UAEର ଫ୍ଲାଟ୍ରୁ କେରଳୀୟାଙ୍କ ମୃତଦେହ – ପରିବାରର ଅଭିଯୋଗ, “ଯୌତୁକ ହତ୍ୟା।”
UAEରେ ଥିବା ଜଣେ ୨୯ ବର୍ଷୀୟା କେରଳୀୟ ମହିଳାଙ୍କ ମୃତଦେହ ଶନିବାର ତାଙ୍କ ଆପାର୍ଟମେଣ୍ଟରେ ମିଳିଛି। ପରିବାର ପକ୍ଷରୁ ଅଭିଯୋଗ ହୋଇଛି ଯେ, ଯୌତୁକଜନିତ ନିର୍ଯାତନା ପରେ ହତ୍ୟା କରାଯାଇଥିଲା। ଅଥୁଲ୍ୟ ଶେଖରଙ୍କ ୨୦୧୪ରେ କୋଲ୍ଲମର ସତୀଶଙ୍କ ସହ...
୨ ଛାତ୍ରୀ ମୃତ୍ୟୁକୁ ନେଇ କିଟ୍ ପ୍ରଶାସନକୁ ଦାୟୀ ମାନିଲା ୟୁଜିସି କମିଟି
କିଟ୍ ବିଶ୍ବବିଦ୍ୟାଳୟରେ ଦୁଇ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ୟୁଜିସିର ତଥ୍ୟାନୁସନ୍ଧାନ ପ୍ୟାନେଲ୍ ବଡ଼ ଖୁଲାସା କରିଛି। କିଟ୍ କର୍ତ୍ତୃପକ୍ଷଙ୍କ ଲାପରବାହିକୁ ମୂଳ କାରଣ ବୋଲି ରିପୋର୍ଟ୍ରେ ଉଲ୍ଲେଖ କରାଯାଇଛି। ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରଚାର ପାଉଛି।
ପ୍ରଫେସର ନାଗେଶ୍ବର...
ରେଭେନସା ବିଶ୍ଵବିଦ୍ୟାଳୟରେ ରାଗିଂ ଅଭିଯୋଗ , ୧୦ ଛାତ୍ରଙ୍କୁ ହଷ୍ଟେଲ ଛାଡ ନିର୍ଦ୍ଦେଶ
ରେଭେନସା ବିଶ୍ୱବିଦ୍ୟାଳୟର ଇଷ୍ଟ ହଷ୍ଟେଲରେ ରାଗିଂ ଘଟଣାର ଅଭିଯୋଗ ହୋଇଛି। ୟୁଜି ପ୍ରଥମ ବର୍ଷର ଛାତ୍ରଙ୍କୁ ତୃତୀୟ ବର୍ଷର କିଛି ସିନିୟର୍ ରାଗିଂ କରିଥିବା ସୂଚନା ମିଳିଛି। ଅଭିଯୋଗ ପାଇବା ପରେ ବିଶ୍ୱବିଦ୍ୟାଳୟର ଆଣ୍ଟି-ରାଗିଂ ସେଲ ବୈଠକ କରି...
ଗାଜା ରେ ଇସ୍ରାଏଲ ର ଗୁଳି ବର୍ଷା
ଗାଜାରେ ଅନାହାର ପରିସ୍ଥିତି, ଖାଦ୍ୟ ସହାୟତା ଅପେକ୍ଷାରେ ଛିଡା ହୋଇଥିଲାବେଳେ ଇସ୍ରାଏଲର ଗୁଳିବର୍ଷା । ୬୭ ପାଲେଷ୍ଟାଇନଙ୍କ ମୃତ୍ୟୁ । କତରରେ ଯୁଦ୍ଧବିରତି ନେଇ ଆଲୋଚନା ମଧ୍ୟରେ ଉତ୍ତର ଗାଜାରେ ଇସ୍ରାଏଲର ବଡ଼ ଆକ୍ରମଣ । ୬୭ ପାଲେଷ୍ଟାଇନଙ୍କ ମୃତ୍ୟୁ...
