ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ହେଲା ପାକିସ୍ତାନ
ପାକିସ୍ତାନ ଆଜି ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ନିର୍ବାଚିତ ହୋଇଛି । ଏହିବର୍ଷ ଜାନୁଆରିରେ ହିଁ ପାକିସ୍ତାନ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହୋଇଥିଲା । ସୁରକ୍ଷା ପରିଷଦରେ ୧୫ ଜଣ ସଦସ୍ୟ ରହିଛନ୍ତି । ଏମାନଙ୍କ ମଧ୍ୟରେ ଜଣକ...
୧୪ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଆସନ୍ତା ୧୪ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୪ରେ ଭୁବନେଶ୍ଵରAIIMSର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ୧୫ରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଜବାହରଲାଲ ନେହରୁ ଇନ୍ଡୋର ହଲ୍ରେ ଅୟୋଜିତ...
ରେଲୱେ ଲଞ୍ଚ କଲା ରେଳ ମୋବାଇଲ୍ ଆପ୍
ଭାରତୀୟ ରେଳବାଇ ମଙ୍ଗଳବାର ଦିନ ଏହାର ନୂତନ RailOne ଆପ୍ ଲଞ୍ଚ କରିଛି। ଏହି ସୁପରଆପ୍ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲଞ୍ଚ କରିଛନ୍ତି। ଏହି ଆପ୍ ରେଳବାଇର ସମସ୍ତ ସାର୍ବଜନୀନ ସେବାକୁ ଗୋଟିଏ ପ୍ଲାଟଫର୍ମରେ ଆଣି ବ୍ୟବହାରକାରୀମାନଙ୍କୁ ସୁବିଧା ପ୍ରଦାନ...
ବିଏମ୍ସି କାର୍ଯ୍ୟାଳୟରେ ବଢ଼ିଲା ସୁରକ୍ଷା
ବିଏମ୍ସି ଅଫିସରେ ବଢିଲା ସୁରକ୍ଷା । ଆଗକୁ ଏଭଳି ଘଟଣା ଯେମିତି ନଘଟେ ସେଥିପ୍ରତି ଦିଆଯିବ ଗୁରୁତ୍ବ । ଅତିରିକ୍ତ କମିସନରଙ୍କୁ ମାଡ଼ ମରା ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି...
ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ । ବାହୁଡ଼ାଯାତ୍ରା ନେଇ କରିବେ ସମୀକ୍ଷା । ସେବାୟତଙ୍କ ସହ ଆଲୋଚନା କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ଯୋଗଦେଇ ପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦଳଚକଟା ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ...
ବିଏମସିରେ ବିଜେପି କର୍ପୋରେଟରଙ୍କ ଗୁଣ୍ଡାରାଜ, ଅତିରିକ୍ତ କମିଶନରଙ୍କୁ ଘୋଷାଡି ଘୋଷାଡି ମାରିଲେ
ଭୁବନେଶ୍ବର : ଜଗା ଭାଇଙ୍କୁ ତମେ ଏମିତି କାହିଁକି କହିଲ, ଅପମାନିତ କାହିଁକି କଲ - ଏମିତି କହି ଅଶ୍ଳୀଳ ଭାଷାରେ ଗାଲି ଗୁଲଜ କରିବା ସହ ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ବିଜେପିର...
ଏତେ ଟଙ୍କା ଆସୁଛି କେଉଁଠୁ ?
ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ। ଆୟ ବହିର୍ଭୁତ ଅଭିଯୋଗରେ ମୃର୍ତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ। ରାୟଗଡ଼ାର ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ର...
ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ
କନ୍ଧମାଳ ପୁଲିସର ସଫଳ ହେଲା ଏକ ବଡ଼ ଅପରେସନ୍ । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ ହୋଇଛନ୍ତି । ଅପରେସନରେ ଡିଭିଏଫ୍ ଓ ଏସ୍ଓଜି ଯବାନ୍ ସାମିଲ୍ ଅଛନ୍ତି । ଗୁଇନ୍ଦା ସୂଚନାକୁ ଆଧାର କରି ଯବାନମାନେ ଅପରେସନ୍...
ରଥଯାତ୍ରା ଅଘଟଣ : ବଦଳିଲେ ପୁରୀ ଜିଲ୍ଲାପାଳ ଓ ଏସ୍ପି
ପୁରୀ : ଗୁଣ୍ଡିଚା ମନ୍ଦିର ସାମନାରେ ଦଳାଚକଟାରେ ତିନିଜଣ ଭକ୍ତଙ୍କ ମୃତ୍ୟୁ ଘଟଣାର ପ୍ରଶାସନିକ ତଦନ୍ତ ପାଇଁ ଆଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିସହିତ କର୍ତ୍ତବ୍ୟରେ ଅବହେଳା ପାଇଁ ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କୁ ବଦଳି କରାଯାଇଛି...
ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ
ପୁରୀ ଶରଧାବାଲିରେ ଦଳାଚକଟାରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି । ବହୁତ ଭକ୍ତ ଆହତ ମଧ୍ୟ ହୋଇଛନ୍ତି । ଆହତ ଭକ୍ତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ୩ ମୃତକ ହେଲେ ପ୍ରେମକାନ୍ତ ମହାନ୍ତି, ଖୋର୍ଦ୍ଧା...


















