କଟକ ଏସସିବିରେ ଶିଶୁ ଅଦଳବଦଳ ଅଭିଯୋଗ
କଟକ : କଟକ ଏସସିବିରେ ଶିଶୁ ଅଦଳବଦଳ ଅଭିଯୋଗ ସାମ୍ନାକୁ ଆସିଛି । ଏସ୍-ଏନ୍ ସିୟୁରେ ଚିକିତ୍ସାଧୀନ ବେଳେ ଶିଶୁ ବଦଳ ହୋଇଥିବା ଅଭିଯୋଗ ହୋଇଛି । ନବଜାତ କନ୍ୟାକୁ ବଦଳ କରି କର୍ମଚାରୀମାନେ ଏକ ମୃତ ଶିଶୁକୁ ଧରାଇଦେଇଥିବା...
ଟିଏଚ୍ଇ ୱାର୍ଲ୍ଡ ରିପୁଟେସନ୍ ରାଙ୍କିଙ୍ଗସ : ଦେଶର ୪ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ସୋଆ
ଭୁବନେଶ୍ୱର, ଫେବୃୟାରୀ ୧୯: ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଗବେଷଣା କ୍ଷେତ୍ରରେ ଏକ ଭିନ୍ନତା ସୃଷ୍ଟି କରିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ମଙ୍ଗଳବାର ପ୍ରକାଶିତ ଟାଇମ୍ସ ହାୟାର ଏଜୁକେସନ୍ (ଟିଏଚ୍ଇ)...
ସାମନ୍ତଙ୍କ ମ୍ୟାନେଜମେଣ୍ଟ ଆଗରେ ସମସ୍ତେ ଚୁପ୍ !
କିଟ୍ ବିଶ୍ବବିଦ୍ୟାଳୟ ପାଇଁ ବଦନାମ୍ ହେଲା ଓଡିଶା । କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରବର୍ତ୍ତୀ ଘଟଣାକୁ କିଟ୍ ଅଧିକାରୀମାନେ ଯେପରି ପରିଚାଳନା କଲେ, ତାହା ଓଡିଶାର ସମ୍ମାନକୁ ବିଦେଶରେ ନିନ୍ଦିତ କରାଇଛି । ନେପାଳ ସରକାରଙ୍କ ଉଦବେଗ...
ଓଡ଼ିଶାରୁ କୁମ୍ଭମେଳା ଯାଉଥିବା ବସ୍ ବିହାରରେ ଦୁର୍ଘଟଣାଗ୍ରସ୍ତ
ଭୁବନେଶ୍ବର : ଅଧାରେ ରହିଗଲା କୁମ୍ଭମେଳାକୁ ଯିବା ସ୍ୱପ୍ନ । ବିହାରରେ ଓଲଟିଲା ଓଡ଼ିଶାରୁ ଯାଉଥିବା ଯାତ୍ରୀବାହୀ ବସ୍ । ଘଟଣାକ୍ରମେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କୁ ପ୍ରୟାଗରାଜ କୁମ୍ଭମେଳାକୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ...
ସତ୍ୟବ୍ରତ ରାଉତ ଓଡିଶା ବିଧାନସଭାର ସଚିବ ନିଯୁକ୍ତ
ଆଇଏଏସ ସତ୍ୟବ୍ରତ ରାଉତଙ୍କୁ ରାଜ୍ୟ ସରକାର ଓଡିଶା ବିଧାନସଭାର ସଚିବ ପଦରେ ନିଯୁକ୍ତ କରିଛନ୍ତି । ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । 20213ରେ ଓଏଏସରୁ ଆଇଏଏସ ପାହ୍ୟାକୁ ପଦୋନ୍ନତି...
ଭଡା ମାଗିବାରୁ ଅଟୋ ଚାଳକଙ୍କୁ ଘୋଷାଡି ମାରିଲେ ଯୁବତୀ !
ଲକ୍ଷ୍ନୌ : ରାସ୍ତା ମଝିରେ ଅଟୋ ଚାଳକଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିଲେ ଜଣେ ଯୁବତୀ । ଆଉ ଜଣେ ଯୁବତୀ ମୋବାଇଲରେ ଭିଡିଓ ସୁଟ୍ କରୁଥିଲେ । ଯୁବତୀ ଜଣକ ଅଟୋ ଡ୍ରାଇଭରଙ୍କ ବେକରେ ଏକ କପଡା ଗୁଡାଇ...
ରଙ୍ଗ ତୂଳୀର ନିଶାରେ ବିଭୋର ତିନି ସୃଜନଶୀଳ ସ୍ରଷ୍ଟା
ସୃଜନଶୀଳ ମଣିଷ ପାଇଁ ବୟସ ବାଧକ ନୁହେଁ । ପାରିପାର୍ଶ୍ବିକ ପରିବେଶ ଓ ପରିସ୍ଥିତି ପାଇଁ ଜଣେ ମଣିଷର ସୃଜନଶୀଳତା ଚାପି ହୋଇ କିଛି ଦିନ ଅବା କିଛି ବର୍ଷ ରହିଯାଇପାରେ । ମାତ୍ର ଟିକେ ସୁଯୋଗ ମିଳିଲେ ସୃଜନଶୀଳତା...
ବୁଲଡୋଜର ଚଲେଇ ଝୁମ୍ପୁଡି ଲୁଚେଇବାକୁ ପ୍ରୟାସ
ଭୁବନେଶ୍ବର: ଭୁବନେଶ୍ବରରେ ଗତ କିଛିଦିନ ଧରି ଚାଲିଛି ବୁଲଡୋଜର୍ । ରାସ୍ତାକଡ ଫୁଟପାଥରେ ବ୍ୟବସାୟ କରୁଥିବା ହଜାର ହଜାର ଉଠାଦୋକାନୀ, ଫଳ ବ୍ୟବସାୟୀ, ହୋଟେଲ, ଝୁମ୍ପୁଡି ଚାଳିଆ ଉପରେ ଚାଲିଛି ବୁଲଡୋଜର୍ । ବିଏମସି-ବିଡିଏ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ପ୍ରତିଦିନ ବୁଲି...
ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ
ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନା...


















