31.1 C
Bhubaneswar
Sunday, April 20, 2025
-Advertisement-

ଓଡିଆ ଅଭିନେତ୍ରୀ ମୌସୁମୀ ନାୟକ ଗିରଫ

ଓଢିଆ ଅଭିନେତ୍ରୀ ମୌସୁମୀ ନାୟକଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଆଜି ହାଇଦ୍ରାବାଦରୁ ସୁଟିଂ ସାରି ଫେରିବା ପରେ ମୌସୁମୀଙ୍କୁ ପୋଲିସ ଚନ୍ଦକା ସ୍ଥିତ ତାଙ୍କ ଫ୍ଲାଟରୁ ଗିରଫ କରି କୋର୍ଟ ଚାଲାଣ କରିଛି । ଲେଖିକା ବନସ୍ମିତା...

ବଡ଼ଦିନ ପୂର୍ବରୁ ଏସ୍‌ଏଚ୍‌ଏମ୍‌ରେ କେକ୍ ମିକ୍ସିଙ୍ଗ୍ ଉତ୍ସବ

ବଡ଼ଦିନ ଆଉ ମାତ୍ର ଦେଢ଼ ମାସ ବାକି ଥିବା ବେଳେ ଏହି ଉତ୍ସବକୁ ଅଧିକ ଚଳଚଂଚଳ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟରେ ଶନିବାର ଦିନ ଏକ କେକ୍ ମିକ୍ସିଙ୍ଗ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି...

ରାଜନୈତିକ ଦଳ କାହାଠୁ ଚାନ୍ଦା ଆଣିଲେ, ଜାଣିବାର ଅଧିକାର ନାଗରିକଙ୍କ ନାହିଁ

ବଡ ଅଜବ ବ୍ୟବସ୍ଥା ଆମର । ଗୋଟିଏ ପଟେ ଆମେ ସ୍ବଚ୍ଛତା, ଦୁର୍ନୀତିମୁକ୍ତର ସ୍ଲୋଗାନ ଦେଉଛୁ । ଦୁର୍ନୀତି ହଟାଇବା ପାଇଁ ବଡ ବଡ ଏଜେନ୍ସି ଖୋଲି ବସିଛୁ । ମାତ୍ର ଯିଏ ସବୁ ବ୍ୟବସ୍ଥାକୁ ପରିଚାଳନା କରିବା ପାଇଁ...

ହାତ ଧୋଇବା ଦ୍ୱାରା ସଂକ୍ରମଣକୁ ଦୂର କରିହେବ: ବିଶେଷଜ୍ଞ

ଭୁବନେଶ୍ୱର, ୩୧/୧୦: ସେପ୍‌ସିସ୍ ଯୋଗୁଁ ବିଶ୍ୱରେ ବର୍ଷକୁ ୧ କୋଟି ଲୋକଙ୍କର ମୃତ୍ୟୁ ହେଉଛି । ପ୍ରତି ୧୦୦ ମୃତ୍ୟୁ ମଧ୍ୟରୁ ୩୫ ଟିର କାରଣ ସେପ୍‌ସିସ୍ । ଏହା ପୃଥିବୀରେ ମୃତ୍ୟୁର ତୃତୀୟ ମୁଖ୍ୟ କାରଣ ପାଲଟିଥିବା...

ସମ୍‌ର ପ୍ରଫେସର ମୈତ୍ରେୟୀ ଶିଶୁ ଚର୍ମରୋଗ ସଂଘର ଜାତୀୟ ସମ୍ପାଦିକା ମନୋନୀତ

ଭୁବନେଶ୍ୱର, ୩୧/୧୦: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଚର୍ମ ଓ ଯୌନ ରୋଗ ବିଭାଗର ପ୍ରଫେସର (ଡାକ୍ତର) ମୈତ୍ରେୟୀ ପଣ୍ଡା ଭାରତୀୟ ଶିଶୁ ଚର୍ମରୋଗ ସଂଘ (ଇଣ୍ଡିଆନ୍ ସୋସାଇଟି ଅଫ୍ ପେଡିଆଟ୍ରିକ ଡର୍ମାଟୋଲୋଜି)ର ଜାତୀୟ ସଂପାଦିକା...

