୫ଦିନ କୋରେଇରେ ରହିବନି ଟ୍ରେନ୍
୧୫ ଘଣ୍ଟା ପରେ ଯାଜପୁର କୋରେଇ ରେଳ ଷ୍ଟେସନରେ ସ୍ୱାଭାବିକ ହୋଇଛି ରେଳ ଚଳାଚଳ । ଅପ ଏବଂ ଡାଉନ୍ ଉଭୟ ଲାଇନରେ ଚଳାଚଳ କରୁଛି ଟ୍ରେନ୍ । କୋରେଇ ଷ୍ଟେସନରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ୪ଟି...
ଆଜି ମାଗଣାରେ ପରିଦର୍ଶନ
ଆଜି ମାଗଣାରେ ବୁଲିପାରିବେ ବିଭିନ୍ନ ଐତିହ୍ୟସ୍ଥଳ । ଏଏସଆଇ ଅଧିନରେ ଥିବା ସମସ୍ତ ଐତିହ୍ୟସ୍ଥଳକୁ ଆଜି ଟିକେଟ ମୁକ୍ତ କରିଦିଆଯାଇଛି । ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ଏଏସଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି । ଫଳରେ ତାଜମହଲ...
କିଟ୍ର ରୌପ୍ୟ ଜୟନ୍ତୀ ଉଦ୍ଘାଟିତ
କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜିର ୨୫ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ସମାରୋହ (ସଏଲ୍ ଟୁ ସିଲ୍ଭର) ବୁଧବାର ଉଦ୍ଘାଟିତ ହୋଇଯାଇଛି । କିଟ୍ ପ୍ରତିଷ୍ଠାର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଚଳିତବର୍ଷ କିଟ୍ ତାର ରୌପ୍ୟ ଜୟନ୍ତୀ ପାଳନ...
ଗୁରୁବାର ସରିବ କଟକ ବାଲିଯାତ୍ରା
ଐତିହାସିକ କଟକ ବାଲିଯାତ୍ରା ଗୋଟିଏ ଦିନ ବଢିଲା । ଗୋଟିଏ ଦିନ ବୃଦ୍ଧି ନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବୁଧବାର ଶେଷ ହେବାର ଥିଲା, ଗୁରୁବାର ସରିବ ବାଲିଯାତ୍ରା । ଯାତ୍ରୀଙ୍କ ଉତ୍ସାହ, ବ୍ୟବସାୟକୁ...
ସେଣ୍ଟ୍ ଜାଭିୟର୍ସ ପ୍ଲେ ସ୍କୁଲରେ ଶିଶୁ ଦିବସ ପାଳନ
ଆଜି ନଭେମ୍ବର ୧୪ । ଏହି ଦିନଟିକୁ ଶିଶୁ ଦିବସ ଭାବେ ପାଳନ କରାଯାଏ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ । ସେ ଶିଶୁ ମାନଙ୍କୁ ଖୁବ୍ ଭଲ ପାଉଥିବାରୁ ତାଙ୍କର ଜନ୍ମଦିନକୁ ଦେଶବ୍ୟାପୀ...
ମାଳଦ୍ୱୀପରେ ଭୟଙ୍କର ଅଗ୍ନିକାଣ୍ଡ
ମାଳଦ୍ୱୀପର ରାଜଧାନୀ ମାଲେରେ ଭୟଙ୍କର ଅଗ୍ନିକାଣ୍ଡ । ଏକ ହୋଟେଲ ଗ୍ୟାରେଜରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ୯ ଭାରତୀୟ ଏବଂ ଜଣେ ବାଂଲାଦେଶୀ ନାଗୀରିକ ଥିବା ଜଣାପଡିଛି...
ବିଜୟ ପରେ ବିପୁଳ ଭଲପାଇବା
ବିପୁଳ ବିଜୟ ପରେ ଚାଲିଛି ସେଲିବ୍ରେସନ୍ । ଘରକୁ ଘର ବୁଲି ଧନ୍ୟବାଦ ଜଣାଉଛନ୍ତି ନବ ନିର୍ବାଚିତ ବିଧାୟକ । ଆର୍ଶିବାଦ , ଭଲ ପାଇବା ସାଉଁଟୁଛନ୍ତି ସୂର୍ଯ୍ୟବଂଶୀ । ଧାମନଗର ବିଧାୟକଙ୍କୁ ଆରଡିରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି...
ହବିଷିଆଳିଙ୍କୁ ମାଡ ମାରି ପୋଲିସ ନିଲମ୍ବିତ
ପୁରୀରେ ଶ୍ରୀମନ୍ଦିର ପରିସରରେ ଜଣେ ହବିଷିଆଳିଙ୍କୁ ପୋଲିସ ମାଡ ମାରି ଲହୁଲୁହାଣ କରିଦେଇଛି । ହବିଷିଆଳି ଜଣକ ହେଉଛନ୍ତି ବ୍ରହ୍ମପୁରର ମାଧୁରୀ ଦାସ । ସେ ବାସେଳି ସାହିରେ ବେସରକାରୀ ହବିଷିଆଳି ଶିବିରରେ ରହୁଥିଲେ । ଆଜି ସେ ଶ୍ରୀମନ୍ଦିରକୁ...
ବଡସିହାଂର ବେଶରେ ବାବା ଧବଳେଶ୍ୱର
ପବିତ୍ର ପଞ୍ଚୁକର ତୃତୀୟ ଦିନରେ ବାବା ଧବଳେଶ୍ୱରଙ୍କ ଚାଲିଛି ସ୍ୱତନ୍ତ୍ର ବଡଓଷା ପୂଜା । ମନ୍ତ୍ରପାଠରେ ପଡୁଛି ଉଠୁଛି ଧବଳେଶ୍ୱର ପୀଠ । ହେଲେ ପୀଠରେ ନାହାଁନ୍ତି ଭକ୍ତ । ଭଗବାନଙ୍କୁ ଚର୍ମ ଚକ୍ଷୁରେ ଦର୍ଶନ କରିପାରୁନାହାଁନ୍ତି ଶ୍ରଦ୍ଧାଳୁ...
ଗଙ୍ଗାଧର ବେଶରେ ବାବା ଧବଳେଶ୍ୱର
ପଞ୍ଚକରେ ଆଜି ଦୁର୍ଲଭ ଗଙ୍ଗାଧର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ରାତି ୪ଟାରୁ ବାବାଙ୍କ ଦ୍ୱାର ଖୋଲାଯାଇ ୧୦୮ କଳସ ସୁବାଷିତ ଜଳରେ ସ୍ନାନ କରାଯାଇଥିଲା । ଏହାପରେ ହୋଇଥିଲା ଗଙ୍ଗାଧର ବେଶ । ଏଲଇଡି ସ୍କ୍ରିନରେ...


















