଦମପୁର ଛାଡ । ଆଜି ପଦମପୁର ଉପନିର୍ବାଚନ ପ୍ରଚାରର ଶେଷଦିନ । ଶେଷ ଦିନରେ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ଜୋରଦାର ପ୍ରଚାର କରିଛନ୍ତି । ତେବେ ଅପରାହ୍ନ 4 ଟା ସୁଦ୍ଧା...
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ନବରଙ୍ଗପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡାବୁଗାଁ ଥାନା ସରାଗୁଡ଼ା ନିକଟରେ ଭାରସାମ୍ୟ ହରାଇ ଗଛକୁ ପିଟିଲା କାର । ଦୁର୍ଘଟଣାରେ ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।...
ପୁଣି ଉଠିଲା ମମତା ମେହେର ତାତି
ବହୁ ଚର୍ଚ୍ଚିତ ମମତା ମେହେର ହତ୍ୟା ମାମଲାରେ ମହାଲିଙ୍ଗ ଯୁକ୍ତ ଦୁଇ କଲେଜ ଅଧକ୍ଷ୍ୟଙ୍କୁ ଗିରଫ କରାଯାଇଛି । ଏହାସହ କଲେଜର ଜଣେ ଅଧ୍ୟାପକ ମଧ୍ୟ ଗିରଫ ହୋଇଛନ୍ତି। ଗିରଫ ଦ୍ୱୟ ହେଲେ- କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁ, ଅଧ୍ୟାପକ...
