ଷ୍ଟଣ୍ଟ ନେଲା ଜୀବନ

ଟ୍ରାକ୍ଟର ଚଲାଇ ଷ୍ଟଣ୍ଟ ଦେଖାଇବା କାଳ ହେଲା । ଟ୍ରାକ୍ଟରର ଆଗ ଦୁଇଚକାକୁ ଉପରକୁ ଉଠାଇ ଷ୍ଟଣ୍ଟ ଦେଖାଉଥିଲେ ପଞ୍ଜାବର 29 ବର୍ଷୀୟ ଯୁବକ ସୁଖମଣ୍ଡିପ ସିଂହ । ଗୁରୁଦାସପୁରର ସୁଖମଣ୍ଡିପ ଟ୍ରାକ୍ଟରରେ ଷ୍ଟଣ୍ଟ ଦେଖାଉଥିବା ବେଳେ ପଡିଆ ଚାରିପାଖେ...

5ଜି ଲାବ୍ ସ୍ଥାପନ ପାଇଁ ସୋଆ ମନୋନୀତ

5ଜି ଲାବୋରାଟୋରୀ ସ୍ଥାପନ ପାଇଁ କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାୟଳୟ ପକ୍ଷରୁ ଦେଶର ପ୍ରମୁଖ ଶହେଟି ଉଚ୍ଚ ଶିକ୍ଷାନୁଷ୍ଠାନକୁ ଚୟନ କରାଯାଇଛି । ଏହି ଶହେଟି ଉଚ୍ଚ ଶିକ୍ଷାନୁଷ୍ଠାନ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ 'ସୋଆ' ସ୍ଥାନ ପାଇଛି । ଇଣ୍ଡିଆନ...

ହମାସ ଆକ୍ରମଣ ପ୍ରସଙ୍ଗ ନ ଥିବାରୁ ଜାତିସଂଘରେ ଭୋଟ ଦେଲାନି ଭାରତ

ମାନବିକତା ଦୃଷ୍ଟିରୁ ଗାଜା ଉପରେ ଆକ୍ରମଣରୁ ଇସ୍ରାଏଲ ବିରତ ରହିବା ପ୍ରସଙ୍ଗରେ ଜାତିସଂଘସାଧାରଣ ପରିଷଦର ସ୍ବତନ୍ତ୍ର ଜରୁରୀ କାଳୀନ ଅଧିବେସନରେ ଭାରତ ଭୋଟ ଦାନରୁ ବିରତ ରହିଛି । ଏହି ଅଧିବେସନରେ ଆସିଥିବା ମାନବିକତା ଦୃଷ୍ଟିରୁ ଯୁଦ୍ଧ ବିରତି ଚିଠା...

ପାଣ୍ଡିୟାନଙ୍କ ଭିଆରଏସ୍ ପଛରେ କେନ୍ଦ୍ର ସରକାର !

ରାଜ୍ୟର ପ୍ରଭାବଶାଳୀ ଆଇଏଏସ ଅଫିସର ଭି.କେ. ପାଣ୍ଡିୟାନ ସ୍ବେଚ୍ଛାକୃତ ଅବସର ନେବା ପାଇଁ ଗତ 20 ତାରିଖ ଶୁକ୍ରବାର ଦିନ ଆବେଦନ କଲେ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟକୁ ଏ...

ଓଡିଶାର ନୂଆ ରାଜ୍ୟପାଳ ରଘୁବର ଦାସ

ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ହେବେ ଓଡିଶାର ନୂଆ ରାଜ୍ୟପାଳ । ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶାର ନୂଆ ରାଜ୍ୟପାଳ ଭାବେ ରଘୁବର ଦାସଙ୍କୁ ନିଯୁକ୍ତି ଦେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ଗତ...
- Advertisement -

Latest article

ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ

ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ...

ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର...

ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର

ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର...