ଶେଷରେ କାବୁ ହୋଇଛି ପାଗଳ ଷଣ୍ଢ । ଭୁବନେଶ୍ୱର ପଟିଆ ପଦ୍ମକେଶରପୁରରେ ମାତିଥିବା ପାଗଳ ଷଣ୍ଢକୁ କାବୁ କରିଛି ବିଏମସି । ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବାବେଳେ ଏକାଧିକ ଆହତ ହୋଇଥିଲେ । ଦୁଇଦିନ ହେବ ସ୍ଥାନୀୟ ଅଞ୍ଚଳରେ ମାତିଥିଲା ଷଣ୍ଢ । ଘରୁ ବାହାରିବାକୁ ଭୟ କରୁଥିଲେ ସ୍ଥାନୀୟ ଲୋକେ । ଏନେଇ ବିଏମସିକୁ ଖବର ଦେବା ପରେ ଆଜି ଷଣ୍ଢକୁ କାବୁ କରିଛି ବିଏମସି

LEAVE A REPLY

Please enter your comment!
Please enter your name here