କ୍ରୀଡ଼ାକୁ କଳଙ୍କିତ କଲେ କୋଚ୍; ଯାଜପୁରରେ ନାବାଳିକା ଖେଳାଳିଙ୍କୁ ଅପହରଣ-ଦୁଷ୍କର୍ମ ଆରୋପ
କ୍ରୀଡ଼ା ଜଗତରେ ପୁଣି ଦୁଷ୍କର୍ମର କଳଙ୍କ। ଯାଜପୁରରେ ଜଣେ ନାବାଳିକା ହକି ଖେଳାଳିଙ୍କୁ ତାଙ୍କ ନିଜ କୋଚ୍ ଅସଦାଚରଣ କରିଥିବା ଓ ବଳପୂର୍ବକ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ପୀଡିତାଙ୍କ ପରିବାରର ଲିଖିତ ଅଭିଯୋଗ ପରେ ଯାଜପୁର ଟାଉନ ପୋଲିସ...
ନିଶା ଦ୍ରବ୍ୟ ଦେଇ ଛାତ୍ରୀଙ୍କୁ ଦୁଷ୍କର୍ମ – ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ।
ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ । ଜଣେ ଛାତ୍ରୀଙ୍କୁ କୋଲ୍ଡଡ୍ରିଙ୍କ୍ସ୍ରେ ନିଶା ଦ୍ରବ୍ୟ ଦେଇ ଏକ ହୋଟେଲରେ ବଳ ପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗରେ ବନ୍ଧା ହେଲେ ଉଦିତ । ଏନେଇ ଛାତ୍ରୀ ଜଣକ...
ଭିଜିଲାନ୍ସ ଜାଲରେ DFO
ପୁଣି ଜଣେ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନ୍ DFO ନିତ୍ୟାନନ୍ଦ ନାୟକ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଅନୁଗୁଳ, କେନ୍ଦୁଝର, ନୟାଗଡ଼ର ୭ଟି...
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଯୋଗୀ
ଆଜି ଦିଲ୍ଲୀରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ସୂଚନା ଅନୁସାରେ , ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ଏହି ଆଲୋଚନାରେ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି, ନିର୍ବାଚନ ଫଳାଫଳର...
ଦିଲ୍ଲୀ ଏମ୍ସ ଗଲେ ବଳଙ୍ଗା ପୀଡ଼ିତା
ଦିଲ୍ଲୀ ଏମ୍ସ ଅଭିମୁଖେ ବାହାରିଲେ ବଳଙ୍ଗା ପୀଡ଼ିତା । ଭୁବନେଶ୍ବର ଏମ୍ସରୁ ଗ୍ରୀନ୍ କରିଡର ଭିତରେ ତାଙ୍କୁ ଭୁବନେଶ୍ବର ବିମାନବନ୍ଦରକୁ ଅଣାଯାଇଛି । ଏହି ସମୟରେ ସହରର ଟ୍ରାଫିକ୍ ତଦାରଖ କରିଛନ୍ତି ଖୋଦ୍ ଟ୍ରାଫିକ୍ ଡିସିପି । ପୀଡ଼ିତାଙ୍କୁ ମାତ୍ର...
ଭୟରେ ପାକିସ୍ତାନ
ଭୟରେ ଥରୁଛି ପାକିସ୍ତାନ। ଭାରତର ବିମାନ ଆକ୍ରମଣକୁ ନେଇ ପାକିସ୍ତାନ ସତର୍କ ଥିବା ପରି ମନେ ହେଉଛି। ଏହି କାରଣରୁ ସେ ଏକ ସପ୍ତାହ ପାଇଁ ଏହାର ଆକାଶ ସୀମାରେ NOTAM ଜାରି କରିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ...


















