ଇତିହାସ ରଚିଲେ ଦୀପିକା
ଦୀପିକା ପାଦୁକୋନ ସିନେମା ଜଗତରେ ବହୁତ ନାମ ଅର୍ଜନ କରିସାରିଛନ୍ତି। ତାଙ୍କ ନାମରେ ଅନେକ ବଡ଼ ସଫଳତା ହାସଲ ହୋଇଛି। ଏବେ ଦୀପିକା ଏପରି କିଛି କରିଛନ୍ତି ଯାହା ଭାରତୀୟ ସିନେମା ଇତିହାସରେ ଆଜି ପର୍ଯ୍ୟନ୍ତ କୌଣସି ଅଭିନେତା କରିନାହାଁନ୍ତି...
ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ
ସାରା ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ପ୍ରବଳ ବର୍ଷା ସାଙ୍ଗକୁ ଭୁସ୍ଖଳନ ଓ ବନ୍ୟା । ଏଭଳି ପ୍ରାକୃତିକ ବିପର୍ଯ୍ୟୟରେ ବିଶେଷ କରି ହିମାଚଳ ପ୍ରଭାବିତ ହୋଇଛି । ଏଠାରେ ପ୍ରକୃତିର ତାଣ୍ଡବରେ ଏବେ ସୁଦ୍ଧା ୭୦ ଜଣଙ୍କ...
ଆମେରିକା ସଂସଦର ଉଭୟ ଗୃହରେ ‘ଓ୍ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ ପାସ୍
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫେମସ୍ 'ୱାନ୍ ବିଗ୍ ବିୟୁଟିଫୁଲ୍ ବିଲ୍' ପାସ୍ । ଗୁରୁବାର ବିଳମ୍ବିତ ରାତିରେ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ ଦ୍ୱାରା ଗୃହୀତ ହୋଇଛି । ଯାହାକୁ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରମୁଖ ସଫଳତା ବୋଲି କୁହାଯାଉଛି...
କାମ ଠପ୍, ଅସହାୟ ମୋହନ
ଭୁବନେଶ୍ବର : ଗତ କିଛିଦିନ ଧରି ଚାଲିଥିବା ଘଟଣାକ୍ରମ ମୋହନ ସରକାର କେତେ ଦୁର୍ବଳ, ତାହା ପ୍ରମାଣିତ କରିବାରେ ଲାଗିଛି । ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ବିଜେପି ନେତାମାନେ ମରଣାନ୍ତକ ମାଡ ମାରିବା ଘଟଣା ପରେ ଓଏଏସ...
ମହାକାଶ ଯିବେ ଆଉ ଜଣେ ଭାରତୀୟ
କିଛି ଦିନ ପୂର୍ବରୁ, ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା ଆକ୍ସିଅମ୍-୪ ମିସନ୍ ଅନ୍ତର୍ଗତ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ସଫଳତାର ସହ ଯାତ୍ରା କରିଥିଲେ । ଏବେ ଆଉ ଜଣେ ଭାରତୀୟ ଆଇଏସଏସ୍ ଯିବାକୁ ପ୍ରସ୍ତୁତ ହେଉଛନ୍ତି ।...
ଇଂଲଣ୍ଡରେ ଇତିହାସ ରଚିଲେ କ୍ୟାପଟେନ ଶୁଭମନ ଗିଲ
ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚରେ ଚମକିଲେ ଶୁଭମନ ଗିଲ୍। ଶୁଭମନ ଗିଲ ଶେଷରେ ପ୍ରତ୍ୟେକ ଭାରତୀୟ ପ୍ରଶଂସକ ତାଙ୍କଠାରୁ ଯାହା ଆଶା କରିଥିଲେ ତାହା କରିଛନ୍ତି। ଗିଲ ଇଂଲଣ୍ଡରେ ତାଙ୍କର ଚମତ୍କାର ଫର୍ମ ଜାରି ରଖି ଏଜବାଷ୍ଟନ ଟେଷ୍ଟରେ ଦ୍ୱିଶତକ ହାସଲ...
ଗିରଫ ହେବେ ବିଜେପି ନେତା ଜଗା ପ୍ରଧାନ
ବିଜେପି ନେତା ତଥା ପୂର୍ବତନ କର୍ପୋରେଟର ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିବା ଦାବିରେ ଅଟଳ ରହିଛନ୍ତି ରାଜ୍ୟ ଓଏଏସ୍ ଅଧିକାରୀ ସଂଘ। ବିଏମ୍ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ପଛରେ ଜଗନ୍ନାଥ ପ୍ରଧାନଙ୍କ ହାତ ରହିଥିବା କୁହାଯାଉଛି। ଆଜି...
ଆଜିଠୁ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
ଆଜିଠୁ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଯିବେ। ବ୍ରିକ୍ସ ସମ୍ମିଳନୀରେ ସାମିଲ ହେବା ସହିତ ଆଜିଠାରୁ ଜୁଲାଇ ୯ ମଧ୍ୟରେ ୫ଟି ରାଷ୍ଟ୍ର ଗସ୍ତ କରିବେ ମୋଦି । ପିଏମ ମୋଦି ଘାନା, ତ୍ରିନିଦାଦ ଓ ତବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ...
ଗେଷ୍ଟ ହାଉସ୍ରେ ପ୍ରେମିକାକୁ ହତ୍ୟା
ପ୍ରେମିକାକୁ ଛୁରାମାଡ଼ କରି ହତ୍ୟା । ବାରମ୍ବାର ଛୁରାମାଡ଼ କରି ହତ୍ୟା କରିଛି ପୁରୁଷବନ୍ଧୁ । ନୂଆ ବସ ଷ୍ଟାଣ୍ଡ୍ ନିକଟ ପୁଷ୍ପାଞ୍ଜଳି ଗେଷ୍ଟ୍ ହାଉସ୍ରେ ଯୁବତୀଙ୍କୁ ଛୁରା ଭୁସି ହତ୍ୟା କରିବା ଘଟଣାରେ ଆଜି ଅଭିଯୁକ୍ତ ଅଭୟ...
ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ହେଲା ପାକିସ୍ତାନ
ପାକିସ୍ତାନ ଆଜି ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ନିର୍ବାଚିତ ହୋଇଛି । ଏହିବର୍ଷ ଜାନୁଆରିରେ ହିଁ ପାକିସ୍ତାନ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହୋଇଥିଲା । ସୁରକ୍ଷା ପରିଷଦରେ ୧୫ ଜଣ ସଦସ୍ୟ ରହିଛନ୍ତି । ଏମାନଙ୍କ ମଧ୍ୟରେ ଜଣକ...


















